Home

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ ଉଠିବାରେ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଅଜବ ଘଟଣା ଦେଖିବାକୁ…

କଙ୍ଗନାଙ୍କ ନାମରେ ଚୋରି ଅଭିଯୋଗ

ବଲିଉଡ୍‌ର କୁଇନ୍‌ ଗର୍ଲ କଙ୍ଗନା ରଣାଓ୍ବତ୍‌ଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ର ଆଗାମୀ ଫ୍ରାଞ୍ଚାଇଜ୍‌ ‘ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍‌ ଦିଦ୍ଦା’ରେ ଦେଖିବାକୁ ମିଳିବ। ମଣିକର୍ଣ୍ଣିକା’ରେ ଝାନସୀର ରାଣୀ କାହାଣୀ ଦେଖିବାକୁ ମିଳିଥିଲା। ଏବେ ଆଗାମୀ ଫିଲ୍ମରେ କାଶ୍ମୀରର ରାଣୀ ବିଷୟରେ ଦର୍ଶକ…

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ଲେଡି ଗାଗା ଗାଇବେ ଜାତୀୟ ସଙ୍ଗୀତ

ନ୍ୟୁୟର୍କ,୧୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁଆରୀ ୨୦ରେ ଶପଥ ନେବେ। ସୁପରଷ୍ଟାର ଆମେରିକୀୟ ଗାୟିକା ଲେଡି ଗାଗା ଶପଥ ଗ୍ରହଣ ସମାରୋହରେ ଜାତୀୟ ସଙ୍ଗୀତ ପରିବେଶଣ କରିବେ। ହଲିଉଡ୍‌ ଷ୍ଟାର୍‌ ଜେନିଫର ଲୋପେଜ୍‌ ମଧ୍ୟ ଏଥିରେ ଅଂଶଗ୍ରହଣ…

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ । ସେ କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ । ଦିଲ୍ଲୀର କରିଅପ୍ପା…

୭୫ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ବ୍ରିସବେନ୍‌,୧୫।୧: ଟେଷ୍ଟ କ୍ରିକେଟରେ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଦଳ ଦୀର୍ଘ ଦିନ ଧରି କ୍ରିକେଟର ସବୁଠାରୁ ବଡ ଫର୍ମାଟ ଖେଳୁଥିବା ଖେଳାଳିଙ୍କ ଶ୍ରେଷ୍ଠ ଏକାଦଶରେ ବାଛିବାକୁ ପସନ୍ଦ କରନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ଗତ ଦଶନ୍ଧିର ସବୁଠାରୁ ଦୁର୍ବଳ…

ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ ଅବ୍‌ଜରଭେଟିବ୍‌ସ…

ପୁଣି କଟକରୁ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ

କଟକ ଅଫିସ, ୧୫।୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି ଜବତ ହୋଇଛି। ସାଶୋଳ ଗାଁରୁ ୪ କୁଇଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।…

ଯୌନ ଶୋଷଣ ମାମଲାରେ ଫସିଗଲେ କ୍ରିକେଟ୍‌ ଦଳର ଅଧିନାୟକ

ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲାହୋର ବାସିନ୍ଦା ହମିଜା ମୁଖତାର୍‌ ନାମକ ଯୁବତୀ ବାବରଙ୍କ ନାଁାରେ ଯୌନ…

ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଅ: ହାଇକୋର୍ଟ

କଟକ ଅଫିସ,୧୫।୧: କୋଭିଡ୍‌ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡ୍‌ଲାଇନ ଅନୁଯାୟୀ ନିଯୁକ୍ତି ଦେବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ଓଡ଼ିଶା ଉଚ୍ଚ…

ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର ଟଙ୍କା ହଡପ କରାଯାଇଥିବା ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଆୟୁକ୍ତଙ୍କ…

ଭାରତକୁ ପୁଣି ଝଟ୍‌କା, ମ୍ୟାଚ୍‌ ଅଧାରୁ ପଡିଆ ଛାଡି ଚାଲିଗଲେ ଏହି କ୍ରିକେଟର୍‌

ବ୍ରିସବେନ୍‌,୧୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆରମ୍ଭ ହୋଇଛି। ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତୀୟ ଦଳ ଅନେକ ବଡ଼ ପରିବର୍ତ୍ତନ ଏବଂ ତାରକା ଖେଳାଳିଙ୍କ ବିନା ଅବତରଣ କରିଥିଲା। ଭାରତର ବୋଲିଂ…

ଗାଧୋଇବାକୁ ଭଲ ପାଆନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ସମ୍ପର୍କ ପାଇଁ ସେ ଏକ ଭଲ ଉଦାହରଣ। ସେ ଜଣେ ଭଲ ପୁଅ, ଭଲ ଭାଇ, ଭଲ ସ୍ବାମୀ ଏବଂ ଭଲ ବାପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri