Home

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ ଦାମରେ ୩୫ ପଇସା ବଢ଼ିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି। ଦିଲ୍ଲୀରେ…

ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା

ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ ସିଧାସଳଖ…

ଗଣତନ୍ତ୍ର ସୂଚକାଙ୍କ: ଭାରତ ସ୍ଥାନ ଖସିଲା

ନୂଆଦିଲ୍ଲୀ, ୪ା୨: ଗଣତନ୍ତ୍ର ସୂଚକାଙ୍କ-୨୦୨୦ରେ ବିଶ୍ୱସ୍ତରୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୨ଟି ସ୍ଥାନ ତଳକୁ ଖସିଛି। ପୂର୍ବରୁ ଭାରତ ୫୧ ନମ୍ବରରେ ଥିବାବେଳେ ଏବେ ନଂ. ୫୩ରେ ରହିଥିବା ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ପକ୍ଷରୁ ପ୍ରକାଶ ପାଇଛି। ୧୬୭ ଦେଶ ମଧ୍ୟରୁ ୨୩ଟି…

ଖବରଦାତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ: ନିନ୍ଦା କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୪ା୨(ପି.ଟି./ଆଇଏଏନ୍‌ଏସ୍‌): ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ବରିଷ୍ଠ ସମ୍ପାଦକ ଓ ଖବରଦାତାଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ଏଫ୍‌ଆଇଆର୍‌ କରାଯାଇଛି। ଇଣ୍ଡିଆନ୍‌ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ଅଧ୍ୟକ୍ଷ ଏଲ୍‌. ଅଡିମୁଲାମ୍‌ ଏକ ବିବୃତି ଜାରି କରି…

ଆଉ ଏକ ଶାହିନ୍‌ବାଗ କରନାହିଁ: ଭାଜପା

ନୂଆଦିଲ୍ଲୀ,୪ା୨(ପି.ଟି.): ପାର୍ଲାମେଣ୍ଟରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ କୃଷି ଆଇନ ଗୃହୀତ ହୋଇଛି। ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ଲାଗି କୃଷକମାନଙ୍କ ପାଇଁ ବାଟ ସବୁବେଳେ ଖୋଲା ଅଛି। ବିରୋଧୀ ଦଳଗୁଡ଼ିକ କୃଷକ ଆନ୍ଦୋଳନକୁ ଆଉ ଏକ ଶାହିନବାଗରେ ପରିଣତ…

ମାତ୍ର ୧୨ଟି ବଲ୍‌ ଖେଳି ଇତିହାସ ରଚିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଆବୁଧାବି,୪।୧: ଆବୁଧାବି ଟି-୨୦ ଲିଗ୍‌ରେ କ୍ରିସ୍‌ ଗେଲ୍‌ ମରାଠା ଆରବିଆନ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ଆବୁଧାବିର ଓପନର୍‌ ଗେଲ୍‌ ମାତ୍ର ୨୨ଟି ବଲ୍‌ରୁ ୮୪ ରନ୍‌ର ଇନିଂଶ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ମରାଠା ଆରବିଆନ୍ସ ନିର୍ଦ୍ଧାରିତ ୧୦ ଓଭରରେ ୪…

ଭାରତ ସହ ୨୦ ଦେଶକୁ ବିମାନ ବାତିଲ କଲା ସାଉଦି

ରିୟାଦ୍‌, ୪ା୨: ସାଉଦି ଆରବରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାଉଦିି ପକ୍ଷରୁ ବୁଧବାରଠାରୁ ଭାରତ, ଆମେରିକା ସମେତ ମୋଟ ୨୦ ଦେଶକୁ ବିମାନ ଚଳାଚଳ ବାତିଲ କରାଯାଇଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ, ବ୍ରାଜିଲ, ଜାପାନ,…

ଗଣତନ୍ତ୍ରକୁ କଣ୍ଟା

ନୂଆଦିଲ୍ଲୀ, ୪ା୨: ଭାରତ ଭଳି ଭଦ୍ର ଓ ଆମେରିକା ପରି ବିକଶିତ ଦେଶଗୁଡ଼ିକ ସବୁବେଳେ ଆତଙ୍କବାଦକୁ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି କହିଥାନ୍ତି। କିନ୍ତୁ ଲୋକତନ୍ତ୍ର ଲାଗି କଠୋରପନ୍ଥୀଙ୍କ ବନ୍ଧୁକ ଗୁଳି ତୁଳନାରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ ଦକ୍ଷିଣ ଆଫ୍ରିକାକୁ କରୋନା ଭ୍ୟାକ୍ସିନ ପଠାଇବାରେ ଭାରତର ପଦକ୍ଷେପକୁ ‘ଉଦାରତା ଏବଂ ଦୟା’ ବୋଲି କହିଛନ୍ତି। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତରେ ନିର୍ମିତ କୋଭିଡ -୧୯ ଟିକା ଆଲଜେରିଆ…

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ଲାଗି ନୂଆ ଆଇନ…

କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଭାରତ ଏହି ପଦକ୍ଷେପକୁ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛି। ଭାରତୀୟ…

ଆଇଟିଆଇ ହଷ୍ଟେଲର ୯ ମାସର ଫି’ ଛାଡ଼

ଭୁବନେଶ୍ୱର, ୪।୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରୀଛାତ୍ରଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଛି। ଏହାଦ୍ବାରା ସରକାରୀ ଆଇଟିଆଇରେ ପଢ଼ୁଥିବା ରାଜ୍ୟର ୩୦ହଜାର ଛାତ୍ରୀଛାତ୍ର ଉପକୃତ ହେବେ। ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଏପ୍ରିଲରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri