Home

ଜୀବନରେ ପ୍ରଥମ ଥର ପାଇଁ ନେଲେ ଏଭଳି ପଦକ୍ଷେପ, ସ୍ତ୍ରୀ ଅନୁଷ୍କାଙ୍କୁ କହିଲେ ‘ଥ୍ୟାଙ୍କ ୟୁ’

ନୂଆଦିଲ୍ଲୀ,୪।୪: ଓ୍ବାଲର୍‌ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛି କୋହଲିଙ୍କ ଫାଉଣ୍ଡେଶନ। ଭିଭାଲଡିସର ମିଳିତ ଆନୁକୂଲ୍ୟରେ ତାଙ୍କ ଫାଉଣ୍ଡେଶନ କାମ କରିବ।…

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ!

ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର ବିମର୍ଷ ଏବଂ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ…

ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀଙ୍କୁ କରୋନା, ମୁଖ୍ୟ କାର୍ଯ୍ୟାଳୟ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜଧାନୀସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟ ରବିବାର ସିଲ୍‌ ହୋଇଛି। ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ୪୮ ଘଣ୍ଟା ଅର୍ଥାତ୍‌ ୨ ଦିନ…

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ବର୍ଡର ସିଲ୍‌

ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍‌ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ବର୍ଡରକୁ ସିଲ୍‌ କରାଯିବା ସହିତ ଦୁଇ…

କାର୍‌ କିଣିନାହାନ୍ତି, କିନ୍ତୁ ଭିଆଇପି ନମ୍ବର ପ୍ଲେଟ୍‌ ପାଇଁ ଏହି ବ୍ୟକ୍ତି ଖର୍ଚ୍ଚ କଲେଣି ଲକ୍ଷାଧିକ ଟଙ୍କା

ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗାଡ଼ି କିଣିବାରେ ଭାରି ସଉକ। ଖାଲି ଗାଡ଼ି କିଣିବା ନୁହେଁ, ମନପସନ୍ଦର ନମ୍ବର ପ୍ଲେଟ୍‌ ଲଗାଇବା ମଧ୍ୟ ଏମାନଙ୍କର ସଉକ। ଏଥିପାଇଁ ଜଣେ ଲୋକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାବେଳକେ ୬…

ବଦଳୁଛି ମଶାଣି ରୂପ

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ତେବେ ଜନ୍ମର ଅନ୍ତୁଡ଼ି ନିଆଁଠାରୁ ମଶାଣିର ଜୁଇକୁ ଯିବା ସମୟର ବ୍ୟବଧାନ ମଧ୍ୟରେ ସମସ୍ତଙ୍କୁ ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରିବାକୁ ପଡ଼ିଥାଏ । ଯେମିତି କି କୁହାଯାଏ ଏଜୀବନଟା ଏକ…

ବଢୁଛି ଶହୀଦ୍‌ ଯବାନଙ୍କ ସଂଖ୍ୟା: ୨୨ ମୃତଦେହ ଉଦ୍ଧାର, ଏବେ ବି କେତେକ ନିଖୋଜ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ଶହୀଦ୍‌ ହୋଇଥିବା ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଏବେ ବି କେତେକ ଯବାନ ନିଖୋଜ ଥିବା ଜଣାପଡ଼ିଛି। ମାଓବାଦୀମାନେ ଦେଶୀ ରକେଟ…

୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାପି ତାଙ୍କୁ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟେକ୍ତ…

ମିନି ଲକ୍‌ଡାଉନ୍‌ ଜରୁରୀ: ଏମ୍ସ୍‌ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୁଣି ଲକ୍‌ଡାଉନ୍‌ ଘୋଷଣା ହେଲେ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବ। ମାତ୍ର କରୋନା ସଂକ୍ରମଣକୁ ଯଦି…

ପାଣି ପାଇଁ ଲଢ଼େଇ: ମହିଳାଙ୍କୁ ଗରାରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଭୋପାଳ,୪।୪: ଜଳ ହିଁ ଜୀବନ। ଅମ୍ଳଜାନ ପରି ପାଣି ମଣିଷର ନିହାତି ଆବଶ୍ୟକ। ନଚେତ ବଞ୍ଚିବା ସମ୍ଭବ ହେବନାହିଁ। ଏବେ ଏହି ପାଣି ଲୋକଙ୍କ ମଧ୍ୟରେ ଲଢ଼େଇର କାରଣ ପାଲଟିଛି। ମଧ୍ୟପ୍ରଦେଶର ପାନ୍ନାରେ ପାଣିକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ପ୍ରବଳ…

ନିର୍ବାଚନ ଲଢ଼ିବାକୁ ମନା କଲେ କିନ୍ନର: ଆଣିଲେ ନିର୍ଯାତନା ଅଭିଯୋଗ

ଥିରୁଭାନନ୍ତପୁରମ୍‌,୪।୪: କେରଳ ବିଧାନସଭା ନିର୍ବାଚନ ପାଇଁ କୋଲ୍ଲମ୍‌ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୮ ବୟସ୍କା କିନ୍ନର ଅନନ୍ୟା କୁମାରୀ ଏଲେକ୍ସ୍‌ ତାଙ୍କ ଦଳ ଡେମୋକ୍ରାର୍ଟିକ୍‌ ସୋସିଆଲ୍‌ ଜଷ୍ଟିସ୍‌ ପାର୍ଟି ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ…

ତିହାର ଜେଲରେ କ୍ଷମତାଠାରୁ ୨ ଗୁଣା ଅଧିକ କଏଦୀ: କରୋନା କାଳରେ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଜେଲର କ୍ଷମତା ୧୦ ହଜାର ୨୬ ଥିବାବେଳେ ଏଠାରେ ୨୦ ହଜାର ୪୧ ଜଣ କଏଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?