ବିବାହ ପରେ ନିଜେ କାର ଚଲାଇ ଶାଶୁ ଘରେ ପହଞ୍ଚିଲେ କନ୍ୟା: କାରଣ ଜାଣିଲେ…
ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ ବସିଥିବାର ଦେଖିବାକୁ ମିଳୁଛି। ବାରଙ୍କୁ ପାଖରେ ବସାଇ କନ୍ୟା ଶାଶୁଘରେ ପହଞ୍ଚୁଛନ୍ତି। ବିବାହ ପରେ…
ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ
କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ ମହାସଂଗ୍ରାମ ଦେଖିବାକୁ ମିଳିଛି। ଆଜି ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଅମିତ ଶାହାଙ୍କ ଏକ…
ଚୋରି କରିବାକୁ ଆସିଥିବା ବ୍ୟକ୍ତି ଏସି, ବେଡ୍ ଦେଖି ଶୋଇପଡ଼ିଲେ: ଆଉ ତାପରେ…
ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। କିନ୍ତୁ ଘରର ସୁଖ ସୁବିଧା ଦେଖି ତାଙ୍କର ମନ ବଦଳିଗଲା। ଚୋର ଯେତେବେଳେ ଆରାମଦାୟକ ଶଯ୍ୟା ଏବଂ ଏସି…
ଆଇଆଇଏମ୍ ଅହମଦାବାଦରେ ୭୦ କରୋନା ସଂକ୍ରମିତ ଚିହ୍ନଟ
ଅହମଦାବାଦ,୩୦।୩: ଦେଶରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ରହୁଛି। ଏସବୁ ଭିତରେ ଆଇଆଇଏମ୍ ଅହମଦାବାଦରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜୁରାଟର ଅହମ୍ମଦାବାଦ ପୌରପାଳିକାର…
ଭାରତ- ଇଂଲଣ୍ଡ ସିରିଜ୍ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍
ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଥିଲା। ଟିମ ଇଣ୍ଡିଆ ସମସ୍ତ ତିନୋଟି ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ସିରିଜର ଫଳାଫଳକୁ ନେଇ…
ଆଜି ଭାରତୀୟ କ୍ରିକେଟର୍ ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ହୋଇଥିଲା
କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୧୪ ବର୍ଷ ପୂର୍ବେ ଆଜି, ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟର୍ରେ ଇତିହାସ ରଚିଥିଲେ। ସେହ୍ବାଗ ମାର୍ଚ୍ଚ ୨୮, ୨୦୦୪ରେ ମୁଲତାନ ଟେଷ୍ଟରେ ପାକିସ୍ତାନୀ ବୋଲରଙ୍କୁ ପ୍ରହାର…
ପୁଣି ଜଣେ କ୍ରିକେଟର୍ଙ୍କୁ କରୋନା
ନୂଆଦିଲ୍ଲୀ,୩୦।୩: ସଡକ ସୁରକ୍ଷା ବିଶ୍ୱ ସିରିଜ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଏପର୍ଯ୍ୟନ୍ତ ଏହି ସିରିଜ୍ ଖେଳିଥିବା ୪ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଏବଂ ଏସ ବଦ୍ରିନାଥ…
ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କେନ୍ଦ୍ର ମନ୍ତ୍ରୀ
କୋଲକାତା,୩୦।୩: ପଶ୍ଚିମବଙ୍ଗର ଟୋଲିଗଞ୍ଜ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବେ ଚର୍ଚ୍ଚାରେ ଅଚନ୍ତି। କୋଲକାତାରେ ଥିବା ପାର୍ଟି କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ବିବାଦ ଘେରକୁ ଆସିଛନ୍ତି। ଏହାର ଭିଡିଓ ଏବେ ଭାଇରାଲ…
ପୁଣି ଡରାଇଲାଣି କରୋନା: ଦିନକରେ ୫୬ହଜାରରୁ ଅଧିକ ସଂକ୍ରମିତ,୨୭୧ ମୃତ
ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନଟକ, ଛତିଶଗଡ ଏବଂ…
ଫାରୁଖ ଅବଦୁଲ୍ଲା କରୋନା ସଂକ୍ରମିତ: ପୂରା ପରିବାର ଏବେ କ୍ୱାରାଣ୍ଟାଇନରେ
ନୂଆଦିଲ୍ଲୀ,୩୦।୩: ନ୍ୟାଶ୍ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୁଅ ଓମାର ଅବଦୁଲ୍ଲା ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ମୋ ବାପାଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି ଏବଂ ତାଙ୍କ…
ଭାରତର ବିଜୟ ପରେ ରାଗିଯାଇଥିଲେ କୋହଲି: କାରଣ ଜାଣିଲେ…
କ୍ରିକେଟରେ ହାରିଥିବା ଦଳର ଖେଳାଳିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯିବା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ। ଏହି ମ୍ୟାଚ୍ରେ ଅନେକ ଖେଳାଳି ଭଲ…
ଆଧ୍ୟାତ୍ମିକ ବାତାବରଣରେ ପାଳିଲେ ହୋଲି
ସେମିଳିଗୁଡ଼ା, ୨୯।୩(ସ୍ବ.ପ୍ର.): ସେମିଳିଗୁଡ଼ା ଆର୍ଟ ଅଫ୍ ଲିଭିଂ ପରିବାର ପକ୍ଷରୁ ଶ୍ରୀ ଶ୍ରୀ ଧ୍ୟାନକେନ୍ଦ୍ରରେ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ହୋଲି ଉତ୍ସବ ପାଳନ କରାଯାଇଛି। ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇ ସମୂହ ଧ୍ୟାନ କରିବା ସହ ଗୁରୁପୂଜା ଓ ସତ୍ସଙ୍ଗରେ ସାମିଲ ହୋଇଥିଲେ।…
Archives


