Home

ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର: ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କଲା ଭାରତ

ଜେନେଭା,୬।୧: ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ଏନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କରାଯାଇଛି। ଏହା ବିରୋଧରେ ବିଶ୍ୱସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି…

ଆକାଶରେ ନଜର ଆସିଲା ନୀଳ ରଙ୍ଗର ୟୁଏଫ୍‌ଓ ! ଏଲିୟନ ଆସିଥିବା ଭାବି କ୍ୟାମେରାରେ କଏଦ କଲେ ଲୋକେ

ୱାଶିଂଟନ: ମହାକାଶରେ ଜୀବନ ତଥା ଏଲିୟନଙ୍କ ସତ୍ତାକୁ ନେଇ ଗବେଷଣା କରାଯାଉଛି। ଅନେକ ସମୟରେ ଏଲିୟନମାନେ ପୃଥିବୀକୁ ଆସୁଥିବାର ଚର୍ଚ୍ଚା ହୁଏ। ଏହା କେତେ ସତ କେତେ ମିଥ୍ୟା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାରମ୍ବାର ୟୁଏଫ୍‌ଓକୁ ଦେଖିବାକୁ ନେଇ…

ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍‌ ହେପାଜତରେ ୪ ସନ୍ଦିଗ୍ଧ

ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍‌ ହେପାଜତରେ ରଖାଯାଇଛି। ସେମାନଙ୍କୁ ପଚରା ଉଚରା ଜାରି ରହିଛି। ଗୋରଖପୁର, ଖଲିଲାବାଦ୍‌,ଅଲିଗଡ଼ ସମେତ ୫ ଜିଲାରେ ଚଢ଼ାଉ…

ଲଦାଖରୁ ଫେରି ଅମିତାଭ ଶେୟାର କଲେ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜିକାଲି ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ଲଦାଖ ଟ୍ରିପ୍‌ରୁ ଫେରିଛନ୍ତି। ଏହା ଖୁବ୍‌ କମ୍‌ଦିନର ଯାତ୍ରା ଥିଲା। ଏହି…

ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ବାଧା ଦେଲା ଚାଇନା

ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍କୁ‌ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍‌ କରିବାକୁ ଯାଉଥିବା…

୫ ବର୍ଷ ପୂର୍ବେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍‌ହାରୀ ପାଖି, ଡ୍ରିମ୍‌ ଗର୍ଲ’ ଭଳି ଅନେକ ଧାରାବାହିକରେ କାମ କରିଥିବା ଆର଼୍ୟା ଏବେ ‘କୁଣ୍ଡଲି ଭାଗ୍ୟ’ରେ ନଜର ଆସୁଛନ୍ତି। ନିଜର ପ୍ରିତା ଚରିତ୍ରକୁ…

କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ନବଜାତକର ନାଭି: ଜାଣନ୍ତୁ କିପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବା ପରଠାରୁ ଅନେକ ଦେଶ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ଅନେକ ଦେଶ ଟିକା ବାହାର କରି ଲୋକଙ୍କ ଉପରେ ପ୍ରୟୋଗ ମଧ୍ୟ କରିସାରିଲାଣି। ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନବଜାତକର ଗର୍ଭନାଳରେ…

ଲଭ୍‌ ଜିହାଦ୍‌ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୧: ଲଭ୍‌ ଜିହାଦ୍‌ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିବା ସହିତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହାର…

ଏକଦା ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଡ୍ରେସିଂ ରୁମ୍‌ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..

ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ କପିଲ ଦେବଙ୍କ ଆଜି ହେଉଛି ୬୨ତମ ଜନ୍ମଦିନ। ଏହି ଅବସରରେ ଇଣ୍ଡିଆନ୍‌ ଟିମ୍‌କୁ ବିଶ୍ୱକପ୍‌ ଜିତାଇଥିବା ଏହି ପ୍ରଥମ ଅଧିନାୟକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ କପିଲ ଅନୁଶାସନକୁ ବ୍ରତ କରିଥିଲେ।…

ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା ଅଫିସ, ୬।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ ଗ୍ୟାସ ଲିକ୍‌ ହେବା ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କର ପରିଚୟ…

ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି ଗାଙ୍ଗୁଲି

କୋଲକାତା,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି। ବୁଧବାର ପରିବର୍ତ୍ତେ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ସେ ବର୍ତ୍ତମାନ କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସାମାନ୍ୟ ହୃଦ୍‌ଘାତରେ ପୀଡିତ…

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌ ଏବଂ ତାଙ୍କ ସ୍ବାମୀ କାନେ ଓ୍ବେଷ୍ଟଙ୍କ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ। ଏହି ଦମ୍ପତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri