Home

ଇନ୍‌ଷ୍ଟାଗ୍ରାମରୁ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯୁବତୀ, ପୂରା ଲଭ୍‌ ଷ୍ଟୋରି ଜାଣିଲେ କହିବେ…

କୁହାଯାଏ, ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ମୋଟା, ପତଳା କିମ୍ବା ଆଉ କିଛି। ଏହି କଥାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ଯୁବତୀ। ୨୬ ବର୍ଷୀୟା ସୀନା କିରା ବ୍ରିଟେନର ୨୭ ବର୍ଷୀୟ ଜଣେ ଯୁବକଙ୍କ ପ୍ରେମରେ…

କଂଗ୍ରେସକୁ ଦୂରରେ ରଖିବା ଉଚିତ ନୁହେଁ, ମମତାଙ୍କୁ ଶିବସେନାର ପରାମର୍ଶ…

ମୁମ୍ବାଇ,୪।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥି ସହିତ ମୁମ୍ବାଇ ଗସ୍ତ ମଧ୍ୟ କରିଛନ୍ତି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ଭାଜପା) ସମ୍ମୁଖରେ ଏକ ବଳିଷ୍ଠ ବିକଳ୍ପ ଉସ୍ଥାପନ…

ମାଈହାତୀର ମୃତ୍ୟୁ

ସୋନପୁର,୪ା୧୨(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଲଛିପୁର ଫରେଷ୍ଟ ସେକ୍ସନର ବାସଲାଟରେ ଏକ ପ୍ରାପ୍ତ ବୟସ୍କା ମାଈ ହାତୀର ମୃତ୍ୟୁ ହୋଇଛି। ଶନିବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀଟି କିଛି ଦିନ ହେବ…

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି, ଟିଏମସିର କଟାକ୍ଷ…

କୋଲକାତା,୪।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଟିଏମସି ମୁଖପତ୍ର ’ଜାଗୋ ବଙ୍ଗଳା’ କହିଛି ଯେ ଭାରତୀୟ ଜନତା ପାର୍ଟି ସହ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶ୍ରୁତିବଦ୍ଧ। କଂଗ୍ରେସ ବିରୋଧରେ ପ୍ରଶାନ୍ତ…

ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ

ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ ଆଖପାଖ ଗାଁରେ ଉପଦ୍ରବ କରି ଶୁକ୍ରବାର ରାତିରେ ଭୀମକୁଣ୍ଡ ପଞ୍ଚାୟତ ଡାକବଙ୍ଗଳାରେ ପଶି ପଛ…

ଦାଢ଼ି କାଟିବାକୁ ସେଲୁନ୍‌ରେ ପହଞ୍ଚିଲା ମାଙ୍କଡ଼, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅନେକ କୌତୂହଳପୂର୍ଣ୍ଣ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ଏକ ମାଙ୍କଡ଼ ସେଲୁନ୍‌ରେ ଦାଢ଼ି କାଟିବାକୁ ପହଞ୍ଚିଛି। ସେ କେମିତି ଦାଢ଼ି…

ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ

ମାଲକାନଗିରି,୪ା୧୨(ଡି.ଏନ୍‌.ଏ.): ଜଣେ ଯବାନ ନିଜ ସର୍ଭିସ ରାଇଫଲ୍‌ରୁ ଗୁଳି ଫୁଟାଇ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ। ପୋଟେରୁ ପୋଲିସ କ୍ୟାମ୍ପ୍‌ରେ ନିୟୋଜିତ ଥିବା ଜଣେ ଯବାନ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ଯବାନ…

ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୨: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆମେଠିରେ ନିର୍ମିତ ହେବାକୁ ଥିବା ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା…

ଆସନ୍ତା ବର୍ଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ରୁଷିଆ…

ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଆସନ୍ତା ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ସୈନ୍ୟ ସଂଖ୍ୟାରେ ପୁଣି…

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଶାହା କହିଛନ୍ତି ଯେ, ପଲିଟିକ୍ସ୍‌ ଫିଜିକ୍ସ୍‌…

ଖୁସି ଖବର,ଓମିକ୍ରନ୍‌ ବିପଜ୍ଜନକ ହେବାର କୌଣସି ପ୍ରମାଣ ନାହିଁ କହିଲା ସିଙ୍ଗାପୁର ସ୍ବାସ୍ଥ୍ୟବିଭାଗ…

ସିଙ୍ଗାପୁର,୪।୧୨: କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ସଭିଏଁ ଆତଙ୍କିତ ହୋଇପଡ଼ିଥିବାବେଳେ ଖୁସି ଖବର ମିଳିଛି। ଓମିକ୍ରନ୍‌ ବିପଜ୍ଜନକ ହେବାର କୌଣସି ପ୍ରମାଣ ନାହିଁ ବୋଲି ସିଙ୍ଗାପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁୂ ସୂଚନା ଜାରି ହୋଇଛି। କରୋନା ଭାଇରସର ନୂତନ ରୂପ,…

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ,୪।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୬୦୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri