Home

ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ କେବଳ କଠିନ ପରିଶ୍ରମ ଜରୁରୀ ହୋଇ ନ ଥାଏ। ଏଥିପାଇଁ ଭାଗ୍ୟ ମଧ୍ୟ ସାଥ୍‌…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା: ୨ ନୂଆ ମୁହଁଙ୍କୁ ସୁଯୋଗ, ଜାଡେଜା-ଶାମି ଗାଏବ

ନୂଆଦିଲ୍ଲୀ,୧୯।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୨୩ରେ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଦଳରେ ଅନେକ ନୂଆମୁଁହ ଦେଖିବାକୁ ମିଳିଛି।…

ବିବାହ ପରେ ସାମ୍ନାକୁ ଆସିଲା ସ୍ତ୍ରୀଙ୍କ ସହ ବୁମରାଙ୍କର ପ୍ରଥମ ଫଟୋ: ହାତରେ ହାତ ଛନ୍ଦି…

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ଟିଭି ଆଙ୍କର ସଞ୍ଜନା ଗଣେଶ ଗତ ୧୫ ତାରିଖରେ ବିବାହ କରିଥିଲେ। ଗୋଆର ଏକ ବ୍ୟକ୍ତିଗତ ସମାରୋହରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବୁମରାଙ୍କ ଜଣେ ବନ୍ଧୁ ଏହି ବିବାହ…

ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ନ ହେଉ

ହାତଗଣତି ଶିକ୍ଷକ ନିଆରା ତଥା ଅଭିନବ ଚିନ୍ତାଧାରା ନେଇ ଆଗେଇ ଆସିଲେ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆସିପାରେ। ଏ କ୍ଷେତ୍ରରେ ବିଶ୍ୱଜିତ ପଟ୍ଟନାୟକ ଏକ ଉଲ୍ଲେଖନୀୟ ନାମ। ଆଇଆଇଏମ୍‌ର ଗୁରୁଗମ୍ଭୀର ଶ୍ରେଣୀକକ୍ଷ ଏବଂ କର୍ପୋରେଟ ବୋର୍ଡ ରୁମ୍‌ଗୁଡ଼ିକରେ ‘ଲଗାନ୍‌’ ଭଳି ବ୍ୟବସାୟିକ…

ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବାକୁ ହେବ। ଥକି ପଡ଼ିଲେ ବି କଠିନ ପରିଶ୍ରମ…

ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି? ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ତାକୁ କଥାରେ ବର୍ଣ୍ଣନା କରାଯାଇ ନ ପାରେ। ଜଣେ ଶିଶୁ ଲାଗି ଶିକ୍ଷା ତୃତୀୟ…

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି: ପାଓ୍ବାରଙ୍କୁ ଭେଟିଲେ ଅନିଲ ଦେଶମୁଖ

ନୂଆଦିଲ୍ଲୀ,୧୯।୩: ଆଣ୍ଟିଲିଆ ମାମଲା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ହୋଇଛି। ଶରଦ ପାୱାରଙ୍କୁ ଭେଟିବା ପରେ ଅନିଲ…

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେଣୁ ଜଣେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଦୁଇଥର ଭାବିବା ଦରକାର। ନିଜ ଚେହେରାଠାରୁ…

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କର ୫୭ରନ୍‌ର ପାଳିକୁ ଅନେକ ପ୍ରଶଂସା କରିବା ସହ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ପାଲଟିବେ…

ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍‌ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚାଇନା…

୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍‌ ଚୋରି କାମ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି ତାଲିକାରେ ଏବେ ଶାମିଲ ହୋଇଯାଇଛି ଜଣେ ଅଭିନେତାଙ୍କ ନାମ। ସେ ହେଲେ ଭୋଜପୁରୀ ଅଭିନେତା…

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ ଚର୍ଚ୍ଚାରେ ରହିଛି। ସେଥିରୁ ଗୋଟିଏ ଥିଲା ମ୍ୟାଚ୍‌ ଚାଲିଥିବା ସମୟରେ ଅଧିନାୟକ ବିରାଟ କୋହଲିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?