Home

ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ

ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ ଭାଜପା ମୁହାଁମୁହିଁି ହୋଇଥିଲେ। ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର ନେତୃବୃନ୍ଦ…

ପୁରୀରେ ପହଞ୍ଚିଲା କୋଭିଡ୍‌ ଟିକା

ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍‌ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍‌ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ। ୧୦,୭୭୯…

୧୮ ବର୍ଷରେ ଏଡ୍‌ସ ନେଲାଣିି ୨୧୫ ଜୀବନ

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲା ଏଡ୍‌ସ ନିୟନ୍ତ୍ରଣ କମିଟି ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ରେ ଏଡ୍‌ସ ପରୀକ୍ଷା ବ୍ୟବସ୍ଥା ରହିଛି। ଚିହ୍ନଟ ରୋଗୀଙ୍କ…

ପାଖଣ୍ଡିଙ୍କୁ ହଜାରେ ବର୍ଷ ଜେଲ

ଅଙ୍କାରା, ୧୩ା୧: ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦନାନ୍‌ ଅକ୍‌ତାରଙ୍କୁ ୧,୦୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ତୁର୍କୀର ଏକ କୋର୍ଟ। ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ…

ଫଟୋଗ୍ରାଫର୍ସ ଆସୋସିଏଶନ ବାର୍ଷିକ ଅଧିବେଶନ

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଫଟୋଗ୍ରାଫର୍ସ ଆସୋସିଏଶନ(କେପିଏ)ର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାରେ ସଂଘର ଆଗାମୀ କାର୍ଯ୍ୟକ୍ରମ, ସଂଘ ସହ ଜଡ଼ିତ ଥିବା ସମସ୍ତ ଫଟୋଗ୍ରାଫର୍ସଙ୍କ ଉନ୍ନତି ଉପରେ ଆଲୋଚନା…

ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ତେବେ ସଂଶୋଧନ ୨୫କୁ ଅସ୍ତ୍ର କରି ଟ୍ରମ୍ପ୍‌ଙ୍କୁ…

କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ ଟିକା ସମସ୍ତ ଜିଲାରେ ପହଞ୍ଚିବା ଲାଗି ଯୋଜନା ରହିଛି। ଖୋର୍ଦ୍ଧା ଜିଲାରେ ଟିକାକରଣ ଲାଗି…

ରାୟକୁ ସ୍ବାଗତ, ହଟିବୁ ନାହିଁ

ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।…

୨୫୧ ଟଙ୍କିଆ ଫୋନ୍‌ କମ୍ପାନୀ ମାଲିକ ଗିରଫ

ନୋଏଡା, ୧୩ା୧: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟଫୋନ୍‌ ବିକ୍ରି କରିବାକୁ କହି ଚର୍ଚ୍ଚାକୁ ଆସିଥିବା ମୋହିତ ଗୋଏଲଙ୍କୁ ପୋଲିସ ରବିବାର ଗିରଫ କରିଛି। ତାଙ୍କ ନାମରେ ୨ ଶହ କୋଟି ଟଙ୍କାର ଡ୍ରାଏ ଫ୍ରୁଟ୍‌ ଜାଲିଆତି ଅଭିଯୋଗ ରହିଛି। ସ୍ତ୍ରୀଙ୍କ ସହ…

ଭୁବନେଶ୍ୱର ଏମ୍ସକୁ ପ୍ରଥମ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) କେବଳ ଦେଶର ସର୍ବୋତ୍ତମ ଚିକିତ୍ସା ପ୍ରତିଷ୍ଠାନ ନୁହେଁ, ସ୍ବଚ୍ଛତା ଓ ରୋଗୀ ପାଇଁ ନିରାପଦ ପରିବେଶ ଯୋଗାଇବାରେ ମଧ୍ୟ ନିଜକୁ ପ୍ରମାଣିତ କରିପାରିଛି। ଏମ୍ସକୁ ସ୍ବଚ୍ଛତା ପାଇଁ…

କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ

ନୂଆଦିଲ୍ଲୀ,୧୩ା୧(ଆଇଏଏନ୍‌ଏସ୍‌): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆନ୍ଦୋଳନରତ କୃଷକମାନଙ୍କ ପାଖକୁ ଯାଇନାହାନ୍ତି ବୋଲି ଓକିଲ ଏମ୍‌.ଏଲ୍‌. ଶର୍ମା ଖଣ୍ଡପୀଠଙ୍କୁ…

ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍‌.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ କେଉଁଠି ନକଲି ତେଲ କାରଖାନା ଠାବ କରାଯାଉଛି। ରାଜ୍ୟବାସୀ ଏବେ ଖାଦ୍ୟ ନାଁରେ ଜହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri