ଅଟୋକୁ ଧକ୍କା ଦେଲା ବସ୍: ୧୩ ଜଣଙ୍କ ମୃତ୍ୟୁ
ଗ୍ବାଲିୟର,୨୩।୩: ମଧ୍ୟପ୍ରଦେଶ ଗ୍ବାଲିୟରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଅଟୋକୁ ଧକ୍କା ଦେବାରୁ ଅଟୋରେ ଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି।…
ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ ୨୫ ପରିବର୍ତ୍ତେ ୨୧ ବର୍ଷ ହେବ। ଏଥି ସହ ସହରରେ ନୂତନ ଦୋକାନ ଖୋଲାଯିବ…
ଜନ୍ମଦିନରେ କଙ୍ଗନାଙ୍କୁ ମିଳିଲା ବଡ଼ ଉପହାର
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇଭି’ ର ଟ୍ରେଲର ରିଲିଜ୍ ହୋଇଛି। ଅଭିନେତ୍ରୀ ତଥା ସ୍ବର୍ଗତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍ ଏହି ଫିଲ୍ମର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ଅବସରରେ ଲଞ୍ଚ୍ ହୋଇଛି। ଏହି ଅବସରରେ…
କ୍ରିକେଟର୍ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା
ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି। ଭନ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଭାରତୀୟ ଦଳ ଏକଦିବସୀୟ ସିରିଜରେ କ୍ଲିନ୍ସୁଇପ୍ କରିବ।…
ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ଖେଳାଳି
ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ଭାବି ସ୍ବାମୀ ତଥା ତାମିଲ ଷ୍ଟାର ବିଷ୍ଣୁ ବିଶାଲ ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି ଯେ, ଖୁବ୍ଶୀଘ୍ର ଆମେ ବିବାହ କରିବାକୁ…
ଗାଁ ପାଲଟିଲା ଶ୍ମଶାନ: ଆଖିବୁଜା ଗୁଳି ମାଡ଼ରେ ୧୩୭ ମୃତ
ନିଆମେ,୨୩।୩: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ମାଲି ସୀମାରେ ଥିବା ତାହୁଆ ଅଞ୍ଚଳରେ କେତେକ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୩୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ବାଇକରେ ଆସି ବନ୍ଧୁକଧାରୀମାନେ ଏକାଧିକ ଗାଁରେ ପଶି ଲୋକଙ୍କ ଉପରେ ଗୁଳି…
କ୍ରିକେଟର ଭଗବାନ ସଚିନଙ୍କ ସହ ସମକକ୍ଷ ହେବାଠାରୁ ମାତ୍ର ଗୋଟିଏ ପାଦ ପଛରେ କୋହଲି
ଭାରତୀୟ କ୍ରିକେଟ ଦଳରେ ଯଦି କାହାକୁ ରେକର୍ଡର ବାଦ୍ଶାହା କୁହାଯାଏ ତେବେ ସେ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଯିଏକି ଖୁବ୍ କମ୍ ସମୟ ମଧ୍ୟରେ ସେହି ସଫଳତା ପାଇ ପାରିଛନ୍ତି ଯାହାକି ବଡ଼ ବଡ଼ ଖେଳାଳିଙ୍କୁ ତାହା କରିବାକୁ…
ମହାମାରୀ ଯୋଗୁ ସୁଧ ଛାଡ୍ ମାମଲା: ଆର୍ଥିକ ନୀତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍କୋର୍ଟଙ୍କ ମନା
ନୂଆଦିଲ୍ଲୀ,୨୩।୩: ମୋରେଟୋରିୟମ୍ ମାମଲାରେ ମଙ୍ଗଳବାର ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତି ବିଶେଷ ଅବା ସଂସ୍ଥାଙ୍କ ସୁଧକୁ କରୋନା ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବ ନାହିଁ। ମହାମାରୀ ଯୋଗୁ କେବଳ…
ଶହୀଦ ଭଗତ ସିଂଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୨୩।୩: ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବିପ୍ଳବୀ ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହି ମହାନ ପୁତ୍ରମାନଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ି ପାଇଁ ଉତ୍ସାହ ହେବ।…
ଏମିତି ଜିତିଲେ ଭାରତ ହେବ ବିଶ୍ୱର ନମ୍ବର-୧
ପୁଣେ,୨୩।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିବା ପରେ ଏବେ ଟିମ ଇଣ୍ଡିଆ ଏକଦିବସୀୟ ସିରିଜ ଉପରେ ନଜର ରଖିଛି। ମଙ୍ଗଳବାରଠାରୁ ପୁଣେରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ…
ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର
ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ଇସ୍ତାହାର ଘୋଷଣା…
ଶୁଭେନ୍ଦୁଙ୍କ ଶରଣରେ ଅପରାଧୀ: ଟିଏମ୍ସି
କୋଲକାତା,୨୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମାଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ରାଜ୍ୟରେ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍ସି) ମଧ୍ୟରେ…
Archives


