ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା
ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ…
ହାରିଗଲେ ଦୀପିକା: ପଦକ ଆଶା ଧୂଳିସାତ୍
ଟୋକିଓ,୩୦।୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଦୀପିକା କୁମାରୀ କୋରିଆର ସାନ ଉନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୦-୬ରେ ପରାସ୍ତ ହୋଇଛନ୍ତି। ଫଳରେ ନୀରନ୍ଦାଜୀରେ ଭାରତର ପଦକ ଆଶା ମଉଳିଛି। ତୃତୀୟ ସେଟରେ ଦୀପିକା ୭, ୮, ୯ ସ୍କୋର କରିଥିଲେ।…
ବେଶ ସ୍ବାଭିମାନୀ ହୋଇଥାନ୍ତି ଏହି ରାଶିରେ ଜନ୍ମିତ ମହିଳା: ଦେଖିବାକୁ ଶାନ୍ତ; ହେଲେ ଦରକାର ପଡ଼ିଲେ କରିଦିଅନ୍ତି ମୁହଁ ବନ୍ଦ
ମକର ରାଶିର ସ୍ବାମୀ ଗ୍ରହ ଶନି। ଏହା ତ୍ୟାଗ ଓ ବଳିଦାନର ରାଶି ବୋଲି କୁହାଯାଏ। ଶନି ଠିକ୍ ଥିବା ବେଳେ ଏହି ରାଶିର ବ୍ୟକ୍ତି ସଚ୍ଚୋଟ ଏବଂ ବିଶ୍ୱାସୀ ହୋଇଥାନ୍ତି। ହେଲେ ଶନି ଖରାପ ଚାଲିଲେ ଏହାର ଠିକ୍ ଓଲଟା…
ଶ୍ରାବଣ ମାସରେ ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଚାକିରି କ୍ଷେତ୍ରରେ ଆସିପାରେ ନୂଆ ଅଫର୍
ଆରମ୍ଭ ହୋଇଛି ଶ୍ରାବଣ ମାସ। ଜୁଲାଇ ୨୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେବ। ମାସଟି ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ଆଜି…
‘କାହିଁକି ମୋତେ ମ୍ୟାଚ୍ ପୂର୍ବରୁ ଡ୍ରେସ୍ ବଦଳାଇବାକୁ କୁହାଯାଇଥିଲା’
ନୂଆଦିଲ୍ଲୀ,୨୦।୭: ୬ ଥର ବିଶ୍ୱ ଚାମ୍ପିଅନ ଏମସି ମେରିକମ ପୁଣିଥରେ ତାଙ୍କ ଫ୍ଲାଏୱେଟ (୫୧ କିଲୋଗ୍ରାମ) ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଉପରେ ପ୍ରଶ୍ନ କରିଛନ୍ତି। ମେରିକମ କହିଛନ୍ତି ଯେ ମ୍ୟାଚ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ତାଙ୍କୁ ତାଙ୍କ ପୋଷାକ…
ଲଘୁଚାପ ସତ୍ତ୍ୱେ ହାଲୁକା ବର୍ଷା
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହୁଛି। ଇତିମଧ୍ୟରେ ଲଘୁଚାପ ଓ୍ବେଲ୍ମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମ ଦିଗକୁ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଚାଲିଗଲାଣି। ହେଲେ…
ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ
ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅପରାହ୍ନ ୨ ଟାରେ ଛାତ୍ରୀଛାତ୍ରମାନେ ସିବିଏସ୍ଇର ଅଫିସିଆଲ ୱେବସାଇଟ, cbseresults.nic.in ଏବଂ ଉମଙ୍ଗ ଆପ ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।…
ପିଏମ୍ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ ସ୍ଥାନରେ ଥିବାବେଳେ ଚଳିତବର୍ଷ ବହୁ ପଛରେ ପଡ଼ିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ…
୧୩ ଦଳର ୪୫୫ ବୋଲର୍ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍
କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୮୧ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ଶ୍ରୀଲଙ୍କା…
ଫେସ୍ବୁକ୍ରୁ ପ୍ରେମ ବିବାହକରି ପ୍ରତାରଣା ମାମଲା: ଯୌତୁକ ସାମଗ୍ରୀ ନେଇଗଲେ ସ୍ତ୍ରୀ
କଟକ ଅଫିସ,୩୦।୭: ଫେସ୍ବୁକ୍ରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ନୂଆ ମୋଡ ଆସିଛି। ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଷରେ ସ୍ତ୍ରୀ ବାଲେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି…
ଚିଲିକାରୁ ୪୩୦ ଏକର ଘେରି ଉଚ୍ଛେଦ
କୃଷ୍ଣପ୍ରସାଦ,୩୦।୭(ଡି.ଏନ୍.ଏ.): ଚିଲିକାକୁ ନେଇ ମତ୍ସ୍ୟଜିବୀ, ପେଷାଦାର ମତ୍ସ୍ୟଜୀବୀ ଏବଂ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି ା ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ…
ଲୋଗୋ ଅସଲି, ଘଣ୍ଟା ନକଲି
କଟକ ଅଫିସ,୩୦।୭: ଘଣ୍ଟାରେ ଏକ ନିର୍ଦ୍ଦିଷ୍ଟ ନାମୀ କମ୍ପାନୀର ଅସଲି ଲୋଗୋ ରହିଛି। କିନ୍ତୁ ଘଣ୍ଟା ନକଲି। ଏହି ନକଲି ହାତଘଣ୍ଟା ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ଦୋକାନର କର୍ମଚାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ…
Archives


