ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍‌ ଆଜି ଫିଲ୍ମ ଶୁଟିଂ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକଲିନ୍‌ ଫର୍ନାଡିସ ଏବଂ ନୂସରତ ଭରୁଚା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ଶୁଭ ମହୁରତ ଅଯୋଧ୍ୟାରେ ହିଁ ହେବ।

ଏନେଇ ଅକ୍ଷୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ସ୍ପେଶାଲ ଫିଲ୍ମ, ସ୍ପେଶାଲ ଆରମ୍ଭ। ଫିଲ୍ମ ‘ରାମସେତୁ’ର ଟିମ୍‌ ଶୁଭ ମହୁରତ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ। ଯାତ୍ରା ଆରମ୍ଭ ହେଲା। ଆପଣମାନଙ୍କ ସ୍ନେହ ସଦ୍ଦିଚ୍ଛା ଏବଂ ଭଲପାଇବା ଜରୁରୀ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ଶର୍ମା। ଏହା ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ହାତରେ ନାହିଁ ସମୟ…

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ...

କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର...

ସୁନ୍ଦରୀ ସ୍ତ୍ରୀଙ୍କୁ ହଟ୍‌ ପ୍ରେମିକା, ମଝିରେ ଗୋବିନ୍ଦା

ବମ୍ବେ: ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ନିର୍ମାତା କରନ ଜୋହର। ଏହାର ନାଁ ‘ମେରା ନାମ ଗୋବିନ୍ଦା’। ଫିଲ୍ମର ପ୍ରମୁଖ ଭୂମିକାରେ ନଜର ଆସିବେ ବିକ୍କି...

ଅଙ୍ଗ ପ୍ରଦର୍ଶନ କରି ଟ୍ରୋଲ୍‌ ହେଲେ ମଲାଇକା, ସନ୍ନି ଲିଓନିଙ୍କ ସହ ତୁଳନା କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ...

ଦୀପିକାଙ୍କ ଶୁଭ ଅକ୍ଷର

ଦୀପିକା ପାଦୁକୋନ୍‌ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି...

ରେଖାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ରେଖାଙ୍କ ଅଭିନୟ ଆଜି ବି ଦର୍ଶକଙ୍କୁ ମତୁଆଲା କରେ। କେବଳ ଅଭିନୟ ନୁହେଁ, ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ରେଖା...

ଦାମୀ ମାସ୍କ ପିନ୍ଧିଲେ ଦୀପିକା: ଦାମ୍‌ ଜାଣିଲେ…

ବଲିଉଡ୍‌ର ସୁପରହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଅଭିନୟ ଏବଂ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ବିମାନବନ୍ଦରର ଲୁକ୍‌ ହେଉ ଅବା...

ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ୍‌ରେ ସଲମାନଙ୍କ ବାପା କହିଥିଲେ ଏମିତି

ଅଭିନେତା ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଇଲିଜିବଲ ବ୍ୟାଚଲର। ଯାହାଙ୍କୁ ଏମିତି ପ୍ରଶ୍ନ ସର୍ବଦା ପଚରା ଯାଏ ସେ କେବେ ବିବାହ କରିବେ।...

Advertisement
Archives

Model This Week