Posted inଖେଳ

କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା

ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି। ଭନ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଭାରତୀୟ ଦଳ ଏକଦିବସୀୟ ସିରିଜରେ କ୍ଲିନ୍‌ସୁଇପ୍‌ କରିବ। ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର୍‌ମାନେ ଭାରତୀୟ ଦଳକୁ ସମାଲୋଚନା କରୁଥିବା ଦେଖାଯାଇଥିଲେ। ଟେଷ୍ଟ ଏବଂ ଟି-୨୦ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନ ପରେ ଏବେ ସେମାନଙ୍କ ନିଜ ଦଳକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସୂଚନାଯୋଗ୍ୟ ଯେ, ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯିବ। ଭାରତୀୟ ଦଳ ଏହା ପୂର୍ବରୁ ଟେଷ୍ଟ ସିରିଜ ଏବଂ ଟି -୨୦ ସିରିଜ ନିଜ ନାମରେ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଭାରତକୁ ହରାଇଲେ ପାକିସ୍ତାନ ଖେଳାଳିଙ୍କୁ ମିଳିବ ଏମିତି ଉପହାର: ପିସିବି କଲା ଘୋଷଣା

ଇସଲାମାବାଦ୍‌,୮।୧୦: ଖେଳ ଯାହା ହେଉନା କାହିଁକି, କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୁଅନ୍ତି ସେତେବେଳେ ଭାବପ୍ରବଣତାର ଜୁଆର ଶିଖରରେ ପହଞ୍ଚେ। ଯଦି...

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ...

ପାକିସ୍ତାନ ଟି୨୦ ଦଳକୁ ଫେରିଲେ ମଲିକ, ହାଫିଜ

କରାଚୀ,୧୭।୧(ପି.ଟି.)- ଆସନ୍ତା ୨୪ ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଗୁରୁବାର ୧୫ ଜଣିଆ ପାକିସ୍ତାନ ଦଳ...

ଆବୁଧାବି ଟି୧୦ ଲିଗ୍‌ରେ ଖେଳିବେ ଗେଲ୍‌, ଆଫ୍ରିଦୀ, ବ୍ରାଭୋ

ଆବୁଧାବି, ୨୧ା୧୨- ଆସନ୍ତା ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଆବୁଧାବୀ ଟି୧୦ ଲିଗ୍‌ର ୪ର୍ଥ ସଂସ୍କରଣ। ଏଥିରେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଚେସ୍‌: ଭାରତ- ୟୁରୋପ୍‌ ମ୍ୟାଚ୍‌ ଡ୍ର

ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍‌ଲାଇନ ନେଶନ୍ସ କପ୍‌ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍‌ରେ ୟୁରୋପକୁ...

ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ...

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି

ମେଲବୋର୍ନ, ୨୪।୧୨(ପି.ଟି.)- ପ୍ରଥମ ଟେଷ୍ଟର ଲଜ୍ଜାଜନକ ପ୍ରଦର୍ଶନକୁ ପଛରେ ପକାଇ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ...

Advertisement
Archives

Model This Week