Home

ମା’ବାପାଙ୍କୁ ଧମକ ଦେଇଥିଲେ କରୀନା: ଜାଣନ୍ତୁ କ’ଣ ପାଇଁ….

ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଯୋଡି। ଆଜି ଅର୍ଥାତ୍‌ ଅକ୍ଟୋବର ୧୬ ହେଉଛି ଏହି ଯୋଡିଙ୍କର ୮ତମ ବିବାହ ବାର୍ଷିକୀ। ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ କରୀନା, ସୈଫ୍‌ ପରସ୍ପରକୁ ଡେଟ୍‌…

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ ସେନା। ଶ୍ରୀନଗରେ ଥିବା ଚିନାର କ୍ରପ୍ସ ଉକ୍ତ କବର ଏବଂ ତାହା ନିକଟରେ ଥିବା…

ଫ୍ୟାଶନ ଡିଜାଇନ ଛାତ୍ର ପ୍ରସ୍ତୁତ କଲେ ଭିନ୍ନ ପିପିଇ କିଟ୍‌: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଗାନ୍ଧୀନଗର,୧୬ା୧୦: ନବରାତ୍ରି ଗର୍‌ବା ବା ଦାଣ୍ଡିଆ ବିନା ଯେପରି ଅଧୁରା ରହିଥାଏ। ବିଶେଷକରି ଗୁଜରାଟରେ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ଗର୍‌ବା ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ୧୭ ଅକ୍ଟୋବରରୁ ଏହା ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗୁଜରାଟରେ…

ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ,୧୬।୧୦: ପୂର୍ବ ଉତ୍ତର ପ୍ରଦେଶର ବଲିଆରେ ଏକ ଗୁଳିକାଣ୍ଡ ଘଟିଛି। ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରାଯାଇଛି। ବିବାଦ ଘନେଇବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାବେଳେ…

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ ପରେ କାନ ସଲିବା ସେ ଅନୁଭବ କଲେ। ଯେତେବେଳେ ସେ ହେଡଫୋନକୁ କାନରୁ କାଢ଼ି…

ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ଗ୍ବାଦର ଜିଲାର ଓରମାରା ସହରରେ…

ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ। ବିଭାଗଗୁଡିକୁ ଯୋଗାଇ ଦିଆଯାଉଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହେଉ ନାହିଁ। ଶେଷ ୩ ମାସରେ…

ଆଶ୍ରୟ ନେବାକୁ ହୀନସ୍ତା ହେଉଛନ୍ତି ଖଲାସୀ

ପାରାଦୀପ,୧୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ଦର ଓ ଶିଳ୍ପସଂସ୍ଥାରେ ପଣ୍ୟ ପରିବହନ କରୁଥିବା ପ୍ରାୟ ୨୦ ହଜାରରୁ ଅଧିକ ଭାରିଯାନର ଖଲାସୀ ଆଶ୍ରୟ ନେବା ପାଇଁ ହୀନସ୍ତା ହେଉଛନ୍ତି।…

ଜେଲରେ କଏଦୀଙ୍କ ଆତ୍ମହତ୍ୟା: ପେଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ, ୧୬।୧୦: ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ଜଣେ କଏଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି ମନସୁରୀ। ପୋଷ୍ଟମର୍ଟମ ସମୟରେ ଡାକ୍ତର ତାଙ୍କ ପେଟରୁ ଏକ ସୁସାଇଡ୍‌ ନୋଟ୍‌ ଜବତ କରିଛନ୍ତି।…

ଭୋଟବେଳେ କୋଭିଡ୍‌ ନିୟମ ପାଳନ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): କରୋନା ସମୟରେ ନିରାପଦ ଭାବେ ନିର୍ବାଚନ ପରିଚାଳନା କରିବା ଲାଗି ଭାରତ ନିର୍ବାଚନ ଆୟୋଗ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନରେ ନିୟୋଜିତ କର୍ମଚାରୀ ଏବଂ ଭୋଟରଙ୍କ ସୁରକ୍ଷା ନେଇ ଏଥିରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ…

ଦୁଇ ଓଡ଼ିଆ ସାମାଜିକ କର୍ମୀଙ୍କୁ ମିଳିଲା ‘ଜୀବରକ୍ଷା’ ସମ୍ମାନ

କଟକ ଅଫିସ,୧୬।୧୦: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଅନୁସରଣ କରି ସମାଜରେ ଅନେକ ଲୋକ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଭଳି ଦୁଇ ଓଡ଼ିଆ ସାମାଜିକ କର୍ମୀ ଅନ୍ୟର ସେବା ଲାଗି ନିଜ ଜୀବନକୁ ଉତ୍ସଗୀକୃତ କରିଛନ୍ତି।…

ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା: ମୃତକଙ୍କ ସଂଖ୍ୟା ଟପିଲା ୧୧ ଶହ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri