Home

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଜେଡ଼ିୟୁର ୮ ଜଣ ମନ୍ତ୍ରୀଭାବେ ରାଜଭବନର ରାଜେନ୍ଦ୍ର ମଣ୍ଡପରେ…

ଅଭିନୟ ଛାଡ଼ି ଯୋଗ ଶିଖାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ସମସ୍ତଙ୍କୁ ଦାଓ୍ବାନା କରିଦେଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ହେଲେ ଅଭିନେତା ନକୁଳ କପୁର। ‘ତୁମ୍‌ସେ ଅଚ୍ଛା କୌନ୍‌ ହୈ’ ଫିଲ୍ମ ସମସ୍ତଙ୍କର ମନେଥିବ ନିଶ୍ଚୟ। ଏଥିରେ ମୁଖ୍ୟ ଚରିତ୍ରରେ…

ମୋଦିଙ୍କ ଲୁହ-ରାମଦାସଙ୍କ କବିତା ଦେଲା ବାଡ଼ ଡ଼େଇଁବାର ସଙ୍କେତ

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କ କାର୍ଯ୍ୟକାଳ ଫେବୃୟାରୀ ୧୫ରେ ଶେଷ ହେଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସଭିଏଁ ଗୁଲାମ ନବୀଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତିି। ସୋମବାର ମୋଦି…

ତପୋବନ ସୁଡ଼ଙ୍ଗ ଖୋଲିବାରେ ଉଦ୍ଧାରକାରୀ ଦଳ ଅସଫଳ: ଅନ୍ୟ ରାସ୍ତାର ସନ୍ଧାନ ଜାରି

ଡେରାଡୁନ୍‌,୯।୨: ଉତ୍ତରାଖଣ୍ଡ ଚାମୋଲିରେ ଘଟିଥିବା ହିମସ୍ଖଳନ ବିତ୍ପାତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିିରେ ଜାରି ରହିଛି। ତେବେ ତପୋବନ ଟନେଲରେ ଅଟକିଥିବା ଲୋକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ଅସଫଳ ହୋଇଛନ୍ତି। ଏଠାରେ ମାଟି କାଦୁଅ ଏବଂ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଫଟୋଗ୍ରାଫର୍‌ କହିଲେ ଆଜି ପ୍ରପୋଜ ଡେ’, ଜବାବରେ ମିଳିଲା ଏମିତି ଉତ୍ତର

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ସମ୍ପ୍ରତି ସାରା ଅଲି ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ…

ସାମ୍ନାକୁ ଆସିଲା ଧୋନୀଙ୍କ ନୂଆ ଲୁକ୍‌

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଧିକାଂଶ ସମୟ ନିଜର ହୋମ୍‌ ଟାଉନ୍‌ ରାଞ୍ଚିରେ ବିତାଉଛନ୍ତି। ବିଗତ କିଛି ଦିନ ହେବ ସେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଚାଷ କରୁଛନ୍ତି।…

ରବି ଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ନୂଆଦିଲ୍ଲୀ,୯।୨: ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱବାସୀଙ୍କ ପାଇଁ ରବିଶଙ୍କରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଥିବା ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।…

ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବି ଆଜାଦ: ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୯ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଙ୍ଗଳବାର ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପର୍କରେ କିଛି କହୁ କହୁ କାନ୍ଦି ପକାଇଥିବା ଦେଖାଯାଇଛି । ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ…

ବ୍ୟାପୁଛି ଅଜଣା ରୋଗ: ରକ୍ତବାନ୍ତି ପରେ ୧୫ ମୃତ

ଦାର୍‌ ଏ ସଲାମ,୯।୨: ତାଞ୍ଜାନିଆରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ରକ୍ତବାନ୍ତି କରିବା ପରେ ଲୋକଙ୍କର ମୃତ୍ୟୁ ଘଟୁଛି। ଇତିମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି। ଏହି ରୋଗ…

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ ଛୋଟ ପ୍ରାଣୀ ଉପରେ ଆକ୍ରମଣ କରନ୍ତି ଏବଂ ସେମାନେ ହଁି ସର୍ବଦା ବାଜି ଜିତନ୍ତି।…

୨୦୦ ପ୍ରଫେସର ଚାଇନା ପାଇଁ କରୁଛନ୍ତି ଗୁପ୍ତଚରୀ

ଲଣ୍ଡନ,୯।୨: ବ୍ରିଟେନ୍‌ରେ ଚାଇନା ପାଇଁ ୨୦ ବିଶ୍ୱବିଦ୍ୟାଳୟର ୨୦୦ ପ୍ରଫେସର ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରଫେସରମାନେ ଚାଇନାକୁ କ୍ଷେପଣାସ୍ତ୍ର, ଏୟାରକ୍ରାଫ୍ଟ ଏବଂ ସାଇବର ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ପର୍କିତ ଜ୍ଞାନକୌଶଳ ଯୋଗାଇ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ପ୍ରମାଣିତ…

ସାତ ଫେରା ନେବାବେଳେ ବର-ବଧୂ ଟିଭିରେ ଦେଖିୁଥିଲେ ଏହି ମ୍ୟାଚ୍‌

ଭାରତରେ କ୍ରିକେଟ କ୍ରେଜ ବହୁତ ଅଧିକ। ଯଦି ଟିଭିରେ ମ୍ୟାଚ ଚାଲିଥାଏ, ତେବେ ଲୋକମାନେ ସବୁକିଛି ଛାଡି ଦେଖିବା ପାଇଁ ଛିଡା ହୁଅନ୍ତି । ଯଦି ଭାରତର କୌଣସି ମ୍ୟାଚ୍‌ ଚାଲେ ତେବେ ବିବାହରେ ଟିଭି ମଧ୍ୟ ଲଗାଯାଇଥାଏ, ଯାହାଫଳରେ ପୁରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri