Home

ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ: ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍‌

ଭୁବନେଶ୍ୱର,୭।୩(ବ୍ୟୁରୋ): ଦିନକୁଦିନ ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷକରି ଏହି ଲୁଟେରାମାନେ ମହିଳାମାନଙ୍କୁ ଟାର୍ଗେଟ କରି ଛିନ୍‌ତାଇ କରୁଛନ୍ତି। ରବିବାର ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ। ଆଜି ସକାଳେ ଜଣେ ମହିଳା ଫୁଲ ତୋଳିବାକୁ ଘରୁ ବାହାରକୁ ଯାଇଥିବା…

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ସହ ଲଢ଼ାଇ କରିବାକୁ ପଡ଼ିଥିଲା। ତିନି ପୁରୁଷ ଦୁଇଜଣ ସରୋଗେଟ୍‌ ମା ଏବଂ…

ବ୍ରିଗେଡ ପଡ଼ିଆରେ ମୋଦିଙ୍କ ଗର୍ଜନ

କୋଲକାତା୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବ୍ରିଗେଡ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସକ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌ କରି ଗର୍ଜନ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ଭରସାକୁ ଭାଙ୍ଗିଛନ୍ତି। ଯାହା ସେ ଲୋକଙ୍କଠାରୁ ଛଡାଇ ନେଇଛନ୍ତି,…

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ। ତାମିଲନାଡୁର କିଛି ଇ-କମର୍ସ କମ୍ପାନୀ ସେମାନଙ୍କ ଓ୍ବେବସାଇଟ୍‌ରେ ଚୁଲି ପାଉଁଶ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି।…

ଶିପ୍ରା ନଦୀ ଗର୍ଭରେ ଜଳୁଛି ନିଆଁ

ଇନ୍ଦୋର,୭।୩: ମଧ୍ୟପ୍ରଦେଶର ଉଜ୍ଜୟନୀସ୍ଥିତ ଶିପ୍ରା ନଦୀର ତ୍ରିବେଣୀ ଘାଟରେ ଏକ ପ୍ରକାର ଅଲୌକିକ ଘଟଣା କିଛି ଦିନ ଧରି ଘଟିଚାଲିଛି। ନଦୀ ଗର୍ଭରେ ବିସ୍ଫୋରଣ ହେବା ସହିତ ନିଆଁ ଜଳୁଛି। ଏହା ସହିତ ଧଳା ଧୂଆଁ ମଧ୍ୟ ସୃଷ୍ଟି ହେଉଛି। ପ୍ରଥମେ…

ଘରେ କ’ଣ ରଖିଲେ ବଢ଼ିଥାଏ ଧନ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ତଥା ଉତ୍ତର-ପୂର୍ବ ଦିଗ ସହ ଆର୍ଥତ୍କ ଅଭିବୃଦ୍ଧିର ଅନେକ କିଛି ସମ୍ବନ୍ଧ ରହିଛି। ତେଣୁ ଏହି ଦିଗଗୁଡ଼ିକରେ କ’ଣ ରଖିଲେ ବା କି ବାସ୍ତୁ ଉପଚାର କଲେ ଘରେ ସମୃଦ୍ଧି ବୃଦ୍ଧି ପାଇବ, ଆସନ୍ତୁ ଜାଣିବା…

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା ଖର୍ଚ୍ଚ କରି ୩ ଲକ୍ଷ ଚାରା ଲଗାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି…

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ…

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍‌ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ…

ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ। ସେଥିପାଇଁ ତ ଯୁବତୀମାନେ ବେଳେବେଳେ ହାତରେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍‌ ବା ନଖ…

ଭାଜପାରେ ଯୋଗଦେଲେ ମିଥୁନ

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଭାଜପା ରାଜ୍ୟରୁ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏନେଇ ଭାଜପା ପକ୍ଷରୁ ରାଜ୍ୟରେ ପରିବର୍ତ୍ତନ ଯାତ୍ରା ଆରମ୍ଭ…

ବୟଫ୍ରେଣ୍ଡ୍‌ଙ୍କ ଜନ୍ମଦିନ ପାର୍ଟିରେ ଶ୍ରଦ୍ଧା ପିନ୍ଧିଲେ ୪ ଲକ୍ଷ ୩୦ ହଜାର ଟଙ୍କାର ମିନି ଡ୍ରେସ୍‌

ମୁମ୍ବାଇ,୭।୩: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁବେଳେ ନିଜ ଲୁକସ୍‌ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜ ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କ ଜନ୍ମ ଦିନ ପାର୍ଟିରେ ଯୋଗଦେଇ ସେ ଧମାକା କରିଛନ୍ତି। ପାର୍ଟିରେ ସେ ୪ ଲକ୍ଷ ୩୧ ହଜାର ୬୯୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?