ଡ୍ରଗସ୍ଠାରୁ ବି ଅଧିକ ନିଶା ଥାଏ ପ୍ରେମରେ…
ପ୍ରେମରେ ଡ୍ରଗସ୍ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା…
୬ ବର୍ଷ ରୋମାନ୍ସ୍ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା
ମୁମ୍ବାଇ,୫।୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ ଡେନମାର୍କର କୋପେନହେଗେନ୍ଠାରେ ଜନ୍ମ ଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ…
ପ୍ରଥମ ଭେଟରେ ଏହି କ୍ରିକେଟର୍ଙ୍କୁ ଗାଳି ଦେଇଥିଲେ ଧୋନୀ
ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ ୧୧ରେ ଏକଦିବସୀୟ ମ୍ୟାଚ୍ରେ ଡେବ୍ୟୁ କରିଥିଲେ। ଏହାପରେ ଜୁନ୍ ୧୮ ପ୍ରଥମ ଟି-୨୦ମ୍ୟାଚ୍ ଖେଳିଥିଲେ।…
ଗୁପ୍ଚୁପ୍ ବିକି ସ୍ବପ୍ନ ପୂରଣ କରିଥିଲେ ଏହି କ୍ରିକେଟର, ଆଜି ଭଉଣୀଙ୍କୁ କଲେ ବିଦା
ଭାରତୀୟ କ୍ରିକେଟ ଜଗତର ଉଦୀୟମାନ ତାରକା ଯଶସ୍ବୀ ଜୟସୱାଲଙ୍କ ପାଇଁ ଆଜି ଏକ ଖୁସିର ଦିନ। ଆଜି ତାଙ୍କ ଭଉଣୀ ବିବାହ କରିବାକୁ ଯାଉଛନ୍ତି। ଯସଶ୍ୱୀ ନିଜ ଟଙ୍କା ଖର୍ଚ୍ଚ କରି ଭଉଣୀଙ୍କ ବିବାହ କରାଉଛନ୍ତି। ଭଉଣୀଙ୍କୁ ନେଇ ବିବାହ ମଣ୍ଡପକୁ…
କେନ୍ଦ୍ର – ଚାଷୀ ସଂଗଠନ ବୈଠକ: ହୋଇପାରିଲାନି ସମାଧାନ
ନୂଆଦିଲ୍ଲୀ,୪।୧: କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ସୋମବାର ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରୁ କୌଣସି ସମାଧାନ ମିଳିପାରି ନାହିଁ। ଚାଷୀ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଛି। ଅନ୍ୟପକ୍ଷରେ ବୈଠକରେ ସରକରଙ୍କ ପକ୍ଷରୁ…
ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା
କୋଲକତା,୪।୧:ପୂର୍ବତନ କ୍ରିକେଟର୍ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି।…
ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ
ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି। ଗତ ଶେଷ ଆଲୋଚନା ବିଦ୍ୟୁତ ବିଲ ଏବଂ ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଦାବିକୁ…
ଫ୍ଲୋଟିଂ ବ୍ରେକ୍ଫାଷ୍ଟର ମଜା ଉଠାଉଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ହେଲା ପରି ଗୋଲ୍ ଦେଇଛନ୍ତି। କାରଣ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଦେଖି ପ୍ରଶଂସକ ମତୁଆଲା ହୋଇଉଠିଛନ୍ତି। ତାଙ୍କ କିଛି ହଟ୍ ଫଟୋ ଏବେ ଖୁବ୍ ଚର୍ଚ୍ଚାରେ…
ନ୍ୟୁଜ ଚ୍ୟାନେଲରେ ରାଷ୍ଟ୍ରପତିଙ୍କ ଅଧା କଟା ଫଟୋ: ସୋସିଆଲ ମିଡିଆରେ ଭାଇରାଲ
ସେଣ୍ଟପିଟର୍ସବର୍ଗ,୪।୧: ପ୍ରତିବର୍ଷ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତେବେ ଏକ ନ୍ୟୁଜ୍ ଚ୍ୟାନେଲର ଭୁଲ ହେତୁ ପୁଟିନ୍ଙ୍କ ଅଧା କଟା ଫଟୋ ରୁଷିଆର କିଛି ଅଞ୍ଚଳରେ ଦେଖାଯାଇଥିଲା। ଜଣେ ବ୍ୟକ୍ତି…
ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍ ଖାନ୍: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ
ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍ ଖାନ୍ ମଧ୍ୟ ପାଗଳ ହୋଇଯାଇଛନ୍ତି। ସଲମାନ୍ ନିଜ ଶୋ’ ବିଗ୍ ବସ୍-୧୪ରେ ଏହା ପ୍ରକାଶ…
ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ
ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ ଜନ୍ମ ନେଇଛନ୍ତି। ଏହା ୨୦୧୯ ତୁଳନାରେ ୧୦ ପ୍ରତିଶତ କମ୍ ରହିଛି। ସେହିପରି ୨୦୨୦ରେ…
୧୦୦ ରୋଗୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରିଛନ୍ତି ଏହି ନର୍ସ, କାରଣ ଜାଣିଲେ…
ସାଧାରଣତଃ ହସ୍ପିଟାଲରେ ଥିବା ନର୍ସମାନେ ରୋଗୀଙ୍କ ସେବା କରିଥାନ୍ତି। ରୋଗୀ କିପରି ସୁସ୍ଥ ହେବେ ନିଜ ଜୀବନକୁ ବାଜି ଲଗାଇ ରାତିଦିନ ଏକକରି ରୋଗୀଙ୍କ ସେବାରେ ଲାଗିଥାନ୍ତି। ମାତ୍ର ନର୍ସ ଯେ ରୋଗୀଙ୍କ ମୃତ୍ୟୁର କାରଣ ପାଲଟନ୍ତି ଏହା ଶୁଣିଲେ ଆଶ୍ଚର୍ଯ୍ୟ…
Archives


