ଝରାଫୁଲ ମୃତ୍ୟୁ ରହସ୍ୟ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରେମିକ ରାକେଶ
ଭୁବନେଶ୍ୱର,୩।୨(ବ୍ୟୁରୋ) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱରରେ ପହଞ୍ଚିଛି ଯାଜପୁର ପୋଲିସ। ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ସାଙ୍ଗରେ ଆଣି ଖୋଳତାଡ଼ ଆରମ୍ଭ କରିଛି। ଯାଜପୁର ଏସ୍ଡିପିଓଙ୍କ ସମେତ ଧର୍ମବିହାରସ୍ଥିତ ଗେଷ୍ଟ୍ହାଉସରେ ପହଞ୍ଚି ତନାଘନା ଆରମ୍ଭ…
ଛାତ୍ର ତିଆରି କଲେ ୪ କେଜି ଓଜନର ହେଲିକପ୍ଟର
ଲକ୍ଷ୍ନୌ,୩।୨: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରର ଛାତ୍ର ଏବଂ ପ୍ରଫେସର ମିଳିତ ଭାବେ କେବଳ ୪ କେଜିରେ ଏକ ସୁନ୍ଦର ହାଲୁକା ହେଲିକପ୍ଟର ତିଆରି କରିଛନ୍ତି। ଏହା ବେଙ୍ଗାଲୁରୁରେ ଚାଲିଥିବା ହାଇବ୍ରିଡ୍ ଏୟାର ଶୋ’- ଏୟାର ଇଣ୍ଡିଆ ୨୦୨୧ରେ ପ୍ରଦର୍ଶିତ…
ଛେଳି ବ୍ୟାଙ୍କ, ଜାଣନ୍ତୁ କେମିତି ହୁଏ ଏହାର ପରିଚାଳନା
ମୁମ୍ବାଇ,୩।୨: ଛେଳିମାନଙ୍କର ବ୍ୟାଙ୍କ ଶୁଣିଲେ ନିଶ୍ଚିତ ଅଡୁଆ ଲାଗେ। କିନ୍ତୁ ଏପରି ଏକ ବ୍ୟାଙ୍କ ରହିଛି ମହାରାଷ୍ଟ୍ରରେ। ଏହି ବ୍ୟାଙ୍କକୁ ମହାରାଷ୍ଟ୍ରର ଅକୋଲା ଜିଲାରେ ଜଣେ କୃଷକ ଖୋଲିଛନ୍ତି। ଏହାର ପରିଚାଳନା ସାଂଘଭୀ ମୋହାଲି ଗାଁରୁ କରାଯାଉଛି। ଏହି ବ୍ୟାଙ୍କର ନାମ…
ଘୋଡ଼ାକୁ ବେହୋସ୍ କରୁଥିବା ଇଞ୍ଜେକସନ୍ ନେଉଛନ୍ତି ଆମେରିକା ଯୁବବର୍ଗ
ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍ ନେଉଛନ୍ତି। ଏହାଦ୍ୱାରା ଅଧିକ ସମୟ ସେମାନଙ୍କର ନିଶାରେ ବିତୁଛି। ସମ୍ପ୍ରତି ଫିଲଡାଲଫିଆରେ ହୋଇଥିବା ଏକ…
ବର୍ଗାକାର ତରଭୁଜ, ଦାମ୍ ରହିଛି…
ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ତରଭୁଜ ସମ୍ପର୍କରେ… ବିଶ୍ୱରେ କେବଳ ଗୋଲାକାର ନୁହେଁ ବରଂ…
ମହାପଞ୍ଚାୟତରେ ଗର୍ଜିଲେ ଟିକାଏତ: ଭାଙ୍ଗିଲା ସଭାମଞ୍ଚ
ଜିନ୍ଦ, ୩।୨: କୃଷି ଆଇନକୁ ବିରୋଧ କରି ହରିୟାଣାର ଜିନ୍ଦଠାରେ ବୁଧବାର ଅନୁଷ୍ଠିତ ହୋଇଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାଏତ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। ଏବେ କେବଳ କୃଷି ଆଇନକୁ ଫେରାଇ ନେବାକୁ କୁହାଯାଉଛି। ଯଦି କ୍ଷମତା ଫେରାଇ…
୭୮ ବର୍ଷ ବୟସରେ ଶକ୍ତି ପ୍ରଦର୍ଶନ କଲେ ବୃଦ୍ଧା, ଯୁବକ ବି ପଡ଼ିଯିବେ ପଛରେ
କେବଳ ମଣିଷ ଯେ ଯୁବାବସ୍ଥାରେ ଅନେକ କାମ କରିପାରେ ବାର୍ଦ୍ଧକ୍ୟରେ ପାରେନା ତାହା ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୭୮ ବର୍ଷୀୟା ବୃଦ୍ଧା। ତାଙ୍କ ବୟସଠାରୁ ସେ ଦୁଇଗୁଣ ଅଧିକ ଓଜନ ଉଠାଇ ଚର୍ଚ୍ଚାରେ ରହିଛନ୍ତି। ଏହି ଭାରୋତ୍ତୋଳନକାରୀଙ୍କ…
୧୧୫ ନିଖୋଜ ଆନ୍ଦୋଳନକାରୀଙ୍କ ତାଲିକା ଜାରି କଲେ କେଜରିଓ୍ବାଲ
ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକୁ ନେଇ ପୋଲିସ ପକ୍ଷରୁ କେତେକ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ କରାଯାଉଛି। ଅପରପକ୍ଷରେ ରାଲି…
୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର
୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି। ଏହି ସମୟରେ ଇଂଲଣ୍ଡର ଜଣେ ଯୁବଛାତ୍ର ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ…
କୃଷକ ଆନ୍ଦୋଳନ ନେଇ ବିଦେଶରୁ ଟିପ୍ପଣୀ ସହ୍ୟ କରାଯିବ ନାହିଁ
ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ସମର୍ଥନ କରି ଆମେରିକା ପପ୍ ଷ୍ଟାର ରିହାନା, ପରିବେଶକର୍ମୀ ଗ୍ରେଟା ଥନବର୍ଗ, ପରିବେଶ କର୍ମୀ ଲିସିପ୍ରିୟା କଙ୍ଗୁଜମ୍, ପରିବେଶକର୍ମୀ ଜେମି ମାର୍ଗେଲିନ୍…
ଲୁଚିଛପି ବିବାହ କଲେ ଏହି ଭାରତୀୟ ଖେଳାଳି
ଭାରତୀୟ କ୍ରିକେଟର ଜୟଦେବ ଉନାଦକଟ ମଙ୍ଗଳବାର ତାଙ୍କ ବାନ୍ଧବୀ ରିନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ କେବଳ ନିକଟତର ବନ୍ଧୁ ଉପସ୍ଥିତ ଥିଲେ। ଜୟଦେବ ଏବଂ ରିନି ଗତ ବର୍ଷ ମାର୍ଚ୍ଚରେ ନିର୍ବନ୍ଧ କରିଥିଲେ। ୨୦୧୦ରେ ଅଣ୍ଡର…
ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି
ମାଧପୁର,୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି ଇଟା ଭାଟିକୁ ବୁଧବାର ଆଠମଲ୍ଲିକ ତହସିଲଦାର ଡା. ସ୍ବରୂପାନନ୍ଦ ସାହୁ ଅଚାନକ ଚଢ଼ାଉ କରି…
Archives


