Home

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର ମୁସ୍ତାକ ଅହମ୍ମଦ କହିଛନ୍ତି, କୋହଲିଙ୍କ ନିଷ୍ପତ୍ତିରୁ ଭାରତୀୟ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍‌ ନ…

ଆଜିଠୁ ଗଡ଼ିବ ଓଲା ଇ-ସ୍କୁଟର

ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ। ତାମିଲନାଡୁ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଚଳିତବର୍ଷ ଅଗଷ୍ଟ ୧୫ରେ ଲଞ୍ଚ ହେବା ପରେ…

ସମ୍ପର୍କର ନୂଆ ନାମ ‘ମାନ୍‌’

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬ ବର୍ଷ ପୂର୍ବେ ସେ ତାଙ୍କୁ ପସନ୍ଦ କରୁଥିଲେ, ଏବେ ମଧ୍ୟ ସେହି ଭାବନା ଥିବା…

ଟ୍ରକ-ବସ୍‌ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …

ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍‌-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍‌ ଗାଁ ନିକଟରେଏକ ଟ୍ରକ ଏବଂ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବହୁ ଲୋକ ଏହି ଘଟଣାରେ ଆହତ ହୋଇଛନ୍ତି। ଆହତଙ୍କୁ…

୪୦ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି ଏହି ବ୍ୟକ୍ତି, ସହରକୁ ଫେରିବା ପାଇଁ ଆଦୌ ଚାହୁଁନାହାନ୍ତି; କାରଣ ଜାଣିଲେ…

ସ୍କଟ୍‌ଲାଣ୍ଡର ଜଣେ ୭୪ ବର୍ଷୀୟ ବ୍ୟକ୍ତି ଆଧୁନିକ ଦୁନିଆଠାରୁ ଅଲଗା ରହି ଜଙ୍ଗଲରେ ଜୀବନ ବିତାଉଛନ୍ତି। ତାଙ୍କର ନାଁ ହେଲା କେନ୍‌ ସ୍ମିଥ୍‌। ସେ ଜଙ୍ଗଲରେ ରହି ଆଉ ସହରୀ ସଭ୍ୟତାକୁ ଫେରିବାକୁ ଚାହୁଁନାହାନ୍ତି। ପାହାଡ଼ିଆ ଅଞ୍ଚଳରେ ନାଁ ଅଛି ବିଜୁଳି…

ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ। ହେଲେ ଏବେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହି ବିବାହ ବେଶ…

କୋଟିପତିଙ୍କ ସ୍ତ୍ରୀ ୧୩ ବର୍ଷ ସାନ ଡ୍ରାଇଭରଙ୍କ ସହ ଫେରାର, ପାଖରୁ ଟଙ୍କା ସରିଯିବା ପରେ…

ଭୋପାଳ,୧୦ା୧୧: ମଧ୍ୟପ୍ରଦେଶର ଖଜରାନା ଥାନା ଅନ୍ତର୍ଗତ ଜଣେ ୪୫ ବର୍ଷୀୟା ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ଜଣେ ଡ୍ରାଇଭରଙ୍କ ସହ ଫେରାର ହୋଇଯାଇଥିଲେ। ଫେରାର ପ୍ରେମୀଯୁଗଳ ଶିରିଡ଼ି, ଖଣ୍ଡାଲା, ନାସିକ୍‌, ବଡ଼ଦରା, ସୁରଟ ଆସି ଅଞ୍ଚଳରେ ବୁଲି ମଜାମସ୍ତି…

‘ହାଇଡ୍ରୋଜେନ୍‌ ବମ୍‌’ ପକାଇଲେ ନବାବ

ମୁମ୍ବାଇ,୧୦।୧୧: ମୁମ୍ବାଇ କ୍ରୁଜ ଡ୍ରଗ ମାମଲା ଦିନକୁ ଦିନ ବିବାଦ ଭିତରକୁ ଆସିଛି। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଏନସିପି ନେତା ନବାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ…

ଡାକ୍ତରଖାନାରେ ରାକେଶ, ତଡ଼ା ଖାଇଲେ ଅଫ୍‌ସାନା

ବମ୍ବେ: ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବାର ସପ୍ତାହେ ନ ପୂରୁଣୁ ଶୋ’ରୁ ବାହାରିଛନ୍ତି ଅଭିନେତା ରାକେଶ ବାପଟ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକେଶଙ୍କ କିଡନୀରେ ଷ୍ଟୋନ(ପଥର) ହୋଇଛି। କୁହାଯାଉଛି ରାକେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିନେଇ ତାଙ୍କୁ ବିଗ୍‌ବସ୍‌ ଘରୁ…

ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର

ଇସଲାମାବାଦ,୧୦।୧୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି। ଅନେକ ସମାଲୋଚନା ପରେ ଇମ୍ରାନ ଖାନ ସରକାର ମନ୍ଦିର ପାଇଁ ଜମି ଆବଣ୍ଟନ ପୁନଃସ୍ଥାପନ କରିଛନ୍ତି। ଏହାପୂର୍ବରୁ ସରକାର କଠୋରପନ୍ଥୀଙ୍କ ନିକଟରେ ଆତ୍ମସମର୍ପଣ କରି…

ମିଳୁନି ପାଣି,୧୦୦ ପରିବାର ହନ୍ତସନ୍ତ

କଣ୍ଟାପଡା, ୧୦ା୧୧(ଡି.ଏନ୍‌.ଏ.):ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରକଳ୍ପ ଥାଇ ମଧ୍ୟ କଣ୍ଟାପଡା ବ୍ଲକ ଶିଶୁଆ ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇଁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି।…

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ନଚେତ୍‌ ୧୯୬୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?