ପେଗାସସ୍ ବନ୍ଦ କରିବାକୁ ଯୋଜନା…
ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍ଏସ୍ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର ଯୋଗୁ ବିପଦରେ ଥିବା ଏହି କମ୍ପାନୀ ଏକ ଭିନ୍ନ ବିକଳ୍ପ ଖୋଜୁଛି ବୋଲି କୁହାଯାଉଛି।…
ଭାରତୀୟ ଦଳରେ ଫାଟ, ଦକ୍ଷିଣ ଆଫ୍ରିକା ସିରିଜ୍ରୁ ଓହରିଯିବେ କୋହଲି!
ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ ଅନେକ ଘଟଣାକ୍ରମ ସାମ୍ନାକୁ ଆସୁଛି। ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି…
ଦୈନିକ ସଂକ୍ରମଣ ୬ ହଜାର ତଳେ…
ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫ ହଜାର…
ପ୍ରଧାନମନ୍ତ୍ରୀଙ୍କ ଅନ୍ଧାରୀ ବିଜେ…
ବାରାଣସୀ,୧୪।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ରାତି ଗୋଟାଏରେ ବନାରସ ରେଲଓ୍ବେ ଷ୍ଟେଶନରେ ପହଞ୍ଚିଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ଟୁଇଟରରେ ବନାରସ ଷ୍ଟେସନର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହା ସହିତ ସେ…
ଦେଶରେ ପ୍ରଥମଥର: ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କଲେ ୧.୭୭ ଲକ୍ଷ ମହିଳା
ନୂଆଦିଲ୍ଲୀ,୧୪ ।୧୨: ଦେଶର ସଶସ୍ତ୍ର ସେନାରେ ସୈନ୍ୟ ଅଫିସର ର୍ୟାଙ୍କର ମନୋନୟନ ପାଇଁ ହେଉଥିବା ଏନ୍ଡିଏ ପରୀକ୍ଷା ପାଇଁ ୧.୭୭ ମହିଳା ପ୍ରାର୍ଥୀ ଆବେଦନ କରିଛନ୍ତି । ଦେଶରେ ପ୍ରଥମଥର ଲାଗି ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଅର୍ଥାତ୍ ଏନ୍ଡିଏ ପାଇଁ ମହିଳାମାନେ…
ଟାକ୍ସି ଚଲାଉଥିଲେ ପୁଟିନ୍
ମସ୍କୋ, ୧୪ା୧୨: ସୋଭିଏଟ ସଂଘ ଭାଙ୍ଗିବା ପରେ ବ୍ୟାପକ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିଲେ ରୁଷିଆବାସୀ। ଏଥିରୁ ବାଦ୍ ପଡ଼ି ନ ଥିଲେ ରୁଷିଆର ବର୍ତ୍ତମାନ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଏଥିପାଇଁ ସେ ଟାକ୍ସି ମଧ୍ୟ ଚଲାଇଥିଲେ ବୋଲି ପୁଟିନ ‘ରୁଷିଆ।…
୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା
ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି ରଖି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଭାରତର…
ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧
ନୂଆଦିଲ୍ଲୀ,୧୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଲାଣି । ସୋମବାର ମହାରାଷ୍ଟ୍ରରେ ଆଉ ୨ ସଂକ୍ରମିତଙ୍କୁ ଚିହ୍ନଟ କରଯାଇଥିବା ବେଳେ ଏମାନେ ଦୁବଇରୁ ପେରିଥିବା ସୂଚନା…
ବିଶେଷଜ୍ଞଙ୍କ ଚେତାବନୀ ଓମିକ୍ରନ୍ ଯୋଗୁ ବ୍ରିଟେନରେ ହୋଇପାରେ ୭୫୦୦୦ ଲୋକଙ୍କ ମୃତ୍ୟୁ
ଲଣ୍ଡନ,୧୪ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଯୋଗୁଁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଜେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହା ସ୍ପଷ୍ଟ କରିଛନ୍ତି । ସେ ଜନସାଧାରଣକୁ ଚେତାବନୀ ଦେଇ କହିଛନ୍ତି…
କରୋନା ବୃଦ୍ଧି କରିପାରେ କିଡ୍ନୀ ସଂକ୍ରମଣ
କୋଭିଡ୍-୧୯ର ଭୟାବହତା ଏବେ ମଧ୍ୟ ଦୂର ହୋଇନାହିଁ। ସାର୍ସ-କୋଭ୍-୨ ପରେ ଏବେ ଓମିକ୍ରନ୍ ଭ୍ୟାରିୟାଣ୍ଟ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। କୋଭିଡ୍କୁ ନେଇ ଏକ ନୂଆ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏହାଦ୍ୱାରା ଆକ୍ରାନ୍ତ ହେଲେ କିଡ୍ନୀ…
କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ
ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…
ସଚିନ ନୁହେଁ, ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଭୟ କରୁଥିଲେ ଶୋଏବ ଅଖତର
ନୂଆଦିଲ୍ଲୀ,୧୩।୧୨: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ବିଶ୍ୱର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ଙ୍କୁ ନିଜ ଦ୍ରୁତ ବୋଲିଂରେ ଆଉଟ୍ କରିଛନ୍ତି। ଅନେକ ବ୍ୟାଟ୍ସମ୍ୟାନ୍ ତାଙ୍କ ବିପକ୍ଷରେ ଖେଳିବା ସହଜ ନ ଥିଲା। ନିକଟରେ ଶୋଏବ ଅଖତର ପ୍ରକାଶ କରିଛନ୍ତି ଯେ,…
Archives


