Home

ଆମେରିକାରେ ବିସ୍ଫୋରଣ: ଜଣେ ପୋଲିସ ଅଧିକାରୀଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ

ଓ୍ବାଶିଂଟନ୍‌,୨୩।୩: ଆମେରିକାର କୋଲୋରୋଡର ବୋଲ୍ଡରରେ ଥିବା ଏକ ଭିଡ଼ ବହୁଳ ସୁପରମାର୍କେଟରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ।…

ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଆଥଲେଟ୍‌ଙ୍କୁ ମିଶାଇ ୧୩ ଜଣିଆ ଓଡ଼ିଶା ଦଳ ସୋମବାର ଘୋଷଣା କରାଯାଇଛି। ଆଗାମୀ…

ଅନୁମତି ପୂର୍ବରୁ ଅକ୍ତିଆର

ଅନୁଗୋଳ ଅଫିସ, ୨୩।୩ ସରକାରୀ ଜାଗା କେହି ଜବରଦଖଲ କଲେ ପ୍ରଶାସନ ପୋଲିସ ଲଗାଇ ଉଚ୍ଛେଦ କରେ। ହେଲେ ଖୋଦ୍‌ ପୋଲିସ ଯଦି ଜବରଦଖଲକାରୀ ସାଜେ ତା’ହେଲେ ପ୍ରଶାସନ କି ପଦକ୍ଷେପ ନେବ। ଏପରି ଏକ ପ୍ରଶ୍ନର ଉତ୍ତରକୁ ଗତ ୧୭…

୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡ, କଙ୍କାଳରେ ନିର୍ମିତ ଚର୍ଚ୍ଚ, ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏମିତି ଏକ ଚର୍ଚ୍ଚ ରହିଛି, ଯାହା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡରେ ତିଆରି ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହା ‘ଚର୍ଚ୍ଚ ଅଫ୍‌ ବୋନ୍‌ସ’ ନାମରେ ପରିଚିତ। ଏହାର ପ୍ରତିଷ୍ଠା ପଛର ରହିଥିବା କାହାଣୀ…

କିଡ୍‌ନୀ ସମସ୍ୟା

କିଡ୍‌ନୀ ସମସ୍ୟାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଜରୁରୀ। କାରଣ ବେଳେବେଳେ କେତେଜଣ ଏହାର ଲକ୍ଷଣ ବିଷୟରେ ଅବଗତ ନ ଥାନ୍ତି। ଯେତେବେଳେ ସମସ୍ୟା ଗୁରୁତର ହୁଏ ସେତେବେଳେ ସେମାନେ ଡାକ୍ତରଙ୍କର ପରାମର୍ଶ ନେଇଥାଆନ୍ତି। ହେଲେ ଏହି ସମୟରେ…

ରେଷ୍ଟୁରାଣ୍ଟରେ ମାସ୍କ ଲଗାଇବାକୁ ମନାକଲେ ମହିଳା ଗ୍ରାହକ, ଓ୍ବେଟର ଛାଡିଦେଲେ ଚାକିରି, ଆଉ ତା ପରେ…

ମହାମାରୀ କରୋନା ପୁଣିଥରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବଭଳି ସାମାଜିକ ଦୂରତା ଏବଂ ମାସ୍କର ଆବଶ୍ୟକତା ପଡ଼ୁଛି। ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କରୋନା ଭୟରେ ସବୁବେଳେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ମଧ୍ୟ…

ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସମୟରେ ସ୍ମୃତି ଟେଲିଭିଜନରେ ବିଭିନ୍ନ…

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ବିରାଟବାହିନୀ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୨୨।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଏବଂ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଉପରେ ନଜର ରଖିଛି। ମାର୍ଚ୍ଚ ୨୩ ରୁ ୨୮ ପର୍ଯ୍ୟନ୍ତ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦୁଇ ଦଳ ତିନୋଟି ଦିନିକିଆ…

ହୁ ହୁ ହୋଇ ବଢ଼ୁଛି କରୋନା: ପୁଣି ଫେରି ପାରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଏହିଭଳି ସ୍ଥିତି ଦେଖି ପୁଣି…

ହୃଦ୍‌ଘାତ ଜାଣିବାର ନୂଆ ଉପାୟ

ହୃଦ୍‌ଘାତ (ହାର୍ଟ ଆଟାକ) ଜାଣିବାର ଏକ ନୂଆ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ହୃଦ୍‌ରୋଗ ବିଶେଷଜ୍ଞମାନେ। ଏ ସମ୍ପର୍କିତ ଏକ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ, ଏହାର ବଂଶାନୁଗତ ସମ୍ପର୍କ ରହିଛି। ଅର୍ଥାତ୍‌, ଯଦି ପରିବାରର…

ମୁଣ୍ଡରୁ ହେଲା ସୁନା, ଟଙ୍କା ବର୍ଷା: ଜାଣନ୍ତୁ ପୁରା ଘଟଣା…

ନୂଆ ଦିଲ୍ଲୀ, ୨୨।୩: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ ଯୋଗୁ ଚୋରା ଚାଲାଣକାରୀମାନେ ବର୍ତ୍ତମାନ ନୂଆ ପଦ୍ଧତି ଆପଣାଉଥିବା ଦେଖିବାକୁ ମିଳୁଛି। ଚେନ୍ନାଇ ବିମାନ ବନ୍ଦରରୁ ଏମିତି ଏକ…

ଭାରତରେ ଲଞ୍ଚ କରିବ ଜାଗୁଆରର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌, ସିଙ୍ଗଲ ଚାର୍ଜରେ ଗଡ଼ିବ ୪୮୦ କିଲୋମିଟର

ନୂଆଦିଲ୍ଲୀ,୨୨।୩: ଭାରତରେ ବର୍ତ୍ତମାନ ବିଳାସପୂର୍ଣ୍ଣ ଇଲେକ୍ଟ୍ରିିକ୍‌ ଯାନ ସେଗମେଣ୍ଟ ଚାଲିଛି। ବହୁ ପ୍ରତୀକ୍ଷିତ ଜାଗୁଆରର ଇଲେକ୍ଟ୍ରିକ୍‌ କାର୍‌ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଭାରତରେ ଲଞ୍ଚ୍‌ କରିବ। ଯାହା ଭାରତୀୟ ବଜାରରେ କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଭାବେ ପରିଗଣିତ ହେବ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri