Home

ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ବୃଦ୍ଧିର ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ…

ଏୟାର ଷ୍ଟ୍ରାଇକ୍‌ରେ ଗଡ଼ିଲା ୮ ଆତଙ୍କବାଦୀଙ୍କ ମୁଣ୍ଡ

ହେଲମଣ୍ଡ,୨୩।୨: ଆଫଗାନିସ୍ତାନରେ ମିଳିତି ସୁରକ୍ଷାକର୍ମୀଙ୍କ ଏୟାର ଷ୍ଟ୍ରାଇକ୍‌ରେ ୮ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଥିବା ନହର-ଇ-ସରାଜ ଜିଲାରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁସେନା ପକ୍ଷରୁ ବୋମାମାଡ଼ କରାଯାଇଥିଲା। ଏହି ଅଞ୍ଚଳରେ ତାଲିବାନ୍‌ ଆତଙ୍କବାଦୀ ଅଧିକ…

ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ

କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରିଛି। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା-ଚାନ୍ଦବାଲି ରୋଡର…

ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏ ନେଇ…

ନାବାଳିକାଙ୍କୁ ବିବାହ କରି ହରଡ଼ଘଣାରେ ପାକିସ୍ତାନ ଏମ୍‌ପି

ଇସଲାମାବାଦ୍‌,୨୩।୨: ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନ ପୋଲିସ ଏମ୍‌ପି ମୌଲାନା ସଲ୍ଲାଉଦ୍ଦିନ୍‌ ଆୟୁବିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଆୟୁବି ଜାମିଆତ୍‌-ଉଲେମା-ଇ-ଇସଲାମ୍‌ର ସଦସ୍ୟ। ସେ ବାଲୁଚିସ୍ତାନର ଏମ୍‌ପି। ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା…

ଇତିହାସ ରଚିବାଠାରୁ ମାତ୍ର ୬ ଉଇକେଟ୍‌ ଦୂରରେ ଅଶ୍ୱିନ୍‌

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଥିଲେ। ଚେପକରେ ଅଶ୍ୱିନ ଉଭୟ ଇନିଂସରେ ମୋଟ ୮ଟି ଉଇକେଟ ନେଇଥିଲେ ଏବଂ ପରେ ବ୍ୟାଟିଂରେ ମଧ୍ୟ ଏକ…

ଏହି କ୍ରିକେଟର୍‌ଙ୍କ ପ୍ରେମରେ ପାଗଳ ଶାହିଦ କପୁରଙ୍କ ସ୍ତ୍ରୀ

ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ଇଣ୍ଡଷ୍ଟିର ସୁନ୍ଦର ଦମ୍ପତି ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷ କଥା ହେଉଛି ଚଳଚ୍ଚିତ୍ର ସହିତ କୌଣସି ସମ୍ପର୍କ ନ ଥିଳେ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି।…

ରାସ୍ତାରେ ଚାଲୁଛି ୧୩୯ ବର୍ଷର ପୂରୁଣା ଘର

ସାନ୍‌ ଫ୍ରାନ୍‌ସିସ୍‌କୋରେ ଲୋକମାନେ ରବିବାର ଏକ ଅଜବ ଜିନିଷ ଦେଖିବାକୁ ପାଇଛନ୍ତି। ଏକ ଘର (ଭିକ୍ଟୋରିଆନ୍‌ ହାଉସ୍‌) ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି। କ୍ରେନ୍‌ ଏବଂ ଟ୍ରକ ସାହାଯ୍ୟରେ ଏହି ଘରକୁ ଠେଲାଯିବା ସମୟରେ ଲୋକଙ୍କ ଭିଡ ଜମିବା ଆରମ୍ଭ…

ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ

ଥିରୁଭାନନ୍ତପୁରମ୍‌,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ କେରଳରେ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ କାମ ପାଇ ନ ଥିଲେ ସଲମାନ ଖାନ, ଜାଣନ୍ତୁ କାହିଁକି

ସୁପରହିଟ ଚଳଚ୍ଚିତ୍ର ମେନେ ପ୍ୟାର୍‌ କିୟାର ସୁମନ ଅର୍ଥାତ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ ପାଟୱର୍ଦ୍ଧନ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଫେବୃଆରୀ ୨୩, ୧୯୬୯ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୯ରେ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର କିୟା ଜରିଆରେ ବଲିଉଡରେ…

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ।…

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍‌ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri