୨୦୨୭ ପୂର୍ବରୁ ଯୁଦ୍ଧ କରିପାରେ ଚାଇନା
ହଂକଂ,୮ା୧୨: ତାଇଓ୍ବାନ ପ୍ରତି ଚାଇନାର ଆକ୍ରୋଶ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ତାଇଓ୍ବାନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (PLA) ବାରମ୍ବାର ତାଇଓ୍ବାନର ଆକାଶ ମାର୍ଗରେ ଅନୁପ୍ରବେଶ କରୁଛି। ବିଶେଷକରି ସାମୁଦ୍ରିକ କାର୍ଯ୍ୟକଳାପ…
ସରକାରକୁ ଆସିଲେ ମହିଳାଙ୍କୁ ସ୍କୁଟି, ମାଗଣା ବସ୍ ସେବା ଯୋଗାଇ ଦେବ କଂଗ୍ରେସ
ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାମାନଙ୍କ ପାଇଁ ଏକ ପୃଥକ ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛନ୍ତି। ଏହି ଘୋଷଣାପତ୍ରକୁ ଶକ୍ତି ବିଦ୍ୟା ନାମରେ ନାମିତ କରାଯାଇଛି। ପ୍ରିୟଙ୍କା କହିଛନ୍ତି…
ସିଡିଏସ୍ ବିପିନ ରାୱତଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। ଏହି ଭୟଙ୍କର ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ ବିପିନ ରାୱତଙ୍କ ଘରେ…
ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଅନେକ ମନ୍ତ୍ରୀ, ନେତା
କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ତଥା ଭଜପା ନେତା ନିତିନ ଗଡକରୀ ଏବଂ ପଶ୍ଚିମବଙ୍ଗର…
କଠିନ ପରିସ୍ଥିତିରେ ଉଡାଣ କରିବାର ସକ୍ଷମ ଏମ୍ଆଇ-୧୭ଭି୫: ଜାଣନ୍ତୁ ଏହି ହେଲିକପ୍ଟରର ଦକ୍ଷତା
କୁନ୍ନୁର,୮।୧୨: ତାମିଲନାଡୁର କୁନୁର ନିକଟରେ ଏକ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଥିଲେ। କୁହାଯାଉଛି ଯେ ସିଡିଏସ ବିପିନ ରାୱତ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ସହ ୱେଲିଙ୍ଗଟନ୍ର ଡିଫେନ୍ସ…
ପର୍ଯ୍ୟଟନସ୍ଥଳରେ ଏମିତି ଲଜ୍ଜାଜନକ କାମ କଲେ ପ୍ରେମୀଯୁଗଳ, ଆଉ ତା’ ପରେ…
ବ୍ରାସିଲିଆ,୮ା୧୨: ବ୍ରାଜିଲର ବ୍ୟସ୍ତବହୁଳ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ ପ୍ରେମୀଯୁଗଳ। ଏହି ଯୋଡ଼ି ସମୁଦ୍ର କୂଳରେ ଏମିତି କିଛି ଲଜ୍ଜାଜନକ କାମ କରିଛନ୍ତି, ଯାହା କ୍ୟାମେରାରେ କଏଦ ହୋଇଛି। ଏହା ପରେ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ପୋଲିସ। ଏକ ରିପୋର୍ଟ ଅନୁଯାୟୀ,…
ସିଡିଏସ୍ ବିପିନ୍ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…
କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁର ଜିଲାରେ ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ମଧ୍ୟାହ୍ନ ୧୨ଟା ୨୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ବିପିନ ରାଓ୍ବତଙ୍କ ସମେତ ୧୪ ଜଣ ସେନା ଅଧିକାରୀ ଯାତ୍ରା କରୁଥିଲେ। ଇତିମଧ୍ୟରେ…
ରୋଚକ ମୋଡ଼ ନେଉଛି ମାହାଙ୍ଗା ଡବଲ ମର୍ଡର ଘଟଣା, ଥାନାଧିକାରୀଙ୍କ ପାଇଁ ବଢୁଛି ଅଡୁଆ
ନିଶ୍ଚିନ୍ତକୋଇଲି,୮ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏହି ଘଟଣାରେ ଜେଏମ୍ଏଫ୍ସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ୍ କେସ୍ ଡାଏରୀ ଓ ସିଡିଆର ସଂରକ୍ଷଣ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନାଧିକାରୀ…
ହନିମୁନ୍ରେ ଯିବେ ନାହିଁ କାଟ୍ରିନା-ଭିକି
ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ ଶୁଣିବାକୁ ମିଳୁଛି, ବିବାହ ପରେ ଦୁହେଁ ହନିମୁନ୍ରେ ଯିବେ ନାହିଁ। କୁହାଯାଉଛି, ବିବାହ ପରେ…
ଭାବି ଶାଶୁଙ୍କୁ ଖୁସି କରିବା ପାଇଁ କାଟ୍ରିନା ନେଲେ ବଡ଼ ପଦକ୍ଷେପ
ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହକୁ ସେମାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି। ରାଜସ୍ଥାନର ସୱାଇ ମାଧୋପୁରରେ ଅବସ୍ଥିତ ସିକ୍ସ ସେନ୍ସ ଦୁର୍ଗରେ ଡିସେମ୍ବର ୭…
ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍ ଦଣ୍ଡାଦେଶ ଆଶଙ୍କା…
ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବରୁ ଏହି ଦଣ୍ଡକୁ ଚାରି ବର୍ଷ କରାଯାଇଥିଲା। କିନ୍ତୁ ପରେ ଏହାକୁ ଦୁଇ…
ବାୟୁସେନାର ଶକ୍ତି ହେବ ବୃଦ୍ଧି, ମିଳିବ ଏଇଏସ୍ଏ ରାଡାର…
ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର ଶକ୍ତିଶାଳୀ…
Archives


