ସାଉଥ୍‌ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ସେ ଆକ୍ସନ ଏବଂ କମେଡି ସହିତ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବି କୌଣସି ଫିଲ୍ମ ପୃଷ୍ଠଭୂମି ରୁ ନ ଆସି ମଧ୍ୟଏତେ ବଡଷ୍ଟାର୍‌ ହୋଇପାରିଛନ୍ତି। ସେ ରବି ନାମରେ ପ୍ରସିଦ୍ଧ ହୋଇପାରନ୍ତି, କିନ୍ତୁ ତାଙ୍କର ପ୍ରକୃତ ନାମ ବିଶଙ୍କର ରାଜୁ ଭୂପତିରାଜୁ। ସେ ଆନ୍ଧ୍ରପ୍ରଦେଶର ଜଗ୍ଗମ୍ପେଟାରେ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଡଷ୍ଟ୍ରିରେ ମହାରାଜା ଏବଂ ଖିଲାଡି ଭାବରେ ମଧ୍ୟ ଜଣାଶୁଣା। କେବଳ ଏତିକି ନୁହେଁ, ତାଙ୍କ ଫିଲ୍ମରେ ଅଧିକ ଆକ୍ସନ ଯୋଗୁ ତାଙ୍କୁ ଦକ୍ଷିଣର ଅକ୍ଷୟ କୁମାର ମଧ୍ୟ କୁହାଯାଏ।
ରବି ଜଣେ ସହାୟକ କଳାକାର ଭାବରେ ତାଙ୍କର ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ କର୍ତ୍ତବ୍ୟମ୍‌ ୧୯୯୦ରେ ଆସିଥିଲା। ଏହା ପରେ ସେ ପଛକୁଫେରି ନ ଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ଏବେ ସେ ହିନ୍ଦୀ ଫିଲ୍ମ ଜଗତରେ ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

କମେଡି ମାୟା

ନିକଟରେ ରିଲିଜ ହୋଇଛି ସବ୍ୟସାଚୀ-ଏଲିନା ଅଭିନୀତ ‘ମାଲ ମହୁ ଜୀବନ ମାଟି’। ଏଥିରେ ଡନ୍‌ ଡୋଗ୍ରାର ଅନ୍ୟତମ ସହଯୋଗୀ ଭାବରେ ଅଭିନୟ କରିଛନ୍ତି ବିଜୁ ବଡଜେନା।...

ହ୍ରିତିକ୍‌ଙ୍କ ପରିବାର ସହ ନଜର ଆସିଲେ ସବା, ଫଟୋ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ହ୍ରିତିକ୍‌ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କ ସହ ବହୁଥର ଏକାଠି...

୩୨ ବର୍ଷରେ ପାଦ ଦେଲେ ସୋନାକ୍ଷୀ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ...

ସୋନାକ୍ଷି-ଇକବାଲଙ୍କ ସମ୍ପର୍କରେ ମୋହର ଲଗାଇଲେ ଇକବାଲ!

ମୁମ୍ବାଇ: ବଲିଉଡ ନାୟିକା ସୋନାକ୍ଷି ସିହ୍ନା ତାଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି ।...

ଦୀପିକା-ରଣଭୀରଙ୍କ ମଧ୍ୟରୁ କିଏ କାହାକୁ ବେଶୀ ଡରନ୍ତି

୨୦୨୧ରେ ବଲିଉଡ୍‌ର ସବୁଠୁ ପାୱାର୍‌ଫୁଲ୍‌ ଦମ୍ପତି ତାଲିକାର ସର୍ବାଗ୍ରେ ଅଛନ୍ତି ଅଭିନେତା ରଣଭୀର ସିଂ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ। ଏକ ସର୍ଭେରେ...

ବାପାଙ୍କ ମୃତ୍ୟୁ ପୂର୍ବରୁ ପାଇଥିବା ଅଭିନୟ ଟିପ୍ସ ବିଷୟରେ ଶେୟାର କଲେ ରଣବୀର

ଭେଟେରାନ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନାମ୍‌କିନ ବର୍ତ୍ତମାନ ଷ୍ଟ୍ରିମିଂ କରୁଛି। ସ୍ବର୍ଗତ ଅଭିନେତାଙ୍କ ଅଭିନୟକୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି। ଅନେକ ଏହି...

ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ...

Advertisement
Archives

Model This Week