Home

ଏମିତି ରାସ୍ତା, ନିର୍ମାଣ ସମୟରେ ଯାଇଥିଲା ୧୦ ଲକ୍ଷ ଲୋକଙ୍କ ଜୀବନ

ସମଗ୍ର ବିଶ୍ୱରେ ଅନେକ ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତା କୌଣସି ନା କୌଣସି କାରଣ ପାଇଁ ସ୍ବତନ୍ତ୍ର। କେଉଁ ରାସ୍ତା ସବୁଠୁ ଲମ୍ବା ପାଇଁ ଜଣାଶୁଣା ତ ଆଉ କେଉଁଟା ଛୋଟ ପାଇଁ। ସାଧାରଣତଃ ରାସ୍ତା ନିର୍ମାଣ ସମୟରେ ଗୋଡ଼ି, ବାଲି,…

ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ସେଥିରୁ ଜଣେ ହେଲେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ। ବ୍ରିଟେନ୍‌ରେ…

ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଡେରାଡୁନ୍‌,୧୩।୩: ଦିଲ୍ଲୀ-ଡେରାଡୁନ୍‌ ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋର ଅଞ୍ଚଳରେ ହଠାତ୍‌ ଏକ୍ସପ୍ରେସ୍‌ର ସି-୪ ବଗିରେ ନିଆଁ ଲାଗି ଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର…

ଅଙ୍ଗରକ୍ଷୀଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ହେଉ କି ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେଲିବ୍ରିଟି ହେବା ବଡ଼ କଥା। ପ୍ରତ୍ୟେକ ଜିନିଷର ଦାମ୍‌ ଜଣେ ଷ୍ଟାରଙ୍କୁ ହିଁ ନିର୍ଣ୍ଣୟ କରିବାକୁ ପଡ଼ିଥାଏ। ସାଧାରଣତଃ ସେଲିବ୍ରିଟିମାନଙ୍କର ଲକ୍ଷାଧିକ ପ୍ରଶଂସକ। ଏହି କାରଣରୁ ବାହାରକୁ ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ।…

ଥାନାରୁ ୧୪୦୦ ପେଟି ମଦ ଚୋରାଇ ନେଲେ ପୋଲିସ ବାବୁ

ଅଲିଗଡ,୧୩।୩: ଉତ୍ତରପ୍ରଦେଶର ଅଲିଗଡ଼ ଅଞ୍ଚଳର ଏଟା ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଫିଆଙ୍କଠାରୁ ଜବତ ହୋଇଥିବା ମଦ ପେଟି ଗଣା ଯିବା ସମୟରେ ଏଥିରେ ୧୪୦୦ ପେଟି କମ୍‌ ଥିବା ଜଣାପଡ଼ିଥିଲା। ପରେ ପୋଲିସ ଅଧୀକ୍ଷକ ସୁନୀଲ କୁମାର ସିଂଙ୍କ…

ମମତାଙ୍କ ଶିବିରରେ ୟଶଓ୍ବନ୍ତ

କୋଲକାତା,୧୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବହୁ ତୃଣମୂଳ କଂଗ୍ରେସ ନେତା ଭାଜପାରେ ଯୋଗଦେଇ ସାରିଛନ୍ତି। ତେବେ ଭାଜପାର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନା ମୁଖ୍ୟମନ୍ତ୍ରୀ…

ଆଉ ହେବନି କ୍ଲାସ: ଏ ବର୍ଷ ବି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲା ପାସ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଏବେ ସ୍କୁଲ ଖୋଲାଥିଲେ ମଧ୍ୟ ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନାହିଁ। ଗତବର୍ଷ ଭଳି…

୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି

ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ୱାରା କିନ୍ନର ସମାଜର ବିକାଶ ସମ୍ଭବ ହୋଇପାରିବ। ଧୀରେଧୀରେ…

ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି ପଞ୍ଚାୟତରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ପହଞ୍ଚତ୍ପାରୁନାହିଁ। ଏହାର ପ୍ରତିବାଦରେ…

୭ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି। ମିଳିତ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧି ଅପରେଶନ୍‌ରେ ବଡ଼ ଧରଣର ସଫଳତା ମିଳିଛି। ହିଜବୁଲ୍‌ ମୁୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୭ ଜଣ ଗ୍ରାଉଣ୍ଡ ଓ୍ବାର୍କରଙ୍କୁ ଶୋପିଆନ୍‌ରୁ ଗିରଫ କରାଯାଇଛି। ଯାଞ୍ଚ୍‌ ଜାରି ରହିଥିବାବେଳେ…

ଆନ୍ଦୋଳନକାରୀ କୃଷକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ

ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଦୀର୍ଘ ଦିନ ଧରି ହେବାର ସମ୍ଭାବନା ଥିବାରୁ ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଇଟା-ସିମେଣ୍ଟରେ ସ୍ଥାୟୀ ଘର ନିର୍ମାଣ କରାଯାଉଛି। ଇତିମଧ୍ୟରେ…

ରାଜ୍ୟରେ ୭୦୦ ଫାୟାର ପଏଣ୍ଟ

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି। ଏହା ଉପରେ ତାଜା ତଥ୍ୟ ଦେଉଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସୂଚନାନୁସାରେ, ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ମୋଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri