ଏହି ପ୍ରସିଦ୍ଧ କିକେଟ୍ରଙ୍କ ଘରୁ ଚୋରି
ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ। ଚୋରି କାରକୁ ଖୋଜିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ପୋଲିସ…
ୟୁଟ୍ୟୁବ୍ରେ ହିଟ୍ ‘ଓ୍ବାଲର୍ଡ ଫେମସ୍ ଲଭର’
ମୁମ୍ବାଇ, ୯ା୨: ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍ଡ ଫେମସ୍ ଲଭର’ ୟୁଟ୍ୟୁବ୍ରେ ହିଟ୍ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ର ୟୁଟ୍ୟୁବ୍ରେ ରିଲିଜ ହେବାରେ ଏହାକୁ ସାଢ଼େ ୬ କୋଟିରୁ ଅଧିକ ଲୋକେ ଦେଖିସାରିଲେଣି।…
ସେଲିବ୍ରିଟିଙ୍କ ଟୁଇଟ୍ ଯାଞ୍ଚ ହେବ
ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ ରଖିଥିଲେ ଭାରତର ପ୍ରମୁଖ ଚେହେରା। ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱମାନେ କିପରି ସମାନ ମତ…
ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବ୍ୟବସ୍ଥା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ…
ଉହାନ ସି-ଫୁଡ୍ ବଜାରରୁ ବ୍ୟାପିଥିଲା କରୋନା
ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର ଭୂମିକା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟୋଜନରେ ଚାଲିଥିବା ମିଶନରେ ନ୍ୟୁୟର୍କର…
ଗ୍ଲେସିୟର ବିତ୍ପାତ ମୃତ୍ୟୁସଂଖ୍ୟା ୨୬
ଡେରାଡୁନ୍, ୯।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟରଜନିତ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚତ୍ଥିବାବେଳେ ୧୯୭ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଥିବା ଏକ ସୁଡ଼ଙ୍ଗରେ…
ମୁମ୍ବାଇ-ଗୋଆ ମ୍ୟାଚ ଡ୍ର
ବାମ୍ବୋଲିମ୍, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍ସି ଓ ଏଫ୍ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୩ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟୁଆରା…
ଚକୋଲେଟ୍ ଡେ’: ସାଥୀଙ୍କ ନିକଟରେ ଏମିତି ବ୍ୟକ୍ତ କରନ୍ତୁ ପ୍ରେମ
ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସ ହେଉଛି ଚକୋଲେଟ୍…
ରିଲ ଲାଇଫ୍ରେ ସଫଳ, ରିୟଲ ଲାଇଫ୍ରେ ବିଫଳ…
ମୁମ୍ବାଇ,୯।୨: ବଲିଉଡ ଅଭିନେତ୍ରୀ ଅମ୍ରିତା ସିଂଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ରୁକ୍ସାନା ସୁଲତାନା ଜଣେ ପଞ୍ଜାବି ମୁସଲମାନ୍ ଥିବାବେଳେ ପିତା ଶାବିନ୍ଦର ସିଂ…
ଏକ୍ସାଇଟେଡ ଡେଲିରିଅମ ହୋଇପାରେ ବି କ୍ଷତିକାରକ…
ଏକ୍ସାଇଟେଡ ଡେଲିରିଅମ ନାମକ ସମସ୍ୟ ଯୋଗୁ କେତେକଙ୍କର ସାଧାରଣ ଜୀବନ ଶୈଳୀରେ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାକୁ ଡାକ୍ତର ଏଜିଟେଟେଡ ଡେଲିରିଅମ ମଧ୍ୟ କହିଥାନ୍ତି। ଏଭଳି ସମସ୍ୟାରେ ଉତ୍ତେଜିତ ହୋଇ ସମ୍ପୃକ୍ତ ବ୍ୟକ୍ତି ହିଂସାତ୍ମକ କାର୍ଯ୍ୟକଳାପ କରିବା ସହିତ ତାଙ୍କର ଶରୀରର…
ଛାତିରୁ ଜାଣନ୍ତୁ ପୁରୁଷଙ୍କ ସ୍ବଭାବ
ପୁରୁଷଙ୍କ ଛାତି ସେମାନଙ୍କ ଶରୀରର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। କାହାର ଛାତି ଚଉଡ଼ା ହୋଇଥିବା ବେଳେ ଆଉ କାହାର ଶକ୍ତିଶାଳୀ। ସେହିପରି କାହା ଛାତିରେ କେଶ ନ ଥିବା ବେଳେ ଆଉ କାହାର କେଶ ଭର୍ତ୍ତି ହୋଇ ରହିଥାଏ।…
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ପ୍ରଥମ ଦିନରେ ଓଡ଼ିଆ
କଟକ ଅଫିସ,୮।୨: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। ୫ ତାରିଖରେ ସେକେଣ୍ଡ ଲାଙ୍ଗୁଏଜ୍ ଇଂଲିଶ, ୭ରେ…
Archives


