ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ
ଭୁବନେଶ୍ୱର, ୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ପିପିଲି ତରାକାଜ ଛକରୁ ପଲସରରେ ଯାଉଥିବା ୨ ବାଇକ ଆରୋହୀଙ୍କ ଠାରୁ ପୋଲିସ ୫୦ ଲକ୍ଷ ଟଙ୍କା ଜବତ କରିଛି ।…
ଆଖିବୁଜିଲେ ଏହି କ୍ରିକେଟର୍
ମୁମ୍ବାଇ,୫।୪: ମୁମ୍ବାଇର ପୂର୍ବତନ କ୍ରିକେଟର ମେହଲି ଇରାନୀଙ୍କ ଦୁବାଇରେ ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)ର ସର୍ବୋଚ୍ଚ କମିଟି ସଦସ୍ୟ ତଥା ବିଶିଷ୍ଟ କ୍ୟୁରେଟର ନାଦିମ ମେନନ ସୋମବାର ଏନେଇ ସୂଚନା ଦେଇଛନ୍ତି।…
ଅନୀଲ ଦେଶମୁଖଙ୍କ ଇସ୍ତଫା
ମୁମ୍ବାଇ,୫।୪: ଶହେ କୋଟି ଟଙ୍କାର ବଟି ଆଦାୟ ମାମଲାରେ ହାଇକୋର୍ଟ ସିବିଆଇ ଯାଞ୍ଚ୍ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ନ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ…
କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି
ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏନେି ଘୋଷଣା କରାଯାଇଛି। କୌଣସିସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇ ପାରିବେ…
ନୂଆ ଲୁକ୍ରେ ଶ୍ରେୟସ
ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟାର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ଗତ ମାସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ସେ ଆହତ ହୋଇଥିଲେ। ଫଳରେ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ରୁ…
ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…
ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ। ଏହା ପରେ ବକ୍ରି ଗୁରୁ ସେପ୍ଟେମ୍ବର ୧୪ରେ ରାତି ୨ଟା ୨୮ରେ ମକର ରାଶିରେ…
ସୁସ୍ଥ ମସ୍ତିଷ୍କ ପାଇଁ ଗାଣିତିକ ଫର୍ମୁଲା
ଶୋଇବା ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ପ୍ରଭାବିତ କରିଥାଏ। ହେଲେ ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର କରିଛନ୍ତି, ଯାହା ସୁପ୍ତ ଅବସ୍ଥାରେ ମସ୍ତିଷ୍କକୁ ସକ୍ରିୟ ରଖିପାରିବ। ଫଳରେ ଏହି ସମୟରେ କୌଣସି…
ବୟଫ୍ରେଣ୍ଡ୍ ମାଗୁଥିଲେ ନଗ୍ନ ଫଟୋ: ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି
ଜଲପାଇଗୁଡି,୫।୪: ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲାରେ ଜଣେ ୧୪ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ବାନରହାଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମ ସମ୍ପର୍କରେ ଏହି ଘଟଣା ଘଟିଥିବା ସୋମବାର ପୋଲିସ କହିଛି। ଧୁପଗୁରୀର ଜଣେ…
ଡାଟା ଟ୍ରାନ୍ସଫରର ନୂଆ ଉପାୟ
ସାଧାରଣତଃ ଗୋଟିଏ ଚିପ୍ରୁ ଅନ୍ୟ ଚିପ୍କୁ ଡାଟା ଟ୍ରାନ୍ସଫର ପାଇଁ ବିଦ୍ୟୁତର ଆବଶ୍ୟକତା ହୋଇଥାଏ। ହେଲେ ଏଣିକି ବିଦ୍ୟୁତ ନ ଥିଲେ ମଧ୍ୟ ଏପରି କାମକୁ ସମ୍ପାଦନ କରିହେବ। ପୁଣି ତାହା ଏକ ସରଳ ଉପାୟରେ ସମ୍ପାଦନ କରାଯାଇପାରିବ। ଅର୍ଥାତ୍, ଆଲୋକ…
ନକ୍ସଲଙ୍କ ବିରୋଧରେ ଲଢେଇ ହେବ ଆହୁରି ଜୋରଦାର: ଅମିତ ଶାହା
ରାୟପୁର,୫।୪: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ବିଜାପୁରରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ…
କରୋନା ସଂକ୍ରମଣ ଯୋଗୁ କୋଚିଂ ସେଣ୍ଟର ବନ୍ଦ, ଶିକ୍ଷାର୍ଥୀଙ୍କ ହଙ୍ଗାମା
ପାଟନା,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। କୋଚିଂ ସେଣ୍ଟରୁ ବନ୍ଦ ଘଟଣାକୁ ନେଇ ସାସାରାମ ଅଞ୍ଚଳର ଚୌରାହା ଏବଂ ଗୋରାକ୍ଷଣୀ ବଜାର ନିକଟରେ ଶିକ୍ଷାର୍ଥୀମାନେ ହଙ୍ଗାମା…
ଅପରେଶନ୍ ପ୍ରହାର-୩: ଟାର୍ଗେଟରେ ହିଡମା ସମେତ ୮ କମାଣ୍ଡର
ବିଜାପୁର,୫।୪: ମାଓବାଦୀଙ୍କ ଆକ୍ରମଣରେ ୨୨ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏବେ ମାଓବାଦୀଙ୍କ ମୁକାବିଲା ଲାଗି ଅପରେଶନ୍ ପ୍ରହାର-୩ ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍ରେ ବିଜାପୁର ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହିଡମା ସମେତ ୮ ମାଓବାଦୀ କମାଣ୍ଡରଙ୍କୁ ଟାର୍ଗେଟରେ…
Archives


