ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତି…
ମୁମ୍ବାଇ, ୪।୨: ବଲିଉଡ୍ରେ ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକରଙ୍କୁ ଗୁରୁବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା…
କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?
କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର…
ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ
ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ବାରିହୋଇପଡିଛି। ଏଥର ସେ ଭାରତ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଦୁଇ…
ତେଜିଲା ସେଲିବ୍ରିଟିଙ୍କ ସ୍ବର, ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ
ଅନ୍ତର୍ଜାତୀୟ ପପ ତାରକା ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥେନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷକମାନେ ଅନ୍ତର୍ଜାତୀୟ ସମର୍ଥନ ପାଇବା ପରେ ଏହାକୁ ଭାରତ ଭାଙ୍ଗିବା ପାଇଁ ଏକ ପ୍ରୟାସ ବୋଲି କୁହାଯାଉଛି। ବଲିଉଡର ସୁପରଷ୍ଟାର…
ଟିକେଟ୍ ମାଗିଲେ ମୋଦିଙ୍କ ଭାଣିଜୀ
ଅହମଦାବାଦ୍,୩।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଣିଜୀ ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ବଡ ଭାଇ ପ୍ରହ୍ଲାଦ…
କୋଚ, ଖେଳାଳି କରୋନା ପଜିଟିଭ ଚିହ୍ନଟ
କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଯିବା ପୂର୍ବରୁ ଦଳର ୩୬ ଜଣ…
ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ
ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା ଟୀକାକରଣର…
ମୁମ୍ବାଇ ଲୋକଲ୍ ଟ୍ରେନ୍ର ଏକ ଫଟୋ ଦେଖି ଭାବପ୍ରବଣ ହେଲେ ଆନନ୍ଦ ମହିନ୍ଦ୍ରା
ମୁମ୍ବାଇ,୩।୧: ଲକଡାଉନ୍ ପରେ ମୁମ୍ବାଇ ଲୋକାଲ ଟ୍ରେନ ଫେବୃଆରୀ ୧ ତାରିଖରୁ ପୁନଃଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କେବଳ ସ୍ଥାନୀୟ ଲୋକମାନେ ଯାତ୍ରା କରିପାରିବେ। ମୁମ୍ବାଇ ଲୋକାଲ ଟ୍ରେନ୍ ପୁନଃଆରମ୍ଭ ହେବା ସହିତ ସ୍ଥାନୀୟ…
ପାଣି ବଦଳରେ ସାନିଟାଇଜର୍ ପିଇଦେଲେ କମିଶନର
ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣା ସହ ଜଡିତ ଏକ…
ଅନଶନରେ ବସିଲେ ମୋଦିଙ୍କ ଭାଇ
ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଛଡାଯିବ ନାହିଁ ସେ ଧାରଣାରେ ବସି ରହିବେ ବୋଲି…
ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି
ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟ ପରେ ପୈତୃକ ଛୁଟିରେ ଯାଇଥିବା ଅଧିନାୟକ…
ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର
ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ, ରାସ୍ତାରେ ଲଢେଇ ହେଉ, ଲୋକଙ୍କ ଉପରେ ଗୁଳି ଚାଳନା କରାଯାଉ ଏବଂ…
Archives


