Home

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅଧିନାୟକତ୍ୱ ଭଲ ନ ଥିଲା ଏବଂ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଯୁକ୍ତିତର୍କ…

ଏଲ୍‌ଏସିରୁ ପଛଘୁଞ୍ଚା ଦେଲେ ୧୦ ହଜାର ଚାଇନା ସୈନ୍ୟ

ଲେହ,୧୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏଠାର ପ୍ରବଳ ଥଣ୍ଡା ସହି ନ ପାରି ଚାଇନା ସୈନ୍ୟ ପଛଘୁଞ୍ଚାମାନେ ପଛଘୁଞ୍ଚା ଦେଇଛନ୍ତି। ୧୦ ହଜାର ଚାଇନା ସୈନ୍ୟ ଏଲ୍‌ଏସିଠାରୁ ୨୦୦ କିଲୋମିଟର…

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ ଚାରିପଟେ ଘୂରିବା ସମୟରେ ଏଭଳି ଅନିୟମିତତା ସୃଷ୍ଟି ହେଉଛି। ତେବେ ଏଭଳି କେଉଁ କାରଣରୁ…

ଗୋଟିଏ ଗୋଡ଼ରେ ୨୮୦୦ କିମି ଯାତ୍ରାକରି ରେକର୍ଡ

ଭୋପାଳ, ୧୨।୧: ମଧ୍ୟପ୍ରଦେଶର ପାରା ସାଇକେଲ ଚାଳକ ତାନ୍ୟା ଡାଗା ଇତିହାସ ସୃଷ୍ଟି କରିଛନ୍ତି। ସେ ୪୨ ଦିନରେ ସାଇକେଲ ଯୋଗେ ୨୮୦୦ କିମି ଯାତ୍ରା କରିଛନ୍ତି। ଏହି ୪୨ ଦିନରେ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ…

ଭାରତୀୟ ଦଳକୁ କ୍ଷମା ମାଗିଲେ ଏହି ଖେଳାଳି

ସିଡ୍‌ନୀ, ୧୨।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ଉପରେ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ନିକଟରେ କ୍ଷମା ମାଗିଛନ୍ତି। ଓ୍ବାର୍ଣ୍ଣର କହିଛନ୍ତି, ତୃତୀୟ ଟେଷ୍ଟ ସମୟରେ ଯାହା ଘଟିଥିଲା ଏବଂ…

ମୋଦି ସରକାରଙ୍କୁ ବଡ଼ ଝଟ୍‌କା: କୃଷି ଆଇନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଏହା ସହିତ ଏନେଇ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ଭାରତୀୟ…

ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ,୧୨।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ କହିଛନ୍ତି ଯେ, କେବଳ ପୂର୍ବ ଲଦାଖ ନୁହେଁ ସମ୍ପୂର୍ଣ୍ଣ ଏଲ୍‌ଏସିରେ ଯେ କୌଣସି ସ୍ଥିିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ…

ବେଷ୍ଟଫ୍ରେଣ୍ଡ୍‌ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ

ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ, କୋହଲିଙ୍କ ସ୍ତ୍ରୀ…

୭ ବର୍ଷ ପରେ ପ୍ରଥମ ଉଇକେଟ୍‌ ନେଇ କାନ୍ଦିଲେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ,୧୨।୧: ଭାରତୀୟ ବୋଲର ଏସ ଶ୍ରୀସନ୍ଥ ୭ ବର୍ଷ ପରେ କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ କେରଳ ପକ୍ଷରୁ ଖେଳୁଛନ୍ତି। କେରଳ ଦଳର ପେସ୍‌ ଆକ୍ରମଣର ନେତୃତ୍ୱ ନେଇଥିବା ଶ୍ରୀସନ୍ଥ ପୁଡୁଚେରୀ ବିପକ୍ଷରେ ଚାରି ଓଭରରେ…

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକାକରଣ ସତ୍ତ୍ୱେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାଲାଗି ସମୟ ଲାଗିବ। ହର୍ଡ ଇମ୍ୟୁନିଟି…

ଶାହରୁଖଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଯୁବକ

୨୦୦୭ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ନିଜେ କହିଥିଲେ, ‘ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତୁମକୁ ଏକାଠି କରିବା ପାଇଁ କେହି ରୋଗିପାରିବେ ନାହିଁ’। ଶାହରୁଖ ଫିଲ୍ମରେ ଏକଥା କହିଥିଲେ। କିନ୍ତୁ ତାଙ୍କ…

୧୨ ଘଣ୍ଟା ଚପଲ ପିନ୍ଧିଲେ କମ୍ପାନୀ ଦେବ ୪ ଲକ୍ଷ ଟଙ୍କା

ମହାମାରୀ କରୋନା ଯୋଗୁ ବେରୋଜଗାର ବୃଦ୍ଧି ପାଇଛି। ଅନେକ ଲୋକ ନିଜର ଚାକିରି ହରାଇଛନ୍ତି। ମାତ୍ର ଏବେ ଘରେ ବସିରହି ଲକ୍ଷ ଲକ୍ଷ ଟଙ୍କା ଆୟ କରିବାର ଅଫର ଆସିଛି। ଏଥିପାଇଁ ବେଶୀ କିଛି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri