ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ
ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା…
କେରଳ ବିଧାନସଭା ନିର୍ବାଚନ: ସିପିଆଇଏମ୍ ଜାରି କଲା ୮୩ ଜଣିଆ ପ୍ରାର୍ଥୀ ତାଲିକା
ଥିରୁଭାନନ୍ତପୁରମ୍,୧୦।୩: ଆଗକୁ କେରଳରେ ବିଧାନସଭା ନିର୍ବାଚନ। ଶାସକ ସିପିଆଇଏମ୍ ପକ୍ଷରୁ ୮୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କନ୍ନୁର ଜିଲାର ଧର୍ମଦାମ ଆସନରୁ ନିର୍ବାଚନ ଲଢ଼ିବେ। ରାଜ୍ୟର ୧୪୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍…
ଚାଇନା ଲଞ୍ଚ୍ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା
ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଜରିଆରେ ଲୋକେ ବାହାରକୁ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ ଦେଶର…
ପୁରୁଷୋତ୍ତମପୁର ତହସିଲ: ୩ ମାସରେ ୬୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ
ପୁରୁଷୋତ୍ତମପୁର, ୧୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ନୀତିଶ କୁମାର ତ୍ରିପାଠୀ ଯୋଗ ଦେବା ଇତିମଧ୍ୟରେ ୩ ମାସ ହୋଇଯାଇଛି। ତେବେ ଏହି ୩ ମାସ ମଧ୍ୟରେ ବହୁ ବେଆଇନ ବାଲି, ପଥର, ମୋରମ ଚାଲାଣ କରୁଥିବା ଗାଡିକୁ…
ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର
ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର ପରଫର୍ମାନ୍ସ ପାଇଁ ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ଫିଲ୍ମ ଆଲାନଙ୍କ…
ପଶ୍ଚିମବଙ୍ଗ, ଆସାମ ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଘୋଷିତ
ନୂଆଦିଲ୍ଲୀ,୧୦।୩: ଭାଜପା ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା…
ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ ଭିଡ଼ିଓ ପ୍ରଧାନମନ୍ତ୍ରୀ ଶେୟାର କରି ସେମାନଙ୍କ ପ୍ରତିଭାକୁ ବେଶ୍ ତାରିଫ୍ କରିଛନ୍ତି। ସେ କହିଛନ୍ତି…
ଏପ୍ରିଲରୁ ରବିବାର କ୍ଲାସ ବନ୍ଦ
ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ସ୍କୁଲରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ଦାସ କହିଛନ୍ତି ଯେ, ଏପ୍ରଲରୁ ରିଭିଜନ କ୍ଲାସ ଚାଲିବ।…
ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଦାମ୍ ରହିଛି
କୌଣସି ରୋଗର ଚିକିତ୍ସା ଔଷଧ ଦ୍ୱାରା କରାଯାଏ। ଅନେକ ଥର ଔଷଧ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ବ୍ୟକ୍ତିଟିଏ କିଣିବା ସହଜ ହୋଇ ନ ଥାଏ। ଦୁର୍ଲଭ ରୋଗ ହେଲେ ଏହାର ଚିକିତ୍ସା ମହଙ୍ଗା ହୋଇଥାଏ। ଏମିତି ଏକ ଦୁର୍ଲଭ…
ଗୋଟିଏ ସାକ୍ଷାତକାର ପାଇଁ ଏହି ମହିଳାଙ୍କୁ ୫୧ କୋଟି ଦେଲା ଟିଭି ଚ୍ୟାନେଲ
ବ୍ରିଟେନର ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲଙ୍କର ଏକ ଟିଭି ସାକ୍ଷାତକାର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାର ଆମେରିକାର ଟିଭି ଚ୍ୟାନେଲ ସିବିସିରେ ପ୍ରସାରିତ ହୋଇଛି। ଏହି ସାକ୍ଷାତକାରରେ ହ୍ୟାରି ଏବଂ ମେଘାନ…
ଦ୍ୱିତୀୟ ବିବାହ ପାଇଁ ଜିଦ୍: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ
ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ ବିବାହ ପାଇଁ ଜିଦ୍ କରି ପରିବାର ସଦସ୍ୟଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଶେଷରେ…
ରାଗିଗଲେ ପ୍ରଧାନମନ୍ତ୍ରୀ: ଖବରଦାତାଙ୍କ ଉପରେ ସାନିଟାଇଜର୍ ସିଞ୍ଚିଲେ
ବ୍ୟାଙ୍କକ୍,୧୦।୩: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ସଚା ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଖବରଦାତାଙ୍କୁ ଉପରକୁ ରାଗିଯାଇ ସାନିଟାଇଜର୍ ସିଞ୍ଚି ଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ବିସ୍ତାର ବିଷୟରେ ପଚରାଯିବାର ସେ ଏତେ ରାଗିଯାଇଥିଲେ…

