Home

ଟୁଇଟର ଛାଡ଼ିବେ ଗୋୟଲ !

ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି ମନ୍ତ୍ରୀ। ନିକଟରେ ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ସୋସିଆଲ ମିଡିଆ ମହାଯୁଦ୍ଧ ପରେ…

ଶାଢ଼ି-ଧୋତି ପିନ୍ଧି ସ୍କେଟିଂ, ଭିଡିଓ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ ସଂସ୍କୃତିର ନିଦର୍ଶନ କରିଛନ୍ତି ଏକ ଦମ୍ପତି। ଶାଢ଼ି ଆଉ ଧୋତି ପରିଧାନ କରି ସ୍କେଟିଂ କରିଥିବା ଯୋଗୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେଉଛି। ଆମେରିକାରେ ରହୁଥିବା ଏକ…

ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍‌ ଚକା ତଳେ ପଡ଼ି ଜୀବନ ଗଲା

ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ। ସହରର ଗୋଲେଇ ନିକଟରେ ଜଣେ ବ୍ୟକ୍ତି ମଙ୍ଗଳବାର ବାଇକ୍‌ରେ…

ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା

ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ ସୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ରଣବୀର ସିଂହ,…

ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍‌

ବମ୍ବେ: ବଲିଉଡ୍‌ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ ବିଗ୍‌ ବିଙ୍କ ଖ୍ୟାତି ପୂର୍ବବତ ରହିଛି। ନିଜ ଫିଲ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ…

ବେଲପାହାଡ଼ ପୌର ପରିଷଦ କର୍ମଚାରୀଙ୍କୁ କୋଭିଡ୍‌ ଟିକା

ବେଲପାହାଡ଼,୯।୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦ କର୍ମଚାରୀଙ୍କ ପାଇଁ ମଙ୍ଗଳବାର କୋଭିଡ୍‌ ୧୯ ଟିକାକାରଣ ଆରାମ୍ଭ ହୋଇଛି । ଏଥିପାଇଁ ପୌର କାର୍ଯ୍ୟାଳୟରେ ପଞ୍ଜୀକାରଣ କକ୍ଷ, ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଓ ଟିକାକରଣ ପରବର୍ତ୍ତୀ ପାର୍ଶ୍ୱ ପ୍ରତୀକ୍ଷା ପରିଚାଳନା କକ୍ଷର…

ଯବାନଙ୍କ ପାଇଁ ଗୀତ ଗାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୨: କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ସେ ଭାରତୀୟ ଯବାନଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଏକ ଭିଡିଓ ସେ ନିଜ ଟୁଇଟର୍‌ରେ ଶେୟାର କରିଥିଲେ।…

ବିନା ନୋଟିସରେ ଭାଙ୍ଗିଲେ ଘର, ମାମଲା ପହଞ୍ଚିଲା ଥାନାରେ

ଗଞ୍ଜାମ,୯।୨(ଡି.ଏନ୍‌.ଏ.): ଗଞ୍ଜାମ ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ କନ୍ଧ ଶତପଥୀ ଓ ତାଙ୍କ ପରିବାର ରହି ଆସୁଛନ୍ତି। ବିନା ନୋଟିସରେ ମନ୍ଦିର ଜାଗା କହି ମନ୍ଦିର ମାଲିକ ମଙ୍ଗଳବାର ଶତପଥୀଙ୍କ ଘରକୁ ଜେସିବି ଦ୍ୱାରା ଭାଙ୍ଗି…

୮୭ ବର୍ଷର ରେକର୍ଡ ଭାଙ୍ଗିଲା

ଚେନ୍ନାଇ,୯।୨: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ଏହି ବିଜୟ ସହିତ ଇଂଲଣ୍ଡ ଅନେକ ରେକର୍ଡ ସୃଷ୍ଟି କରିଛି।…

ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍‌ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ ଫିଲ୍ମ ହେବ। ଏହି ଫିଲ୍ମରେ ତାପସୀ ପନ୍ନୁ, ଭୂମି ପେଡନେକର, କିର୍ତ୍ତି କୁଲହରିଙ୍କ ସମେତ…

କଟା ଘା’ରେ ଚୂନ ଲଗାଇଲେ ଏହି ଦୁଇ କ୍ରିକେଟର୍‌

ଚେନ୍ନାଇ,୯।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆକୁ ଶେଚନୀୟ ଭାବେ ପରାସ୍ତ କରିଛି ଇଂଲଣ୍ଡ। ଏହା ପରେ ଇର ପୂର୍ବତନ ଖେଳାଳିମାନେ ଟିମ ଇଣ୍ଡିଆକୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସେନ…

ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ ହମ୍‌ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତେବେ ୧୯୮୫ରେ ରାଜ କପୁରଙ୍କ ଫିଲ୍ମ ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri