୬୩୨ ଗଛକୁ କରାଯିବ ସ୍ଥାନାନ୍ତରଣ…
ନୂଆଦିଲ୍ଲୀ,୧୦।୧୦: ସରକାରୀ ଆବାସିକ କଲୋନୀର ନବୀକରଣ ପାଇଁ ଦିଲ୍ଲୀରେୀ ୬୩୨ ଗଛକୁ ସ୍ଥାନାନ୍ତର କରାଯିବ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗରରେ ଥିବା ସରକାରୀ ଆବାସିକ କଲୋନୀର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବାରୁ ଏହାର ମରାମତି ହେବ। ସେଥିପାଇଁ ୩୨ଟି ଗଛକୁ କାଟିବାକୁ…
ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍: କୋହଲିଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ସର୍ବାଧିକ ଚୌକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ଷ୍ଟିରଲିଂ। ସେ…
‘ରାଜ କୁନ୍ଦ୍ରା ବି ବୁଝିସାରିଥିବେ’; ସଲମାନ୍ ଖାନ୍ଙ୍କ ମୁହଁରୁ ଭିଣୋଇଙ୍କ କଥା ଶୁଣି…
ବମ୍ବେ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏବେ ସେ ଜାମିନରେ ମୁକୁଳିଥିଲେ ହେଁ ତାଙ୍କୁ ନେଇ ଆଲୋଚନା ଆଜି ବି ଥମି ନାହିଁ। ଶିଳ୍ପାଙ୍କ ଭଉଣୀ…
ଫଟୋ ଶୁଟ୍କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ
ହରିୟାଣା ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ତାଙ୍କର ନୂଆ ଫଟୋ ଶୁଟ୍କୁ ନେଇ ଏବେ ଚର୍ଚ୍ଚାରେ। ଫଟୋରେ ସେ ଏକ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କର ପ୍ରଶଂସକମାନେ ଫଟୋଟିକୁ ବେଶ୍ ପସନ୍ଦ କରିଛନ୍ତି। ଏହି ଫଟୋକୁ…
କେବଳ ଚୌକା/ଛକା ମାରି ୨୧୮ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍: ୧୦ ଘଣ୍ଟା ବ୍ୟାଟିଂ କରି ଭାଙ୍ଗିଥିଲେ…
ଜଣେ ବ୍ୟାଟ୍ସମ୍ୟାନଙ୍କ ପ୍ରକୃତ ପରୀକ୍ଷା ଟେଷ୍ଟ କ୍ରିକେଟରେ ଅଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ, କ୍ରିକେଟ ଦୁନିଆରେ ତାଙ୍କ ସ୍ଥିତି ଜାହିର କରିବାରେ ସୁଯୋଗ ପାଇଥାନ୍ତି। ଟେଷ୍ଟ କ୍ରିକେଟରେ ଏଭଳି କିଛି ମ୍ୟାଚ୍ ଅଛି ଯାହା ଦର୍ଶକଙ୍କ ସ୍ମୃତି ଏପର୍ଯ୍ୟନ୍ତି ଲିଭି ନାହିଁ।…
ଜୟା ବଚ୍ଚନଙ୍କୁ ‘ଦିଦି ବାଈ’ କହି ଡାକନ୍ତି ରେଖା; ଦେଖାହେଲେ…
ବମ୍ବେ: ଭାନୁରେଖା ଗଣେଶନ ଓରଫ ରେଖାଙ୍କର ଆଜି ହେଉଛି ହାପି ବର୍ଥ ଡେ’। ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍ରେ ଡେବ୍ୟୁ କରିଥିବା ରେଖା ଏବେ ବି ଏଭରଗ୍ରୀନ। ଯେତେବେଳେ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ବିଗ୍ ବି ଅମିତାଭ ବଚ୍ଚନଙ୍କ…
