Home

ଭାଇ ବାହାଘର ପାଇଁ ଶପିଂ ମଲ୍‌ରୁ କରିଥିଲେ ଚୋରି, ଏବେ ଏମିତି ପଡ଼ିଲେ ଧରା

ଝାରସୁଗୁଡ଼ା ଅଫିସ,୩୦ା୭: ସହରରେ ଥିବା ଏକ ଶପିଂ ମଲ୍‌ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ମଲ୍‌ ମ୍ୟାନେଜର୍‌ ସମୀର ବିଶ୍ବାଳ ଗତ ସୋମବାର ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ…

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣାପା ଗୌତମ। ଉଭୟ ଏବେ…

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନ: ଭାରତକୁ ପୁଣି ଏକ ପଦକ ଆଶା

ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସ୍ବର୍ଣ୍ଣ ପଦକଠାରୁ ମାତ୍ର ସେ ଦୁଇ ପାଦ ଦୂରରେ…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଫଳାଫଳ: ୯୯.୩୭% ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି। ଏଥର ୯୯.୩୭ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୭ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ରମାନେ…

କାର୍‌ ଅଛି ପାଟଣାରେ, ଚାଲାଣ କଟାଯାଉଛି ଭୁବନେଶ୍ୱରରେ

ପାଟଣା,୩୦ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡ. ଲକ୍ଷ୍ମଣ ମହାନ୍ତଙ୍କ ଓଡି ୦୨ ଏଏକ୍ସ ୫୦୮୨ ନମ୍ବର ବିଶିଷ୍ଟ ଏକ କାର୍‌ ରହୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଉକ୍ତ ଗାଡ଼ିଟି ଭୁବନେଶ୍ୱର ସିଆରପି ସ୍କୋୟାର…

୬୩ ହଜାର ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍ସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ ସହିତ ଉଚ୍ଚ ପ୍ରାଥମିକ…

ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ଧାଓ୍ବନ କହିଲେ ‘ଆବଶ୍ୟକ ବ୍ୟାଟ୍ସମ୍ୟାନ୍‌ ନ ଥିଲେ ଦଳ…’

କଲମ୍ବୋ,୩୦।୭: କଲମ୍ବୋରେ ଚାଲିଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରି ମ୍ୟାଚ୍‌ ଓ ସିରିଜ୍‌ ଜିତିଛି। ଟସ୍‌ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କା ବୋଲରଙ୍କ ଉଲ୍ଲେଖନୀୟ…

୧୦ ମିନିଟ୍‌ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍‌ କାର୍‌

ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି କାର୍‌ ମାତ୍ର ୧୦ ମିନିଟ୍‌ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାଧାରଣତଃ…

ମୋଦିଙ୍କ ଅଗଷ୍ଟ-୧୫ ଭାଷଣରେ ସାମିଲ ହେବ ଆପଣଙ୍କ ମତାମତ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୩୦।୭: ସ୍ବାଧୀନତା ଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣ କେମିତି ହେବା ଆବଶ୍ୟକ ସେନେଇ ଆପଣ ମଧ୍ୟ ରାୟ ଦେଇପାରିବେ। ପିଏମ୍‌ଓ ପକ୍ଷରୁ ଟୁଇଟ କରାଯାଇ ଏନେଇ ସୂଚନା ଦିଆଯାଇଛି।…

ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ କନ୍ୟାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ବର ୯୦ ହଜାର…

‘ମୁଁ ବିହାରୀ ଗୁଣ୍ଡା ନୁହେଁ’

ନୂଆଦିଲ୍ଲୀ,୩୦।୭: ଆଜି ମୌସୁମୀ ଅଧିବେଶନର ଦଶମ ଦିନ। ପେଗାସସ, ମୁଦ୍ରାସ୍ଫୀତି, କରୋନା ଏବଂ କୃଷି ଆଇନକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ପ୍ରତିଦିନ ହଟ୍ଟଗୋଳ ଦେଖାଦେଇଛି। ଶୁକ୍ରବାର ମଧ୍ୟ ଉଭୟ ସଦନରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ଦିନ…

ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍‌ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍‌ ହେବେ କି ପ୍ରଶ୍ନରେ ସେ କିଛି ଚିନ୍ତା କରି ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri