Home

କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା

ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍‌ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା ଅନ୍ତର ସେ ଜାଣି ନାହାନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ…

କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଭବାନୀପାଟଣା,୧୫।୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିଛି। କେନ୍ଦ୍ରର ଭାଜପା ସରକାର କୃଷକମାନଙ୍କ ଚାଷଜମି ଗୁଡିକୁ ପୁଞ୍ଜିପତି ମାନଙ୍କ ନିକଟରେ ବନ୍ଧକ କରିଦେବା ଚକ୍ରାନ୍ତ କରି…

ଦିଗପହଣ୍ଡିରେ ରାସ୍ତା ଅବରୋଧ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୧୫।୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତା ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ଅହେତୁକ ନିରବତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଡାକରା କ୍ରମେ ସୋମବାର ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ସଭା ଓ ବାଇକ ଶୋଭାଯାତ୍ରା କରାଯାଇଥିଲା।…

ମେଘାନ ପୁଣି ଗର୍ଭବତୀ

ଲଣ୍ଡନ,୧୫।୨: ବ୍ରିଟିଶ୍‌ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍‌ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ପୁଣିଥରେ ଗର୍ଭବତୀ ହୋଇଛନ୍ତି। ଏନେଇ ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ହ୍ୟାରି ଏବଂ ମେଘାନଙ୍କ…

ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…

ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଜବ ଗିଫ୍ଟ ପ୍ରଦାନ କରିଛନ୍ତି। ସ୍ବାମୀ ଜଣକ ସୋସିଆଲ ମିଡିଆରେ ଯେଉଁ ମହିଳାମାନଙ୍କୁ ଲାଇକ୍‌ କରନ୍ତି ସ୍ତ୍ରୀ ସେହି…

ଅପସ୍ମାରର ଆୟୁର୍ବେଦୀୟ ଉପଚାର

ସାରା ବିଶ୍ୱରେ ମାନବ ସଭ୍ୟତା ସୃଷ୍ଟି ହେବା ଦିନଠାରୁ ବିଭିନ୍ନ ଋତୁଚକ୍ର ଓ ଜଳବାୟୁ ପରିବର୍ତ୍ତନ ହେତୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା କି ବିଭିନ୍ନ ଦେଶର ଋତୁ ପରିବର୍ତ୍ତନକୁ ନେଇ ହୋଇଥାଏ । ଏମିତି କେତେକ ଜଟିଳ…

କୁକୁଡ଼ା ମାଂସ ଓ ବିଘ୍ନଜ ପ୍ରତିରୋଧ

ଆମିଷ ଖାଦ୍ୟ ମଧ୍ୟରେ ଏବେ କୁକୁଡ଼ା ମାଂସ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଅନ୍ୟାନ୍ୟ ମାଂସ ତୁଳନାରେ ଏହା କେବଳ ଯେ ପୁଷ୍ଟିକର ତା’ ନୁହେଁ ନିରାପଦ ମଧ୍ୟ। ଏଥିରେ ଶ୍ୱେତସାର ପ୍ରାୟତଃ ନ ଥିଲାବେଳେ ଥାଏ ହାରାହାରି ୧୦୦…

ପ୍ରେମିକା ଡେଟ୍‌ରେ ଯିବାକୁ ମନା କରିବାରୁ ପ୍ରେମିକ ଘଟାଇଲେ ଅଜବ କାଣ୍ଡ

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମିକା ଡେଟ୍‌ ପାଇଁ ଯିବାକୁ ମନା କରିବାରୁ ଜଣେ ପ୍ରେମିକ ଅଜବ କାଣ୍ଡ ଘଟାଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏରିଜୋନାରେ ରହୁଥିବା ଜଣେ ଯୁବକ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଉଠାଇ ନେଇଛନ୍ତି। ସବୁଠୁ ଚର୍ଚ୍ଚାର ବିଷୟ…

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ ଥିଲେ। ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ହୋଇଥିଲା। ଏହାପରେ ତାଙ୍କୁ ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ…

କଂଗ୍ରେସର ବନ୍ଦ ଡାକରା, କୋରାପୁଟରେ ଜନଜୀବନ ପ୍ରଭାବିତ

କୋରାପୁଟ,୧୫।୨(ସ୍ବ.ପ୍ର.): ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଯୋଗୁ ସୋମବାର କୋରାପୁଟ ଜିଲାରେ ଜନଜୀବନ ପ୍ରଭାବିତ ହୋଇଛି। ସହରର ଟ୍ରାଫିକ ଛକଠାରେ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ…

ବରଗଡ଼ରେ ଓଡ଼ିଶା ବନ୍ଦଡାକରାକୁ ସମର୍ଥନ

ବରଗଡ଼ ଅଫିସ,୧୫।୨: କେନ୍ଦ୍ର ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସୋମବାର ସକାଳ ୭ଟାରୁ ଜିଲାର ଦୋକାନ…

ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ସୁପ୍ରିମ୍‌କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ। ହ୍ବାଟସ୍‌ ଆପ୍‌ର ନୂଆ ଗୋପନୀୟତା ନୀତି ଯୋଗୁ ହୋଇଥିବା ବିବାଦର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri