Home

ଲାଲ୍‌ଟୋପି ଭାଜପାକୁ ବିପଦ

ଗୋରଖପୁର/ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ବିରୋଧୀଙ୍କ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋରଖପୁରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି (ଏସ୍‌ପି)କୁ ଟାର୍ଗେଟ…

ଖାଦ୍ୟ ପଠାଇବାରେ ଭାରତ ନଂ ୧

ସାଓ ପାଉଲୋ,୭।୧୨: ଆରବ ଦେଶକୁ ଖାଦ୍ୟ ଯୋଗାଇବାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି ଭାରତ। ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଏହି ଦୌଡ଼ରେ ଶୀର୍ଷରେ ପହଞ୍ଚିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ ବ୍ୟବସାୟରେ ଏଭଳି ପରିବର୍ତ୍ତନ ଆସିଥିବା…

ବୁଧବାର ନିଷ୍ପତ୍ତି ଶୁଣାଇବେ ଚାଷୀ

ନୂଆଦିଲ୍ଲୀ,୭।୧୨: ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ। ଏସ୍‌କେଏମ୍‌ ଯାହା ସ୍ଥିର କରିବ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମଙ୍ଗଳବାର…

ସପ୍ତାହକୁ ସାଢ଼େ ୪ ଦିନ କାମ

ଦୁବାଇ,୭।୧୨: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏହାର କର୍ମଚାରୀଙ୍କ କାର୍ଯ୍ୟଦିବସ ସମ୍ପର୍କୀତ ନିୟମରେ ପରିବର୍ତ୍ତନ କରିଛି। ଏଣିକି ଦେଶରେ ସପ୍ତାହକୁ (ଉଭୟ ସରକାରୀ ଓ ବେସରକାରୀ)କର୍ମଚାରୀଙ୍କୁ ସାଢ଼େ ଚାରି ଦିନ କାମ କରିବାକୁ ପଡ଼ିବ। ପ୍ରତ୍ୟେକ ଶନିବାର ଓ ରବିବାର ଛୁଟି।…

ସରକାରୀ କାର୍ଯ୍ୟାଳୟରେ ପିସ୍ତଲ ଦେଖାଇଲେ ଟିଏମ୍‌ସି ନେତ୍ରୀ

କୋଲକତା,୭।୧୨: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ରାଜ୍ୟର ମାଲଦା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଟିଏମସି ନେତ୍ରୀ ମୃଣାଳିନୀ ମଣ୍ଡଳ ମୌତି ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ହାତରେ ପିସ୍ତଲ…

କଂଗ୍ରେସକୁ ଟକ୍କର ଦେବାକୁ ସଜ ହେଉଛନ୍ତି ଅମରିନ୍ଦର, ଉଦଘାଟନ କଲେ କାର୍ଯ୍ୟାଳୟ

ଚଣ୍ଡିଗଡ଼,୭।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତ ହେଉଛନ୍ତି। ୨୦୨୨ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିବା ଅମରିନ୍ଦର ଆଜି ସେକ୍ଟର -୯ରେ ତାଙ୍କ ଦଳର କାର୍ଯ୍ୟାଳୟର…

ଓମିକ୍ରନ ଭାରିଆଣ୍ଟ ଡାକ୍ତର ସୁସ୍ଥ ହେବାପରେ ପୁଣି କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୭।୧୨: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ ଭାରିଆଣ୍ଟ ରେ ପୀଡିତ…

ଚତୁର୍ଥୀ ରାତିରେ ସ୍ବାମୀ ରଖିଲେ ଏମିତି ସର୍ତ୍ତ, ଛାଡପତ୍ର ପର୍ଯ୍ୟନ୍ତ ଗଲା କଥା

ରାଞ୍ଚି,୭।୧୨: ଝାଡଖଣ୍ଡର ପୂର୍ବ ସିଂହବୁମ ଜଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ବ୍ୟାଙ୍କ ଅଫିସର ସ୍ବାମୀ ଚତୁର୍ଥୀ ରାତିରେ ସ୍ତ୍ରୀଙ୍କ ଆଗରେ ଏପରି ସର୍ତ୍ତ ରଖିଥିଲେ ଯେ, ଏବେ ଛାଡପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିଛି। ଫଳରେ ନବବିବାହିତା ଘର…

ଲାଲ୍‌ ଟୋପି ବିପଦର ଘଣ୍ଟି, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗଦେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଖିଳେଶ ଯାଦବଙ୍କ ନାମ ନ ନେଇ କଟାକ୍ଷ କରି କହିଛନ୍ତି ଯେ, ଲାଲ୍‌ ଟୋପି ରାଜ୍ୟ ପାଇଁ ବିପଦର ଘଣ୍ଟି।…

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରି କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ…

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଡେଙ୍ଗୁ ସମୀକ୍ଷା ପାଇଁ ଆଇନଜୀବୀ ରଜତ ଆନେଜାଙ୍କ୍‌ୁ ଆମିକସ୍‌…

୧ କୋଟି ଟଙ୍କା ଦାନ ଦେଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଦର୍ଶକମାନେ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଦେଖିବାକୁ ଅପେକ୍ଷା କରିଛନ୍ତି। ରୂପେଲି ପରଦାରେ ପ୍ରଭାସଙ୍କୁ ଜଣେ ଶକ୍ତିଶାଳୀ ଅଭିନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri