ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ପଦ୍ମପୁର,୯।୧୨(ଡି.ଏନ୍.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ ବରଗଡ଼…
ନୂଆଗାଁ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ
ଦଶପଲ୍ଲା,୯ା୧୨(ଡି.ଏନ.ଏ.): ନୂଆଗାଁ ଗ୍ରାମପଞ୍ଚାୟତ ଦଶପଲ୍ଲା ବ୍ଲକର ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ୫ ହଜାରରୁ ଊଦ୍ଧର୍ବ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଗତ କିଛିବର୍ଷ ହେବ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୭ରେ ଜନସ୍ବାସ୍ଥ୍ୟ ବିଭାଗ…
ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ
ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡୁବୁରୀସ୍ଥିତ ମେଡିକା ଚିକିତ୍ସାଳୟଠାରେ…
ପୃଥିବୀରେ ଲୁଚି ବସିଛନ୍ତିି ଏଲିଅନ୍,ମଙ୍ଗଳରେ ଗୁପ୍ତ ଅଡ୍ଡା: ଟ୍ରମ୍ପ୍ଙ୍କୁ ବି ଜଣା ବୋଲି କହିଲେ ଇସ୍ରାଏଲ୍ ମହାକାଶ ବିଜ୍ଞାନୀ
ଜେରୁଜେଲମ୍,୯।୧୨: ପୃଥିବୀରେ ଏଲିଅନ୍ ଲୁଛି ବସିଛନ୍ତିି। ସେମାନେ ମଙ୍ଗଳଗ୍ରହରେ ଗୁପ୍ତ ଅଡ୍ଡା ନିର୍ମାଣ କରିଛନ୍ତି। ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ମଧ୍ୟ ଜଣା ଅଛି। ଏସମ୍ପର୍କରେ ଇସ୍ରାଏଲ୍ ମହାକାଶ ଗବେଷଣା କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ ତଥା ମହାକାଶ ବିଜ୍ଞାନୀ ୮୭…
ଏମାନେ ହେଉଛନ୍ତି ବଲିଉଡ୍ର ସବୁଠୁ ପ୍ରଭାବଶାଳୀ କଳାକାର
ଫୋର୍ବସ ଏସିଆ ପେସିଫିକ୍ ୧୦୦ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରିଛି। ଏହି ତାଲିକାରେ ରାଜନେତା, ଗାୟକ, ବ୍ୟବସାୟୀ ଏବଂ ଫିଲ୍ମ କଳାକାର ଅନ୍ତର୍ଭୁକ୍ତ। ତେବେ ବଲିଉଡ୍ର ଅନେକ କଳାକାର ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅଧିକାଂଶ ଲୋକ…
କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର
ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏହା ସହିତ ଏହି ଆନ୍ଦୋଳନରେ ଭାଗ ନେଉଥିବା ମନଦୀପ…
ଟ୍ରମ୍ପ୍ଙ୍କୁ ଝଟ୍କା: ବାଇଡ଼େନଙ୍କ ବିରୋଧରେ ଦାଖଲ ମାମଲା ସୁପ୍ରିମ୍କୋର୍ଟରେ ଖାରଜ
ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଡୋନାଲ୍ଡ୍ ଟ୍ରମ୍ପ୍ ମନା କରି ଆସୁଛନ୍ତି। ଏହି ମର୍ମରେ ପେନସିଲଭାନିଆରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ବିଜୟରେ ଦୁର୍ନୀତି ହୋଇଥିବା ଦର୍ଶାଇ ଟ୍ରମ୍ପ୍ଙ୍କ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଏକ ମାମଲା ଦାଖଲ…
ରାତିରେ କଲେ ଶୁଟିଂ, ସକାଳୁ ହୋଟେଲ୍ରୁ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ
ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ଅନେକ ଶ୍ରେଷ୍ଠ କଳାକାର ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ପରଲୋକ ଗମନ କରିଛନ୍ତି। ସେହିପରି ସାଉଥ୍ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତି ଲାଭ କରିଥିବା ଭି.ଜେ ଚିତ୍ରାଙ୍କ ମୃତଦେହ ବୁଧବାର ସକାଳୁ…
ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ
ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ ଜିଣିଛନ୍ତି। ଦୀପିକାଙ୍କ ଏହି ହସ ଏବେ ଐତିହ୍ୟରେ ପରିଣତ ହୋଇଛି। ଏଥେନ୍ସ ବିମାନବନ୍ଦରରେ ଦୀପିକାଙ୍କର…
କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି
ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ ୬୪ ବିଦେଶୀ ପ୍ରତିନିଧି ବୁଧବାର ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ପ୍ରତିନିଧିମାନେ ବାୟୋଟେକ୍ ଏବଂ…
କୁତବ ମିନାର ମସଜିଦ୍ ବିରୋଧରେ କୋର୍ଟରେ ମାମଲା
ନୂଆଦିଲ୍ଲୀ,୯।୧୨: କୁତବ ମିନାର ମସଜିଦ୍ ବିରୋଧରେ ଦିଲ୍ଲୀର ସାକେତ କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। କୁତବ ବିନାର ପରିସରରେ ୧୧୯୨ରେ ନିର୍ମିତ ହୋଇଥିବା କୁବତ୍-ଉଲ୍-ଇସଲାମ ମସଜିଦ୍ ବିରୋଧରେ ଦାଖଲ ହୋଇଥିବା ମାମଲାରେ ଉଲ୍ଲେଖ କରାଯାଇଛି ଯେ, ୨୭ ହିନ୍ଦୁ ଏବଂ…
ଟିକନରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍ ୫ଟା ସମୟରେ ସମୟରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ଟିକନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା।…
Archives


