Home

ତଦନ୍ତ ସରିଲା, ଅଡୁଆ ବଢ଼ିଲା

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁବାସୀ ଜଙ୍ଗଲରେ ୨୦୨୦ ଅଗଷ୍ଟ ୨୭ରେ ଏକ ୧୫ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ହାତୀଟିର ଦୁଇଟି ଦାନ୍ତକୁ କାଟି ରଖିବା ପରେ ତାହାକୁ ପୋତି ଦେଇଥିଲେ। ଏପରିକି ଘଟଣାକୁ…

ଫଟୋରେ ଥିବା ଶିଶୁ ଏବେ ବଲିଉଡ୍‌ର ପ୍ରଖ୍ୟାତ ନାମ, ଚିହ୍ନିଲେ କିଏ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ସମସ୍ତ କଳାକାରଙ୍କ ଫଟୋ ଦେଖିବା ପାଇଁ ପ୍ରଶଂସକମାନେ ପସନ୍ଦ କରିଥାନ୍ତି। ପିଲାଦିନେ ଏମାନେ କେମିତି ଦେଖାଯାଉଥିଲେ, କ’ଣ କରୁଥିଲେ, ତାଙ୍କ ଲାଇଫ୍‌ଷ୍ଟାଇଲ୍‌ କେମିତି ଥିଲା ସେ ସମ୍ପର୍କରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌…

ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ କନରାଡ ରୋଣ୍ଟଜେନ ଜର୍ମାନୀର ୟୁୟେର୍ଜବୁର୍ଗ ବିଶ୍ୱବିଦ୍ୟାଳୟରେ କ୍ୟାଥୋଡ ରଶ୍ମିର ଉଦ୍ଭାବନ କରିଥିଲେ। ଏହି ସମୟରେ…

ସକାଳୁ ସକାଳୁ କଫି ପିଇବା ଲାଭଦାୟକ ନା କ୍ଷତିକାରକ

ଅଧିକାଂଶ ଲୋକେ ସକାଳୁ କଫି ନ ପିଇଲେ ବେଡ୍‌ରୁ ଉଠନ୍ତି ନାହିଁ। କଫି ପିଇବା ପରେ ନିଦ ଛାଡିବା ସହ ଶରୀରରେ ନୂତନ ଶକ୍ତି ବିସ୍ତାର ହୁଏ। ଏସବୁର ମୁଖ୍ୟ କାରଣ ହେଉଛି କଫିରେ ମିଳୁଥିବା କଫିନ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ,…

ବିରାଟ କୋହଲିଙ୍କ ହାତ ଖାଲି

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ରବିବାର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଟିମ…

ପ୍ରତିଦିନ ବୁଲେଟିନରେ ପ୍ରସାରିତ ହେବ ପାକିସ୍ତାନର ମ୍ୟାପ୍‌

ଇସଲାମାବାଦ୍‌,୮।୧୧: ପାକିସ୍ତାନରେ ପ୍ରତିଦିନ ରାତି ୯ଟା ବୁଲେଟିନରେ ଜାତୀୟ ଓ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲରେ ଦେଶର ନୂଆ ମ୍ୟାପ୍‌ ପ୍ରଦର୍ଶିତ କରାଯିବ। ଏ ନେଇ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟର ଅଥରିଟି (ପେମରା) ନିର୍ଦ୍ଦେଶ ଜାରି କରିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ନୂଆ…

ଆର୍ଯ୍ୟନଙ୍କ ଅପହରଣ ଯୋଜନାକୁ ଫେଲ୍‌ କରିଦେଇଥିଲା ସେଲ୍‌ଫି

ମୁମ୍ବାଇ,୭।୧୧: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ସବୁ କିଛି ଭଣ୍ଡୁର କରି ଦେଇଥିଲା ସେଲ୍‌ଫି। ଭାଜପା ନେତା ମୋହିତ କାମ୍‌ବୋଜ ରଚିଥିବା ଅପହରଣ ଯୋଜନାର ଅଂଶ ଥିଲେ ନାର୍କୋଟିକ…

ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାତି ୧୧ଟା ପରେ କୁହୁଡ଼ି ସହିତ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ବଢୁଛି ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା

କାନପୁର,୭।୧୧: ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଏଠାରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ମାମଲା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱପୂର୍ଣ୍ଣ…

ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ ଟିକା: ୧ କୋଟି ଡୋଜ୍‌ କିଣିବେ ସରକାର

ନୂଆଦିଲ୍ଲୀ,୭।୧୧: ଭାରତରେ ପିଲାମାନଙ୍କୁ ଖୁବ୍‌ଶୀଘ୍ର କରୋନା ଟିକା ଦିଆଯିବ। ୧୨ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଅହମ୍ମଦାବାଦ ସ୍ଥିତ କମ୍ପାନୀ ଜାୟଡସ କାଡିଲା ଠାରୁ ତିନି ଡୋଜ ଟିକା ‘ଜାଇକୋଭ-ଡି’ର ୧ କୋଟି…

ପୁନିତଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସୁରକ୍ଷା ଲୋଡା

ବେଙ୍ଗାଲୁରୁ,୭।୧୧: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଅକାଳେ ପୁନିତ ଆଖି ବୁଜିଲେ ବୋଲି ଫ୍ୟାନ୍ସଙ୍କ…

ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍‌ଲାର ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?