ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଭାରତର ଲକ୍ଷ୍ୟ: ମୋଦି
ନୂଆଦିଲ୍ଲୀ,୨୨।୨: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ନେଇ ଭାରତ ନିରନ୍ତର ଉଦ୍ୟମ ଜାରି ରଖିଛି। ପୃଥିବୀରେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଭାରତ ଆଗରେ ରହିଛି। ତେବେ ଏବେ ଦେଶ ସ୍ବଦେଶୀ ଜ୍ଞାନକୌଶଳର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଥିବା…
ବଲିଉଡ୍ରେ ଫ୍ଲପ୍ ହେଲେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର
ବଲିଉଡ୍ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର। ବାଂଲାଦେଶୀ ଫିଲ୍ମର ଜଣେ ମହାନା ହିରୋ ଭାବେ ତାଙ୍କୁ ଗଣନା କରାଯାଏ।…
ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଫୋଏଲ୍
ଆଜିକାଲି ଖାଦ୍ୟପଦାର୍ଥକୁ ପ୍ୟାକ୍ କରିବା ପାଇଁ ଆଲୁମିନିୟମ ଫୋଏଲ୍ ବ୍ୟବହାର କରାଯାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ। ଏହି ଆଲୁମିନିୟମ ଫୋଏଲ୍ରେ ମେଟାଲ ତତ୍ତ୍ୱ ରହିଛି। ପ୍ୟାକ୍ ପରେ…
ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି
ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍ ବଜେଟ୍ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ପାଣି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ସୂଚନା ଦେଇଛନ୍ତି।…
ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ
କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ…
ନାରାୟଣସ୍ବାମୀ ସରକାରଙ୍କ ପତନ
ପୁଡୁଚେରୀ,୨୨।୨: ସଙ୍କଟରେ ପଡ଼ିଥିବା ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ସରକାରଙ୍କର ପତନ ଘଟିଛି। ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ନାରାୟଣସ୍ବାମୀଙ୍କ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରି ପାରି ନାହାନ୍ତି। ସରକାରଙ୍କ ପାଖରେ ୯ କଂଗ୍ରେସ ବିଧାୟକଙ୍କ ସମେତ ୨…
ନଦୀ ନ ଥିବା ଦେଶ
ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା ଝରଣାଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ସାଉଦି ଆରବ।…
ମିଳିଲାନି ସିଗନାଲ୍: ଦୋଳିରେ ଚଢ଼ି ଫୋନ୍ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୋପାଳ,୨୨।୨: ମଧ୍ୟପ୍ରଦେଶରେ କେତେକ ଅଞ୍ଚଳରେ ମୋବାଇଲ୍ ସିଗନାଲ୍ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ବ୍ରଜେନ୍ଦ୍ର ସିଂ ଅଶୋକ ନଗର ଜିଲା ଗସ୍ତ ସମୟରେ ଏକ ଜରୁରୀ ଫୋନ୍ କରିବାକୁ ଚାହିଁଥିଲେ। ମାତ୍ର ସିଗନାଲ୍ ନ…
ଫାଇଲେରିଆ: କିଛି କଥା
ଫାଇଲେରିଆ ସବୁ ରୋଗ ତୁଳନାରେ ଯନ୍ତ୍ରଣାଦାୟକ, ବିକୃତ ଓ ଦୁର୍ବଳ କରୁଥିବା ରୋଗ। ଏହା ବିଶ୍ୱର ଦ୍ୱିତୀୟ ରୋଗ, ଯାହା ରୋଗୀକୁ ଅସାମର୍ଥ୍ୟ କରିଦିଏ। ପୃଥିବୀର ୮୩ଟି ଦେଶରେ ୧୨୦ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି। ଦକ୍ଷିଣ ପୂର୍ବ ଏସିଆର ଏହା…
ବିଗ୍ବସ୍ ସିଜନ୍ ୧୪: ବାଜି ମାରିଲେ ରୁବିନା
ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍ରେ ପ୍ରସାରିତ ବିଗ୍ବସ୍ ସିଜନ୍ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍ ରୁବିନା ଦିଲୈକ୍। ‘ଅବ୍ ସିନ୍ ପଲ୍ଟେଗା’ ନାମରେ ପରିଚିତ ଏହି ରିୟଲିଟି ଟିଭି ସିରିଜ୍ରେ ସମସ୍ତ…
ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲେ ଗଣଶିକ୍ଷା ଅତିରିକ୍ତ ସଚିବ
ଭୁବନେଶ୍ୱର,୨୨।୨(ବ୍ୟୁରୋ): କରୋନା ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏହା ପୁଣି କେତେକ ରାଜ୍ୟରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ୍ ଗାଇଡ୍ଲାଇନ ପାଳନ ପାଇଁ ଡିଇଓଙ୍କୁ ଚିଠି ଲେଖିଛନ୍ତି…
ଆଜି ରାଜ୍ୟରୁ ୬୯ ପଜିଟିଭ୍ ଚିହ୍ନଟ, ୩୩୬୭୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୬୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୧ ଜଣ ଚିହ୍ନଟ…
Archives


