Home

ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ, ଅରୁଣାଚଳ ପ୍ରଦେଶ ଉପରେ ଚାଇନା କୁଦୃଷ୍ଟି ପକାଇଥିବାବେଳେ ବେଜିଂକୁ କଡ଼ା ଭାଷାରେ ଅକ୍ଷେପ କରିଛି…

ଫିଟ୍‌ ଇଣ୍ଡିଆ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି ୧୦ କୋଟି

ନୂଆଦିଲ୍ଲୀ,୩।୧୦(ପି.ଟି.): ଏପର୍ଯ୍ୟନ୍ତ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ‘ଫିଟ୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଦେଶବାସୀଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଆରପିଏଫ୍‌ର ଏକ…

ହାଥରସରେ ଗଣବଳାତ୍କାର ମାମଲା: ନିଲମ୍ବିତ ହେଲେ ଏସପି, ଡିଏସ୍‌ପି

ଲକ୍ଷ୍ନୌ, ୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ଇନ୍ସପେକ୍ଟରଙ୍କ ସହ କିଛି ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଡିଏସ୍‌ପି ଏବଂ ଏସପିଙ୍କ ନାର୍କୋ ପଲିଗ୍ରାଫ ପରୀକ୍ଷା କରାଯିବ ବୋଲି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୪୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୮୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୋଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ…

ଡୋନାଲ୍ଡ ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ,୨।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ। ଏ ନେଇ ଶୁକ୍ରବାର ନିଜେ ଟ୍ରମ୍ପ୍‌ ଟୁଇଟ କରି ସୂଚନା ଦେଇଛନ୍ତି। ଭାରତର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ…

ହାଥରସ ଗଣବଳାତ୍କାର ମାମଲା: ଜନ୍ତରମନ୍ତରଠାରେ ଶତାଧିକ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ସାମିଲ ହେଲେ ବହୁ ରାଜନେତା

ନୂଆଦିଲ୍ଲୀ,୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରଠାରେ ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସିପିଏମ ସାଧାରଣ ସମ୍ପାଦକ ସୀତାରମଣ ୟେଚୁରୀ, ସିପିଆଇ…

କଟକ ସହରରୁ ୧୮୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୦- କଟକ ସହରରୁ ଶୁକ୍ରବାର ମୋଟ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୧୦୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି…

ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଏକ ହତ୍ୟା…

ଲକ୍ଷେ ୪୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ମାଛ

ଭଦ୍ରକ ଅଫିସ,୨ା୧୦- ଭଦ୍ରକ ଜିଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବୀଙ୍କ ଜାଲରେ ୨୨ କି.ଗ୍ରା ଓଜନର ଏକ ତେଲିଆ ମାଛ ପଡ଼ିଥିଲା। ଶୁକ୍ରବାର କି.ଗ୍ରା ପିଛା ସାଢ଼େ ୬ ହଜାର ଦାମରେ ମୋଟ ଲକ୍ଷେ ୪୩ ହଜାର ଟଙ୍କାରେ ମାଛଟି ନିଲାମ ହୋଇଛି।…

ଭୁବନେଶ୍ୱରରୁ ଆଜି ୩୧୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୫୪

ଭୁବନେଶ୍ୱର,୨।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା…

ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା ମାତ୍ର, ହେଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିଲେ ନାନା ରୋଗ ସୃଷ୍ଟି କରିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri