Home

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ ମଧ୍ୟରେ ଏକ ବାଥ ଟବରେ ପାଣି ଭର୍ତ୍ତି ହୋଇ ରହିଛି। ଏହି ସମୟରେ ଏକ…

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ବୁଧବାର କୃଷକ ସଙ୍ଗଠନଗୁଡ଼ିକ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଏହାସହ…

ଓ୍ବାର୍କଆଉଟ୍‌ ପରେ ଫଟୋ ଶେୟାର କଲେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ : ୟୁଜର୍ସ କହିଲେ ଏମିତି…

ମୁମ୍ବାଇ,୯।୧୨-ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। କେତେବେଳେ ଟ୍ରାକ୍ଟରେ ବସି ବିଲରେ ଚାଷ କରୁଥିବା ନଜର ଆସିଛନ୍ତି ତ ଆଉ କେତେବେଳେ…

୭୫ ବର୍ଷରେ ପାଦ ଥାପିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୯।୧୨-ବଲିଉଡର ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବୁଧବାର ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବହୁ ବଲିଉଡ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଶତ୍ରୁଘ୍ନଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୯।୧୨-ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ବୁଧବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ। ଏହି ଖବର ପ୍ରସାରିତ ହେବା ପରେ ପଶ୍ଚିମବଙ୍ଗ…

ଗୁଡ଼ି ଉଡ଼ାଉଥିଲେ ଏହି ନାବାଳକ, ୩୦ ଫୁଟ ଉଚ୍ଚରୁ ଖସି ପଡ଼ିଲେ; ଆଉ ତା’ ପରେ…

ଇଣ୍ଡୋନେସିଆରେ ଜଣେ ନାବାଳକ ଗୁଡ଼ି ସାହାଯ୍ୟରେ ଆକାଶରେ ଉଡୁଥିବା ସମୟରେ ୩୦ ଫୁଟ ଉଚ୍ଚରୁ ଖସିପଡ଼ି ଆହତ ହୋଇଛି। ୧୨ ବର୍ଷର ଏହି ନାବାଳକ ‘ଡ୍ରାଗନ କାଇଟ୍‌’ ଉଡ଼ାଉଥିଲେ। ଯାହାକି ତାଙ୍କଠାରୁ ତିନି ଗୁଣ ବଡ଼ ଥିଲା। ପବନରେ ଏହି ଗୁଡ଼ିଟି…

ଏହି ତେଲ ଲଗାଇଲେ ବୟସର ଛାପ ପଡ଼େନି

ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି ନ ଥାଏ। ଜାଣନ୍ତୁ ଏହାର ବ୍ୟବହାର ସମ୍ପର୍କରେ… ନଡ଼ିଆ ତେଲକୁ ସୌନ୍ଦର୍ଯ୍ୟର ତେଲ କୁହାଯାଏ।…

କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ. ମାଇକେଲ ରେୟାନ କହିଛନ୍ତ, ଲୋକମାନେ ପରସ୍ପର ଠାରୁ ଦୂରତା ରକ୍ଷା କରିବା ସହ ଆଲିଙ୍ଗନ…

ସୁନ୍ଦରୀର ଯତ୍ନ ନେବାକୁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସୁନ୍ଦରୀର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ…

ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ

ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ, ଶେଷରେ ସ୍ବାମୀ ଜଣକ କ୍ରୋଧିତ ହୋଇ ସ୍ତ୍ରୀଙ୍କୁ ହତ୍ୟା କରି ଶେଷରେ ତାଙ୍କ ଆଖି…

ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇ ପାରିବ…

ଜାଣନ୍ତି ପ୍ରଥମଥର ଶାଶୁଙ୍କୁ ଦେଖି କାହିଁକି ଭୟରେ ଥରିଥିଲେ ସୋନିଆ

ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ରାଜନୀତିର ସବୁଠାରୁ ସଫଳ ବୋହୂ। ଆଜି ମଧ୍ୟ କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରେ ସେତେବେଳେ ଦଳୀୟ କର୍ମୀମାନେ କେବଳ ସୋନିଆଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri