ଡିସେମ୍ବର ୨୨ ପୂର୍ବରୁ ପୋଲିସରେ ହାଜର ହେବାକୁ କଙ୍ଗନାଙ୍କୁ ନିର୍ଦ୍ଦେଶ
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର ଶୁଣାଣି ବେଳେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ଡିସେମ୍ବର ୨୨ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତରେ କୃଷି ଆଇନ ପ୍ରତ୍ୟାହାର ପରେ ଅଭିନେତ୍ରୀ ସୋସିଆଲ…
ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍: ପରିସ୍ଥିତି ଅଣାୟତ ହେବା ଆଶଙ୍କା କଲେ ବିଶେଷଜ୍ଞ
ନୂଆଦିଲ୍ଲୀ, ୧୩ ।୧୨: ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନାର ନୂଆ ଭାରିଏଣ୍ଟ ଏବେ ଅନେକ ଦେଶକୁ ବ୍ୟାପି ସାରିଲାଣି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୩୮ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ହେଲେ ଏହା ଭାରତରେ ଆଗକୁ ଭୟାବହ ପରିସ୍ଥିତି…
ପୃଥିବୀର ପ୍ରଥମ ‘ପେପରଲେସ୍’ ସରକାର ହେଲା ଦୁବାଇ…
ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା କରିଛନ୍ତି ଯେ ଦୁବାଇ ସରକାର ବିଶ୍ୱରେ ପ୍ରଥମ ‘ପେପରଲେସ୍’ସରକାର ହୋଇପାରିଛନ୍ତି। ଫଳରେ ଦୁବାଇ ପୃଥିବୀର…
ମିସ ୟୁନିଭର୍ସ ବିଜେତାଙ୍କୁ ମିଳିଥାଏ ଏସବୁ ସୁବିଧା
ନୂଆଦିଲ୍ଲୀ,୧୩।୧୧: ଭାରତର ହର୍ନାଜ୍ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିଛନ୍ତ। ପଞ୍ଜାବର ହର୍ନାଜ୍ ୨୧ ବର୍ଷ ପରେ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାନ୍ଧୁଙ୍କୁ ମେକ୍ସିକୋର ପୂର୍ବତନ ମିସ ୟୁନିଭର୍ସ ୨୦୨୦ ଆଣ୍ଡ୍ରେୟା ମେଜା…
ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…
କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି। ଏବେ ଏହି…
ଏହି ଦେଶ ନିକଟରେ ରହିଛି ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର
ମସ୍କୋ,୧୩ା୧୨: ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଉପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଜବ ଦାବି କରି ଶତ୍ରୁ ଶିବିରକୁ ସ୍ତବ୍ଧ କରିଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ରୁଷିଆ ବିଶ୍ୱରେ ୧ ନମ୍ବର ଦେଶ ବୋଲି ସେ…
ବାରଣାସୀ ଗଳିରେ ଗାଡି ରଖି ବୃଦ୍ଧଙ୍କ ହାତରୁ ପଗଡ଼ି ପିନ୍ଧିଲେ ମୋଦି
ବାରଣାସୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶୀ କୋତୱାଲ, କାଲ ଭୈରବ ଜୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।…
ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ
ଭୁବନେଶ୍ୱର,୧୩ା୧୨: ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା କୋଚିଂ ମିଳିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ…
ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର, ଏଲ୍ଓସିରେ ମହିଳା ଅନୁପ୍ରବେଶକାରୀ…
ଶ୍ରୀନଗର, ୧୩।୧୨: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଜମ୍ମୁ-କଶ୍ମୀରର ଏଲ୍ଓସି ନିକଟବର୍ତ୍ତୀ ଆର୍ଏସ୍ପୁରା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀଙ୍କର ଭାରତୀୟ ସେନା ଗୁଳିରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୀମା ଆରପାରିରୁ କିଛି ଲୋକ ଭାରତୀୟ ଅଞ୍ଚଳରେ ପ୍ରବେଶ…
କିଛି ଦିନ ଏକାଠି ରହିବା ‘ଲିଭ୍ ଇନ୍’ ନୁହେଁ, ହାଇକୋର୍ଟଙ୍କ ରାୟ…
ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଲିଭ-ଇନ ରିଲେଶନଶିପ୍ ମାମଲାରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ସୁରକ୍ଷା…
କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…
କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ… କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବାବାଙ୍କ ଧାମରେ ନିର୍ମିତ କରିଡର ଉତ୍ସର୍ଗ କରାଯାଇଛି। ଲୋକର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ…
ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା
ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ ଏହି ମହିଳା ତାଙ୍କ ପ୍ରେମିକ ଜ୍ୟାକ୍ଙ୍କ ପାଇଁ ସବୁବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ…
Archives


