ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍
ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍(ଆଇପିଏଲ୍)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଆପଣ କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ ଏହାକୁ ଦେଖିପାରିବେ। କେବେ ଖେଳାଯିବ:…
ବିମାନରେ କାର୍ ପାଇଁ ଭଡ଼ା ୫୦ ଲକ୍ଷ…
ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍ ଭାରତକୁ ଆଣିଛନ୍ତି। ଏଥିପାଇଁ ବିମାନ ଭଡ଼ା ୫୦ ଲକ୍ଷ ଟଙ୍କା ପଡ଼ିଛି। ତେବେ କାର୍କୁ ନେଇ କାର୍ତ୍ତିକ…
ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ
ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି। ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି…
କରୀନା ଶେୟାର କଲେ ପୁଅ ତୈମୁରଙ୍କ ଫଟୋ, କହିଲେ…
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର କିଛି ଦିନ ତଳେ ଦ୍ୱିତୀୟ ଥର ମା’ ହୋଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ନିଜ ସମ୍ପର୍କରେ ଅପ୍ଡେଟ୍ ଦେଇ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇରହୁଛନ୍ତି। ଦ୍ୱିତୀୟ ସନ୍ତାନର ମା’ ହେବା ପରେ କରୀନା…
କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ
ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
ଏମାର ମଠରୁ ମିଳିଲା ୮ଖଣ୍ଡ ରୁପା ଇଟା
ପୁରୀ ଅଫିସ, ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ…
ରାଗରେ କାରର କାଚ ଭାଙ୍ଗିଲେ ଦ୍ରାବିଡ୍: କୋହଲି କହିଲେ ଏମିତି…
ନୂଆଦିଲ୍ଲୀ, ୧୦।୪: ଭାରତୀୟ କ୍ରିକେଟର ‘ ଦି ୱାଲ’ ଭାବେ ଜଣାଶୁଣା ରାହୁଲ ଦ୍ରାବିଡ୍ ସ୍ବଭାବରେ ବହୁତ ଶାନ୍ତ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲଙ୍କୁ ଖୁବ୍ ରାଗୁଥିବାର ଦେଖିବାକୁ ମିଳିଛି।…
କାର୍ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…
ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍ ନିଜେ କାର୍ରେ ବସି ମାଇକ୍ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ବିଚାରପତିଙ୍କ ଏପରି ଜନ ଜାଗରଣ ଦେଖି ଲୋକେ ତାଙ୍କୁ ଉତ୍ସାହିତ କରିବା ସହ…
ପାଞ୍ଚଥରର ଚାମ୍ପିୟନକୁ ହରାଇ ଆତ୍ମବିଭୋର ଆର୍ସିବି ଅଧିନାୟକ: ହର୍ଷଲଙ୍କୁ ନେଇ କହିଲେ…
ନୂଆଦିଲ୍ଲୀ,୧୦।୪: ଆଇପିଏଲ୍-୨୦୨୧ର ପ୍ରଥମ ମ୍ୟାଚ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। କୋହଲିଙ୍କ ଟିମ୍ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ)କୁ ୨ ଉଇକେଟରେ ହରାଇଛି। ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବେଶ…
୧୨ ଶହ ଟଙ୍କାରେ ମିଛ କରୋନା ରିପୋର୍ଟ…
ଲକ୍ଷ୍ନୌ,୧୦।୪: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ମିଛ କରୋନା ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ବିଭୁତିଖଣ୍ଡ ଅଞ୍ଚଳରେ ଏକ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ଏଭଳି ମିଛ କରୋନା ରିପୋର୍ଟ ପ୍ରସ୍ତୁତ…
ଏଟିଏମ୍ ମେଶିନ ପାଖରେ ବସି ପାଠ ପଢ଼ୁଛନ୍ତି ସୁରକ୍ଷାକର୍ମୀ: ଜାଣିଲେ…
ସୋସିଆଲ ମିଡିଆରେ ସବୁ ସମୟେରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଏହାରି ମଧ୍ୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଯେ କେହିବି ଭାବୁକ ହୋଇଯାବେ। ଇଣ୍ଟରନେଟ୍ରେ ଭାଇରାଲ ଏହି ଫଟୋରେ…
ସବୁଠାରୁ ବୟସ୍କ-ଯୁବ ଅଧିନାୟକ ଭିତରେ ଆଜି ଲଢ଼େଇ; ଏସବୁ ଖେଳାଳିଙ୍କ…
ନୂଆଦିଲ୍ଲୀ,୧୦।୪: ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ସବୁଠାରୁ ଯୁବ ଅଧିନାୟକ ରିଷଭ ପନ୍ତଙ୍କ ସହ ସବୁଠାରୁ ବୟସ୍କ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ…
Archives


