ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଭାରତ ଫେରିଲେ ଖେଳାଳି: ଜୋରଦାର ସ୍ବାଗତ
ନୂଆଦିଲ୍ଲୀ,୯।୮: ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ତଥା ସ୍ମରଣୀୟ ପ୍ରଦର୍ଶନ କରିବା ପରେ ଭାରତୀୟ ଆଥଲେଟ୍ମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଜୋରଦାର ସ୍ବାଗତ କରାଯାଇଥିଲା। ଟୋକିଓରୁ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ…
ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର
ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ହେଲେ ଏହାପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ପୁଅ…
ଆଇପିଏଲ୍ରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୯।୮: ଆଇପିଏଲର ୧୪ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ଟି -୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ପୁଣି ଆରମ୍ଭ ହେଉଛି । ଏହାପୂର୍ବରୁ ମେ ମାସରେ ଏହାର ପ୍ରଥମ ପର୍ଯ୍ୟାୟ…
ସ୍କୁଲ ନ ଖୋଲିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ: ପାର୍ଲାମେଣ୍ଟାରୀ କମିଟି
ନୂଆଦିଲ୍ଲୀ,୯।୮: କରୋନା ମହାମାରୀ ଯୋଗୁ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଦେଶରେ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ପାଠପଢ଼ାରେ ବହୁତ କ୍ଷତି ହୋଇଛି। ଏନେଇ ସୋମବାର ପାର୍ଲାମେଣ୍ଟାରୀ କମିଟି ପ୍ରତିକ୍ରିୟା ରଖିଛି। କମିଟି ପକ୍ଷରୁ…
ମହାକାଶରେ ନାଚିଲା ଭୂତ: ବୈଜ୍ଞାନିକ ଆଶ୍ଚର୍ଯ୍ୟ
ସମାଜରେ ଅନେକ ଭୂତ କାହାଣୀ ଶୁଣିଥିବେ। କିନ୍ତୁ ମହାକାଶରେ ଭୂତ ନାଚୁଥିବା କେବେ ଶୁଣିଛନ୍ତି କି? ବୋଧହୁଏ ନା। ନିକଟରେ ମହାକାଶରେ ଭୂତ ନାଚୁଥିବା ଫଟୋ ଭାଇରାଲ ହୋଇଛି। ମହାକାଶରେ ଦୁଇ ଆକାଶଗଙ୍ଗା ପାର୍ଶ୍ୱରେ ଏହି ଭୂତ ଦୃଶ୍ୟମାନ ହେଉଛି। ଏହାସହ…
ପାର୍ବଣ ଋତୁ ଲାଗି ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ: ଜାଣନ୍ତୁ କ’ଣ ରହିଛି ଏଥିରେ
ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ…
ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା
ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ପଞ୍ଜାବର ଅମୃତସରରେ ପାକିସ୍ତାନ ଡ୍ରୋନ ମାଧ୍ୟମରେ…
ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର
ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ ଲେଖିଛନ୍ତି, ମୋତେ ବିବାହ କରିବ କି? ଯୁବକଙ୍କ ଏପରି ହୃଦୟସ୍ପର୍ଶୀ ବାର୍ତ୍ତା ଦେଖି ସେହି…
ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା
କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଛାତ୍ର ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହାଙ୍କ ହାତ…
ନଦୀରୁ ବାହାରିଲା ରୁପା କଏନ୍, ଗାଁ ଲୋକଙ୍କ ଜମିଲା ଭିଡ଼…
ଭୋପାଳ,୯।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏପରିସ୍ଥଳେ ସିନ୍ଦ୍ ନଦୀ କୂଳରେ ଥିବା ଅଶୋକ ନଗର ଅଞ୍ଚଳର ପଞ୍ଚାବଳୀ ଗାଁର ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଥିଲା। ନଦୀରୁ ରୁପା କଏନ୍ ମିଳୁଥିବା ପ୍ରଚାର ହେବା ପରେ ଲୋକଙ୍କ…
ମାରାଥନ୍ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା। ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦିଲ୍ଲୀ ସରକାର ଏହାକୁ ସ୍ମରଣୀୟ…
ଓବିସି ସଂଶାଧନ ବିଲ୍ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…
ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍-୨୦୨୧ ପାସ୍ ହୋଇଛି। ଏହାକୁ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏହି ସଂଶାଧନ ବିଲ…
Archives