ପାକିସ୍ତାନ ଆଣବିକ ବୋମା ଜନକ ଅବ୍ଦୁଲ କାଦିରଙ୍କ ପରଲୋକ…
ଇସଲାମାବାଦ୍,୧୦।୧୦: ପାକିସ୍ତାନର ଆଣବିକ ବୋମା ଜନକ ଅବ୍ଦୁଲ୍ କାଦିର ଖାଁଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଛି ଦିନ ତଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।…
ଘରୋଇ କରଣ, ଏବେ ଏସବୁ କମ୍ପାନୀ ବିକ୍ରି ତାଲିକାରେ…
ନୂଆଦିଲ୍ଲୀ,୧୦।୧୦: ସରକାର ଏୟାର ଇଣ୍ଡିଆର ଘରୋଇ କରଣ କରିଛନ୍ତି। ସାର୍ବଜନୀନ କ୍ଷେତ୍ର କମ୍ପାନୀ(ପିଏସ୍ୟୁ)ଗୁଡ଼ିକୁ ଘରୋଇ ହାତକୁ ହସ୍ତାନ୍ତର କରିବାକୁ କେନ୍ଦ୍ରର ଅଭିଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହି ତାଲିକାରେ ଅନ୍ୟ କମ୍ପାନୀ ମଧ୍ୟ ରହିଛନ୍ତି। ଡିସେମ୍ବର ସୁଦ୍ଧା…
ଏମିତି ରେଳଷ୍ଟେଶନ, ଯାହାର ନାଁ ଶୁଣିଲେ ହସିହସି ଗଡ଼ିବେ
ଭାରତୀୟ ରେଳବାଇ ଦ୍ୱାରା ଏକ ଷ୍ଟେଶନରୁ ଅନ୍ୟ ଷ୍ଟେଶନକୁ ପ୍ରତିଦିନ ଅନେକ ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତରେ ଲକ୍ଷଲକ୍ଷ ରେଳ ଷ୍ଟେଶନ ରହିଛି, ଯାହାର ନାମ ମଧ୍ୟ ଭିନ୍ନ ଭିନ୍ନ। ଭାରତର ଏହି ଷ୍ଟେଶନଗୁଡ଼ିକ ମଧ୍ୟରୁ ଅନେକ ଅଦ୍ଭୁତ ନାମ ରହିଛି।…
ଜିଦ୍ ନୁହେଁ ବିପଦପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରନ୍ତି ମୋଦି…
ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଦ୍ ନୁହେଁ ବିପଦପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପରିବର୍ତ୍ତନ ଆଣିବାର ପ୍ରୟାସ କରିଥାନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ପ୍ରକାଶ କରିଛନ୍ତି। ରାଜନୀତିରେ ପ୍ରଧାନମନ୍ତ୍ରୀଙ୍କ ୨୦ ବର୍ଷ ପୂରଣ…
୧୪ ଦିନିଆ ନ୍ୟାୟିକ ହାଜତରେ ଆଶିଷ…
ଲକ୍ଷ୍ନୌ,୧୦।୧୦: ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୧୨ ଘଣ୍ଟା ପଚରା ଉଚରାପରେ ତାଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା।…
ମଝି ନଈରେ ଓଲଟିଲା ଡଙ୍ଗା, ୫୦ରୁ ଅଧିକ ମୃତ…
ଙ୍କିଶାସା,୧୦।୧୦: କଙ୍ଗୋରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଝି ନଈରେ ଡଙ୍ଗା ବୁଡ଼ିଯିବାରୁ ୧୦୦ରୁ ଅଧିକ ଲୋକ ବୁଡି ଯାଇଛନ୍ତି। ଏପର୍ଯ୍ୟନ୍ତ ୫୧ଟି ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୬୦ ଯାତ୍ରୀ ନିଖୋଜ ଅଛନ୍ତି। କଙ୍ଗୋ ନଦୀରେ ଏହି ଦୁର୍ଘଟଣା…
Archives


