Home

କରୋନା ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ରାଜସ୍ଥାନରେ ଚିହ୍ନଟ ହେଲେ ୭ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଜୟପୁର,୨୦।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଦେଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାଜସ୍ଥାନରେ ୭୦୦ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାର ଏବେ ଆକ୍ସନମୁଡରେ…

ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ

ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ ଦାୟିତ୍ୱ ଗ୍ରହଣ କରିବେ। ତେବେ ଦ୍ରାଭିଡଙ୍କୁ ଏହି ସିରିଜ୍‌ ପାଇଁ କେବଳ କୋଚ୍‌ ଦାୟିତ୍ୱ…

କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍‌ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ

ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିବା ସହ ଅନେକ ଘରଦ୍ୱାର ଭାଙ୍ଗିପଡ଼ିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ…

କୃଷକଙ୍କ ଚେତାବନୀ: ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ ସରକାର

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ପୁଣି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସରକାର ଆମ କଥା ଶୁଣନ୍ତୁ ଏବଂ ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ। ଏହାସହ ପୁଣିଥରେ ୩…

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ ବସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ଏକ…

ଭାକ୍ସିନ୍‌ ବିକି ୯ ଜଣ ପାଲଟିଛନ୍ତି କୋଟିପତି: ମୋଡେର୍ନା ସିଇଓ ଶୀର୍ଷରେ..

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସାନିଟାଇଜର, ମାସ୍କ୍‌, ହ୍ୟାଣ୍ଡ୍‌ଓ୍ବାଶ୍‌ ଆଦିର ଚାହିଦା ବଢ଼ିଛି। ଏସବୁ ପ୍ରସ୍ତୁତ କରି ବହୁ ଲୋକଙ୍କ ଆର୍ଥିକ…

ରଥଖଳାର ୩ ମହାରଣା, ୫ ଭୋଇ ସେବକ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୦ା୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ ଚାଲିଥିବା ବେଳେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ରଥ କାର୍ଯ୍ୟ ନିର୍ମାଣ ଚାଲିଥିବା ବେଳେ ଗୁରୁବାର ଆଉ ୩ ମହାରଣା ଏବଂ ୫ ଭୋଇ ସେବକ କରୋନା…

୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ…

ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ…

ଅବକାରୀ ବିଭାଗର ଚଢ଼ାଉ: ୨ଗିରଫ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): ଭଦ୍ରକ ଜିଲାରେ ଅବକାରୀ ବିଭାଗ ଚଢ଼ାଉ କରିଛି। ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ବଜାର ଓ ସାବରଙ୍ଗ ଛକରେ ଥିବା ଚୋରା ମଦ ଦୋକାନ ଉପରେ ଏହି ଚଢ଼ାଉ କରାଯାଇଛି। ଅବକାରୀ ବିଭାଗର ଏହି ଚଢ଼ାଉ ସମୟରେ ୧୫୦ ଲିଟର…

୭ଦିନ ପାଇଁ ସିଲ୍‌ ହେଲା ୭ଦୋକାନ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍‌ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା ଦେଶୀ ମଦ ଦୋକାନ ଓ ବିଦେଶୀ ମଦ ଦୋକାନ, ୨ଟି ଲୁଗା ଦୋକାନ, ଗୋପାଳପୁରର…

ଆପତ୍ତି ଜନକ ସିନ୍‌ ପାଇଁ ଏହି ହଲିଉଡ୍‌ ଫିଲ୍ମ ଭାରତରେ ବ୍ୟାନ୍‌: ରାହୁଲଙ୍କ ବିରୋଧରେ ଗୁଜବ…

ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍‌ ଫିଲ୍ମ ଫିଫ୍ଟି ଶେଡସ୍‌ ଅଫ୍‌ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ମିଳି ନ ଥିଲା। ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ସହିତ ଅଶ୍ଳୀଳ ଦ୍ୱି ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?