ଚୁଲିରେ ରୋଷେଇ କରୁଛନ୍ତି ଦୀପିକା, ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ…

ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ ହେଉଛି।

୨୦୨୦ରେ ‘ପୁଣି ଥରେ ଟେଲିକାଷ୍ଟ ହୋଇଥିଲା ରାମାୟଣ। ଏହାକୁ ନେଇ ଦୀପିକାଙ୍କ ଲୋକପ୍ରିୟତା ବଢ଼ିଥିଲା। ଟେଲି ପରଦାରେ ତାଙ୍କର ସୀତା ଭୂମିକାରେ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଏଥିସହ ସୋସିଆଲ ମିଡିଆରେ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା।

ଦୀପିକା ଶେୟାର କରିଥିବା ଭିଡିଓରେ ସେ କାଠ ଜାଳି ଚୁଲିରେ ରାନ୍ଧୁଥିବା ଦେଖାଯାଇଛି। ଏହା ପ୍ରଶଂସକମାନଙ୍କୁ ରାମାୟଣରେ ସୀତାଙ୍କ ବନବାସ ଦିନକୁ ମନେ ପକାଇଛି। କିଛି ବ୍ୟବହାରକାରୀ ସେଭଳି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେହି କେହି ‘ସୀତା ବନବାସ ଦିନଗୁଡ଼ିକରେ ଏଭଳି ରୋଷେଇ କରୁଥିଲେ ବୋଲି କହୁଥିବା ବେଳେ ଆଉ କିଏ ‘କ’ଣ ସୀତା ପୁଣି ବନବାସରେ ଯାଇଛନ୍ତି ବୋଲି କହୁଛନ୍ତି।

କହିରଖୁଛୁ, ସାରା ଦେଶରେ ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ବିଶ୍ୱରେ ସବୁଠାରୁ ଅଧିକ ଦେଖାଯାଇଥିବା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପାଲଟିଥିଲା। ଏଥିସହ ଶୋ’ ଦୀପିକାଙ୍କ ସହ ଅରୁଣ ଗୋଭିଲ ଏବଂ ଅନ୍ୟ ଅଭିନେତାମାନଙ୍କୁ ପୁଣି ଥରେ ଲୋକପ୍ରିୟ ହେବାକୁ ସୁଯୋଗ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା...

‘ପିକେ-୨’ରେ ନଜର ଆସିବେ ରଣବିର

ବମ୍ବେ: ୨୦୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ପିକେ’। ଏଥିରେ ଅଭିନେତା ଆମିର ଖାନ୍‌ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ଫିଲ୍ମଟି...

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର...

୧୫ ମିନିଟ ପାଇଁ ୪ କୋଟି ନେବେ ଉର୍ବଶୀ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନୂଆ ବର୍ଷ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଏକ...

ଜାହ୍ନବୀଙ୍କ ଆଶା

ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍‌ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ...

Advertisement
Archives

Model This Week