Home

ନିକ୍‌ଙ୍କଠାରୁ ପ୍ରିୟଙ୍କାଙ୍କ ସମ୍ପତ୍ତି ଅଧିକ, ଜାଣନ୍ତୁ କେତେ

ମୁମ୍ବାଇ: ଆଜି ହେଉଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବାହ ବାର୍ଷିକୀ। ୧ ଡିସେମ୍ବର ୨୦୧୮ରେ ଦୁହେଁ ଯୋଧପୁରର ଏକ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛିଦିନ ତଳେ ପ୍ରିୟଙ୍କା…

ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି, ଲୋକ ସଭାରେ ପ୍ରଶ୍ନ…

ନୂଆଦିଲ୍ଲୀ ,୧।୧୨: ସୁପ୍ରିମ୍‌କୋର୍ଟରେ କେବଳ ଇଂଲିଶ୍‌ର ବ୍ୟବହାର କାହିଁକି ବୋଲି ଲୋକ ସଭାରେ ବୁଧବାର ପ୍ରଶ୍ନ ଉଠିଛି। ଶୂନ୍ୟକାଳରେ ଉତ୍ତରପ୍ରଦେଶ କାନପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସତ୍ୟଦେବ ପାଚୌରି ଏଭଳି ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ହିନ୍ଦୀ ଅବା…

ଶାହରୁଖଙ୍କୁ ଫସାଇ ଦେଇଛି ଭାଜପା: ମମତା

ମୁମ୍ବାଇ,୧।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁଣି ଭାଜପାକୁ ଟାର୍ଗେଟ କରିଚନ୍ତି। ଏଥର ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ସମର୍ଥନରେ କରି ଭାଜପା ଉପରେ ବର୍ଷିଛନ୍ତି। ଡ୍ରଗ୍ସ କେସ୍‌ରେ ଶାହରୁଖଙ୍କ ପୁଅକୁ ଭାଜପା ଫସାଇ ଦେଇଛି। ଅଯଥା…

ଦିଦି ବଙ୍ଗଳାର ସିଂହୀ: ସଞ୍ଜୟ

ମୁମ୍ବାଇ,୧।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳାର ସିଂହୀ ବୋଲି ବର୍ଣ୍ଣନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ବୁଧବାର ମମତାଙ୍କୁ ଭେଟିବା ପରେ ସଞ୍ଜୟ କହିଥିଲେ ଯେ, ଆମେ ସମସ୍ତେ ମିଶି କେନ୍ଦ୍ର ସରକାରଙ୍କ ବିରୋଧରେ ଲଢିବୁ। ଦିଦି ବଙ୍ଗଳାର…

ଓମିକ୍ରନ୍‌କୁ ନେଇ ଚିନ୍ତାରେ ଜାପାନ, ଆରମ୍ଭ କଲା ବୁଷ୍ଟର ଟିକାକରଣ

ଟୋକିଓ,୧ା୧୨: ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଗ୍ରାମ କରୁଥିବା ବେଳେ ଏହାର ଆଉ ଏକ ନୂତନ ଭାଇରସ ‘ଓମିକ୍ରନ୍‌’ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ଜାପାନରେ କରୋନା ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ଆରମ୍ଭ ହୋଇଛି।…

୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ…

ନୂଆଦିଲ୍ଲୀ ,୧।୧୨: କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି। ପୂର୍ବରୁ…

ଏହି ୫ ଶୁଆ ପାଇଁ ବଦ୍‌ନାମ ହେଲା ଚିଡ଼ିଆଖାନା, ଫେରିଗଲେ ପର୍ଯ୍ୟଟକ

ପ୍ରାୟତଃ ଶୁଆ ଗୀତ ଗାଇବା କିମ୍ବା ମଣିଷ ପରି ଭାଷା କହୁଥିବାର ଦେଖିଥିବେ। ଶୁଆ ଏମିତି ଏକ ପକ୍ଷୀ, ଯିଏ କି ମଣିଷ ଭାଷା ବୁଝିପାରେ ଏବଂ କହିପାରେ ମଧ୍ୟ। କିନ୍ତୁ ଶୁଆ ଯୋଗୁ ଗୋଟିଏ ଚିଡ଼ିଆଖାନା ଯେ, ପୂରା ବଦ୍‌ନାମ…

ପ୍ୟାରିସ କି ସିଙ୍ଗାପୁର ନୁହେଁ, ଏହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ସହର

ଲଣ୍ଡନ,୧।୧୨: ଲଣ୍ଡନର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ବିଶ୍ୱର ସବୁଠୁ ଦାମୀ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି । ଏଥର ପ୍ୟାରିସ କିମ୍ବା ସିଙ୍ଗାପୁର ନୁହେଁ, ଏହି ତାଲିକାରେ ଇସ୍ରାଏଲର ସହର ତେଲ ଅଭିଭ ପ୍ରଥମ ସ୍ଥାନରେ ରହିଛି। ତେଲ ଅଭିଭ ଦୁନିଆର…

କୋର୍ଟ ରୁମ୍‌ରେ ରିଙ୍ଗ୍‌ ହେଲା ମୋବାଇଲ୍‌, ଫୋନ୍‌ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜବତ କଲେ ହାଇକୋର୍ଟ…

ଗାନ୍ଧିନଗର,୧।୧୨: କୋର୍ଟ ରୁମ୍‌ରେ ଶୁଣାଣି ଚାଲିଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ରିିଙ୍ଗ୍‌ ହେବାରୁ ସେ ବସିବା ସ୍ଥାନରୁ ଉଠି ଚାଲିଯାଇଥିଲେ। ଏନେଇ ଉପସ୍ଥିତ ଥିବା ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ମୋବାଇଲ୍‌ ଫୋନ୍‌ ଅପରାହ୍ନ ୫ଟା…

ଟୁଇଟର୍‌ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ,୧।୧୨: ନୂଆଦିଲ୍ଲୀ,୧।୧୨: ଟୁଇଟର୍‌ ଦାୟିତ୍ୱ ନେବା ମାତ୍ରେ ପରାଗ ଅଗ୍ରୱାଲ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଟୁଇଟ୍‌ ସିଇଓ ପରାଗ ଟୁଇଟର ସମ୍ବନ୍ଧରେ ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ନୂତନ ନିୟମ ଅନୁଯାୟୀ, କୌଣସି ୟୁଜର୍ସ ସମ୍ମତି ବିନା ଅନ୍ୟର ଫଟୋ…

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧।୧୨: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ ପାଇଁ ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଗୋଟିଏ କୋର୍ଟରେ ଏପରି ମାମଲା ହୋଇଛି।…

ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି, ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୧।୧୨: ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି ବୋଲି ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏଭଳି କହିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତଥା କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri