Home

ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା, ସେ ଚା’ ପିଉଥିବା ନଜର ଆସିଥିଲେ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଦେବରିୟାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପରେ କୋଟଓ୍ବାଲି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ମାତ୍ର କିଛି ସମୟ ପରେ ଜଣାପଡ଼ିଲା କି ଯେଉଁ…

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ-ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌…

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌

ନୂଆଦିଲ୍ଲୀ,୨୨।୨: ଭାରତୀୟ ମିଡ଼ିଆର ବହିର୍ବ୍ୟାପାର ପ୍ରସଙ୍ଗ ଉପରେ ଦୃଷ୍ଟି ରଖୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ପାକିସ୍ତାନ ହାଇକମିଶନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ହାଇକମିଶନ ପଡ଼ିଆରେ ହୋଇଥିବା ଏହି ଅନୌପଚାରିକ ମ୍ୟାଚ୍‌ରେ ପାକିସ୍ତାନ ହାଇକମିଶନ ବିଜୟୀ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ଆମ ଶରୀର ଭିତରେ କେତେକ କାରଣରୁ ବ୍ୟାକ୍ଟେରିଆ ବସା ବାନ୍ଧିଥାଆନ୍ତି। ବେଳେବେଳେ ଏଗୁଡିକ କିଛି ରୋଗର କାରଣ ମଧ୍ୟ ସାଜିଥାଆନ୍ତି। ତେବେ ଏପରି ଏକ ସରଳ ଉପାୟ ରହିଛି, ଯାହାଦ୍ୱାରା ବ୍ୟାକ୍ଟେରିଆକୁ ରୋକାଯାଇପାରିବ। ଆମେ ତ ଜାଣିଛୁ ଯେ ଆମ ପାଟି…

ମଣ୍ଡିରୁ ଉଠୁନି ଧାନ, ସରକାରୀ ଅଫିସକୁ ଅଚଳ କଲେ ଚାଷୀ

ପଦ୍ମପୁର,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ୩ ମାସ ବିତିଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁ ନାହିଁ। ଚାଷୀମାନେ ଧାନ ବିକ୍ରି କରିସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ…

ଉପଯୁକ୍ତ ନୀତି-ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ହୋଇଥାଏ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଅସାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଉପଯୁକ୍ତ ନୀତି ଏବଂ ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ପରିବର୍ତ୍ତନ ହୋଇଥାଏ। ପୂର୍ବରୁ କେନ୍ଦ୍ରରେ ଶାସନ କରୁଥିବା…

ଦୁନିଆର ସବୁଠୁ ବିକୃତ ଦେଖାଯିବାକୁ ଖର୍ଚ୍ଚ କଲେଣି ୧୪ ଲକ୍ଷ

ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର ୩୦ ବର୍ଷୀୟ ଜୋଶୁଆ ବନ୍ସ। ଜୋଶୁଆ ନିଜ ଶରୀରକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏହି…

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଦୁଇ ଝିଅଙ୍କ ସହ ମା-ବାପା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ…

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଭାରତର ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ,୨୨।୨: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ନେଇ ଭାରତ ନିରନ୍ତର ଉଦ୍ୟମ ଜାରି ରଖିଛି। ପୃଥିବୀରେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଭାରତ ଆଗରେ ରହିଛି। ତେବେ ଏବେ ଦେଶ ସ୍ବଦେଶୀ ଜ୍ଞାନକୌଶଳର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଥିବା…

ବଲିଉଡ୍‌ରେ ଫ୍ଲପ୍‌ ହେଲେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର

ବଲିଉଡ୍‌ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର। ବାଂଲାଦେଶୀ ଫିଲ୍ମର ଜଣେ ମହାନା ହିରୋ ଭାବେ ତାଙ୍କୁ ଗଣନା କରାଯାଏ।…

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଫୋଏଲ୍‌

ଆଜିକାଲି ଖାଦ୍ୟପଦାର୍ଥକୁ ପ୍ୟାକ୍‌ କରିବା ପାଇଁ ଆଲୁମିନିୟମ ଫୋଏଲ୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ। ଏହି ଆଲୁମିନିୟମ ଫୋଏଲ୍‌ରେ ମେଟାଲ ତତ୍ତ୍ୱ ରହିଛି। ପ୍ୟାକ୍‌ ପରେ…

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ପାଣି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?