କେନାଲକୁ ଖସିଲା ଯାତ୍ରୀବାହୀ ବସ୍
ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ ପୋଲିସ ପହଞ୍ଚି…
ନିଖୋଜଙ୍କ ଜୀବିତ ଆଶା ଏବେ ବୃଥା: ବଢୁଛି ମୃତଦେହ, କମୁଛି ନିଖୋଜଙ୍କ ସଂଖ୍ୟା
ଡେରାଡୁନ୍,୧୬।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଥିବା ଲୋକଙ୍କ ଜୀବିତ ରହିଥିବା ଆଶା ଏବେ ନିରାଶରେ ପରିଣତ ହେବାରରେ ଲାଗିଛି। ପ୍ରତିଦିନ ଉଦ୍ଧାରକାରୀଦଳ କେବଳ ମୃତଦେହ ଉଦ୍ଧାର କରୁଛନ୍ତି। ଇତିମଧ୍ୟରେ ୫୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବି ନିଖୋଜଙ୍କୁ ଜୀବିତ ଫେରି…
ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା
ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ ହୋଇଛି…
ଲୋକଙ୍କ ପଛରେ ଲାଗିବେ ଲୋକେ
ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର ଅପରାଧ, ଆତଙ୍କବାଦ ଏବଂ ଦେଶ ବିରୋଧୀ…
କ୍ଷମତାର ଅପବ୍ୟବହାର
ନୂଆଦିଲ୍ଲୀ,୧୬ା୨: ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ କ୍ଲାଇମେଟ୍ ଚେଞ୍ଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ରାତିଅଧିଆ ଉଠାଇନେବା ସମସ୍ତଙ୍କୁ ଚକିତ କରିଛି। ପଟିଆଲା ହାଉସ୍ କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ତାଙ୍କ ପକ୍ଷ ରଖିବା ପାଇଁ…
ପ୍ରିୟଙ୍କା ସିଂଙ୍କ ବିରୋଧରେ ଚାଲିବ ମାମଲା
ମୁମ୍ବାଇ, ୧୬ା୨: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ରୁଜୁ ମାମଲା ଖାରଜ କରିବାକୁ ମନା କରିଛନ୍ତି ମୁମ୍ବାଇ ହାଇକୋର୍ଟ। ତେବେ ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ମିତୁ ସିଂଙ୍କ ନାଁରେ…
ଫିଙ୍ଗର ୪ ଖାଲି କଲା ଚାଇନା
ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ ଏହି ଅଞ୍ଚଳକୁ ଦଖଲ କରିବା ସହ ନିଜର ବୋଲି ଦାବି କରିଥିଲା। ନିକଟରେ ଭାରତ…
ଭାଜପା ପାଇଁ ସହଜ ନୁହେଁ
ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ ଜିତିବାକୁ ଆଶା ବାନ୍ଧିଥିବାବେଳେ ଉତ୍ତର-ପୂର୍ବର ଏହି ରାଜ୍ୟରେ ମଧ୍ୟ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର…
ପୈଠକରୁ ପଞ୍ଚାୟତ
ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ ତ ଆଉ କେଉଁଠି ଆବଶ୍ୟକ ବିଦ୍ୟୁତ୍ ବିଲ୍ ପଞ୍ଚାୟତ ପକ୍ଷରୁ ଭରଣା…
ବଡ଼ ପରଦାରୁ ଟିଭି ସିରିଏଲ୍…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ସହିତ ଅଭିନୟ କରି ବଲିଉଡ୍ରେ ଡେବ୍ୟୁ କରିଥିଲେ। ଋଷିଙ୍କ…
ରୋଗ ପ୍ରତିରୋଧକ ଶକ୍ତି ବଢାଏ ଡାଲି ପାଣି
ଡାଲିକୁ ପ୍ରୋଟିନ୍ର ପାୱାର୍ ହାଉସ୍ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍, ପଟାସିୟମ୍,…
ଇଂଲଣ୍ଡ ସାମ୍ନାରେ ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଭାରତ
ଚେନ୍ନାଇ,୧୫।୨: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି। ସୋମବାର ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୪୮୨ ରନ୍ର ବିଜୟ ଲକ୍ଷ…
Archives


