ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ଆମ ଶରୀର ଭିତରେ କେତେକ କାରଣରୁ ବ୍ୟାକ୍ଟେରିଆ ବସା ବାନ୍ଧିଥାଆନ୍ତି। ବେଳେବେଳେ ଏଗୁଡିକ କିଛି ରୋଗର କାରଣ ମଧ୍ୟ ସାଜିଥାଆନ୍ତି। ତେବେ ଏପରି ଏକ ସରଳ ଉପାୟ ରହିଛି, ଯାହାଦ୍ୱାରା ବ୍ୟାକ୍ଟେରିଆକୁ ରୋକାଯାଇପାରିବ। ଆମେ ତ ଜାଣିଛୁ ଯେ ଆମ ପାଟି ଭିତରେ ଲାଳ କ୍ଷରଣ ହୋଇଥାଏ। ଏହି ଲାଳ ଦ୍ୱାରା ବ୍ୟାକ୍ଟେରିଆକୁ ପ୍ରତିରୋଧ କରାଯାଇପାରିବ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ବ୍ୟାକ୍ଟେରିଆ ଓ ଲାଳ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ପାଟି ଭିତରେ ସୃଷ୍ଟି ହେଉଥବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା କେତେକ ବ୍ୟାକ୍ଟେରିଆ ମୃତ୍ୟୁମୁଖରେ ପଡିଥାଆନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଥିଲେ ଗନ୍ଧ କର୍ପୂର …

ଗନ୍ଧ କର୍ପୂର ଏକ ସୁଗନ୍ଧିତ କୀଟନାଶକ। ଏହା ଗନ୍ଧ ଦୂରକରିବା ପାଇଁ ବ୍ୟବହାର ହୋଇଥାଏ । ବଜାରରେ ମିଳୁଥିବା ଛୋଟ ଛୋଟ ବଲ୍‌ ଆକାରର ଗନ୍ଧ...

ଗର୍ଭାବସ୍ଥାରେ ପିଉଛନ୍ତି କି ମୃଦୁପାନୀୟ? ପଡ଼ିପାରନ୍ତି ଏହି ସମସ୍ୟାରେ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ...

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ।...

ଫିଟ୍‌ନେସ୍‌ ପାଇଁ

ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍‌ ରଖିବା...

କମ୍‌ ସମୟରେ ଶୀଘ୍ର ମେକ୍‌ଅପ୍‌

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ...

ରାଜାଙ୍କ ରୋଗ ଓ ରୋଗଙ୍କ ରାଜା

ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଅଛି ପ୍ରେମ ବିବାହ : କୌଣସି ପରିସ୍ଥିତିରେ ଛାଡ଼ନ୍ତି ନାହିଁ ପାର୍ଟନରଙ୍କ ହାତ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ...

Play 250+ Trending Games
Archives

Model This Week

Why Dharitri