Home

ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି। ବରିଷ୍ଠ ଡାକ୍ତର ତଥା ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି, ରୋଗ ଚିହ୍ନଟ ନ କରି ଫାର୍ମାସିଷ୍ଟମାନେ କେମିତି ଔଷଧ…

କଟକଣାରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ପାଖେଇ ଆସିଲାଣି ଦୁର୍ଗାପୂଜା। କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁରୁବାର ଦଶହରା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ପୂଜାକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର…

ଅସୁରଖୋଳା, ଶୁକପାଇକାର ପୁନରୁଦ୍ଧାର ଜରୁରୀ

ପାଟକୁରା,୨୪।୯(ଡି.ଏନ.ଏ.): ମହାନଦୀର ଶାଖା ନଦୀ ହେଉଛି ଶୁକପାଇକା। ଏହା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଞ୍ଚାୟତର ସାହୁକ୍ଷେତ, ବାବୁଜଙ୍ଗଠାରୁ ବାହାରି ବାବୁଜଙ୍ଗ, ସଫିପୁର, ପିଁପୁର, ଉତ୍ତରକୂଳ, ମୁଗୁରିଆ, ମେହେନ୍ଦିପୁର, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଆଦି ଗାଁରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା…

୫ ବର୍ଷ ବିତିଲା, ସଂଯୋଗୀକରଣ ରାସ୍ତା ହେଲାନି

ଡେରାବିଶ, ୨୪ା୯(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣାନଦୀ ଉପରେ ନିର୍ମିତ ହୋଇଥିବା ସେତୁ ଏବେ ବି ଅଧାପନ୍ତରିଆ ହୋଇ ପଡ଼ିରହିଛି। ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଲୋକାର୍ପିତ କରିଥିଲେ। ଏହା ଭିତରେ ୫ ବର୍ଷ…

ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ. ଜି.ଆର. ଚିନ୍ତାଲା ଆସିଥିଲେ। ସେ ଗୋପାଳପୁର ଗାଁର ଗୋଟିଏ ବର୍ଗ ବୁଣାକାରଙ୍କ ସହ ଆଲୋଚନା…

ଅଧାରେ ଲାଖିଛି ବିକାଶ

ଯାଜପୁର ଅଫିସ,୨୪ା୯: ଯାଜପୁର ଜିଲା ସଦର ମହକୁମାର ନବକଳେବର ପରିପ୍ରେକ୍ଷୀରେ ଆଉ ଏକ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ ମାନ୍‌ସାପୋଲଠାରୁ ବିରଜା ମହିଳା କଲେଜ ଛକ ଏବଂ ଜିଲା ସଦର ଡାକ୍ତରଖାନାଠାରୁ କାଲିଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ରହିଛି।…

କୁକୁର ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଗଲା ମାଙ୍କଡ଼, ୩ ଦିନ ପାଖରେ ରଖିବା ପରେ…

ମାଙ୍କଡ଼ ଏମିତି ଏକ ପ୍ରାଣୀ ଯିଏ କି ବହୁତ ଦୁଷ୍ଟ। ଏହାର ଚତୁରତା ଦେଖି ଲୋକେ ବି ବେଳେବେଳେ ଆନନ୍ଦିତ ହୁଅନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ମାଙ୍କଡ଼ମାନେ ହଟହଟା କରୁଥିବାର ଭିଡିଓ ଭାଇରାଲ ହୋଇଥାଏ। ଏମାନେ ବେଳେବେଳେ ମଣିଷ ଏବଂ…

ଦଳ ବିଜୟ ପରେ ଲାଗିଲା ଝଟ୍‌କା: ୨୪ ଲକ୍ଷ ଟଙ୍କାର ଜୋରିମନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୨୪।:କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଉଇକଟରେ ପରାସ୍ତ କରିଛି। ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥରୁ ଷଷ୍ଠ ସ୍ଥାନକୁ…

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ, କଡା କାର୍ଯ୍ୟନୁଷ୍ଠାନ ଜରୁରୀ: ହ୍ୟାରିସ-ମୋଦି

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ମୂଳ ବାସିନ୍ଦା କମଲା ହ୍ୟାରିସଙ୍କୁ ଭେଟିଛନ୍ତି । ଏହି ସମୟରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଆଲୋଚନା ହୋଇଛି । ଏହାସହ ଆଫଗାନିସ୍ତାନକୁ ନେଇ ଆଲୋଚନା…

ବ୍ୟାଟିଂ ବେଳେ ବଲ୍‌ ବାଜି ଭାଙ୍ଗି ଯାଇଥିଲା ଦାନ୍ତ, ତଥାପି ଖେଳିବା ଜାରି ରଖିଥିଲେ ଏହି ମହାନ କ୍ରିକେଟର୍‌

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୭୧ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ ପିତା ଲାଲା ଅମରନାଥ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର୍‌ ଥିଲେ। ତାଙ୍କ ପିଢିକୁ ଆଗକୁ…

ଦାୟିତ୍ୱରୁ ମୁହଁ ଫେରାଇ ହେବନାହିଁ

କାବୁଲ,୨୪।୯:ଆଫଗାନିସ୍ତାନର ଅଶ୍ରଫ ଗନି ସରକାର ଅମଳରେ କାବୁଲ ମେୟର ଥିବା ଦାଉଦ ସୁଲତାନଜୋୟ ତାଲିବାନ୍‌ ଶାସନରେ ବି ରାଜଧାନୀକୁ ଚଳାଉଛନ୍ତି। ଏବେ ସେ ତାଲିବାନ୍‌ ନିଯୁକ୍ତ ନୂଆ କାମଚଳା ପ୍ରଶାସକ ହମିଦୁଲ୍ଲା ନୋମାନିଙ୍କ ସହ ମିଶି ଅଫିସ ପରିଚାଳନା କରୁଛନ୍ତି। ତାଲିବାନ୍‌ର…

ସାରା ଭାରତ ପ୍ରଦୂଷିତ

ଜେନେଭା/ନୂଆଦିଲ୍ଲୀ,୨୪।୯:ଜନସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ନକାରାମତ୍କ ପ୍ରଭାବ ନେଇ କିଛି ବର୍ଷ ଧରି ଚାଲିଥିବା ବୈଜ୍ଞାନିକ ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ୨୪ ଘଣ୍ଟା ଭିତରେ ୨୫ ମାଇକ୍ରୋଗ୍ରାମର ପିଏମ୍‌୨.୫ ସାନ୍ଦ୍ରତାକୁ ସୁରକ୍ଷିତ ବିବେଚନା କରାଯାଉଥିଲା। କିନ୍ତୁ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri