ଜନ୍ମଦିନରେ ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତା
ଜନ୍ମଦିନରେ ନିଜର ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ନଭେମ୍ବର ୪ରେ ମିଲିନ୍ଦ ନିଜର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ନିଜର ଏକ ନଗ୍ନ ଫଟୋ ସୋସିଆଲ…
ସାମ୍ନାକୁ ଆସିଲା ସାଇନା ନେହଓ୍ବାଲଙ୍କ ବାୟୋପିକ୍ ଲୁକ୍
ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସାଇନାଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରିଣୀତିଙ୍କ ଏହି ଲୁକ୍କୁ ନିଜେ ସାଇନା ମଧ୍ୟ ସୋସିଆଲ ମିଡିଆରେ ଶେୟାର…
ଓଡିଶା ଜଙ୍ଗଲରେ ବିରଳ କଳା ବାଘ: କ୍ୟାମେରାରେ କଏଦ ହେଲା ଫଟୋ
ଭୁବନେଶ୍ୱର,୫।୧୧(ବ୍ୟୁରୋ)- ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ବିରଳ ବାଘ। ବାଘ ଶରୀରରେ କଳା କଳା ଦାଗ ରହିଥିବା କ୍ୟାମେରାରେ କଏଦ ହୋଇଛି। ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହିଭଳି କଳା ବାଘ ସଂଖ୍ୟା ରାଜ୍ୟରେ ୭ ରୁ ୮ ରହିଛି। ସମଗ୍ର ବିଶ୍ୱରେ…
ପୋଲିସ ରିମାଣ୍ଡରେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ନିକଟରେ ଗୋଆ ଯାତ୍ରା ସମୟରେ ଅଶ୍ଳୀଳ ଭିଡିଓ ଶୁଟିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯାଇଥିଲା। ଏଥିସହ କାନାକୋନା ପୋଲିସ ଷ୍ଟେଶନରେ ଜଣେ ଅଜଣା ବ୍ୟକ୍ତିଙ୍କ…
ରାଜଧାନୀରେ ଖସୁଛି କରୋନା ଗ୍ରାଫ୍: ଆଜି ୬୮ ଚିହ୍ନଟ, ୧୧୫ ସୁସ୍ଥ
ଭୁବନେଶ୍ୱର, ୫।୧୧(ବ୍ୟୁରୋ): ଏଇ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ୧୦୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଗୁରୁବାର ରାଜଧାନୀରୁ ୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ…
ଭାରତରେ ପୁଣିଥରେ ରିଲିଜ୍ ହେବ ବାହୁବଳୀ, ବାହୁବଳୀ-୨
ଇତିମଧ୍ୟରେ ଲକ୍ଡାଉନ୍ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍ ମଧ୍ୟ ଖୋଲିଗଲାଣି। ବଲିଉଡ୍ କଳାକାରମାନେ ମଧ୍ୟ ସେମାନଙ୍କର ବାକି ରହିଯାଇଥିବା ଫିଲ୍ମର ଶୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। ଫିଲ୍ମର ଶୁଟିଂ…
ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ କ୍ଷତି ହୋଇଛି। କନ୍ନଡର ଭେଟେରାନ ଅଭିନେତା ଏଚ୍ ଜି ସୋମଶେଖର ରାଓ ଓରଫ୍ ସୋମନ୍ନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମନ୍ନା…
ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ
କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି…
ନିଜଠାରୁ ୮ ବର୍ଷ ସାନ ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଟିଭି ରିଆଲିଟି ଶୋ’ ‘ବିଗ୍ ବସ୍-୭’ର ବିଜେତା ତଥା ଟିଭି ଅଭିନେତ୍ରୀ ଗୌହର ଖାନ୍ ବିଗତ କିଛି ଦିନ ହେବ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଗତ କିଛିଦିନ ହେବ ସେ ନିଜଠାରୁ ୮ ବର୍ଷ ସାନ…
ଯୁବତୀଙ୍କ ଗର୍ଭପାତ କରାଇଲେ ଡାକ୍ତର ନେବେ ୧୦ ହଜାର ଟଙ୍କା, ଭିଡିଓ ଭାଇରାଲ୍
ଲକ୍ଷ୍ନୌ,୫।୧୧: ଉତ୍ତର ପ୍ରଦେଶର ବଦାୟୁଁ ସହରର ଏକ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଅବିବାହିତା ଯୁବତୀଙ୍କ ଗର୍ଭପାତ ପାଇଁ ୧୦ ହଜାର ଟଙ୍କା କାରବାର କରୁଥିବା ଦେଖିବାକୁ ମିଳିଛି। ଏହି ଅଭିଯୋଗ ଆସିବା…
ନିଜଠାରୁ ୫ ବର୍ଷ ସାନ ପ୍ରେମିକଙ୍କ ସହ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ୍। ସେ ଖୁବ୍ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ନିର୍ବନ୍ଧ ସରିଛି। ନିଜେ ଗୌହର ଇନ୍ଷ୍ଠା ପୃଷ୍ଠାରେ ଏ ନେଇ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଫଟୋରେ…
କରୋନା ପଜିଟିଭ୍ ସତ୍ତ୍ୱେ ପଡିଆରେ ମ୍ୟାଚ୍ ଖେଳୁଥିଲେ ଏହି ଖେଳାଳି
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଅନ୍ୟାନ୍ୟ କ୍ରିକେଟ ବୋର୍ଡ କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନର ଜଣେ ଘରୋଇ କ୍ରିକେଟର କରୋନା ଆକ୍ରାନ୍ତ ସତ୍ତ୍ୱେ ମ୍ୟାଚ ଖେଳିବା ଜାରି ରଖିଥିବା ସୂଚନା ମିଳିଛି। ପାକିସ୍ତାନର…
Archives


